Friday, July 3, 2026 07:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପିସିସି ନୂଆ ଟିମ୍: ୧୨ ଉପସଭାପତି, ୨୦ ସାଧାରଣ ସମ୍ପାଦକ, ୪୬ ସମ୍ପାଦକ

by Our Correspondent
08 Sep, 2021- 07:28 PM
in Latest News, News
1 min read
0
ପିସିସି ନୂଆ ଟିମ୍: ୧୨ ଉପସଭାପତି, ୨୦ ସାଧାରଣ ସମ୍ପାଦକ, ୪୬ ସମ୍ପାଦକ

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ଟିମ୍ । ଏଥିରେ ୧୨ ଜଣ ଉପସଭାପତି, ଜଣେ କୋଷାଧ୍ୟକ୍ଷ, ୨୦ ଜଣ ସାଧାରଣ ସମ୍ପାଦକ, ୪୬ ଜଣ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି । ଏକଜ୍ୟୁଟିଭ୍ କମିଟିରେ ୩୨ ସଦସ୍ୟଙ୍କୁ ସ୍ଥାନ ମିଳିଛି ।

ଉପସଭାପତି: ଗଣେଶ୍ୱର ବେହେରା, ସନ୍ତୋଷ ସିଂହ ସାଲୁଜା, ସରସ୍ୱତୀ ହେମ୍ବ୍ରମ୍, ଶିବାନନ୍ଦ ରାୟ, ସୁରେଶ ମହାପାତ୍ର, ଭୁଜବଳ ମାଝୀ, ଯଂଗେଶ୍ୱର ବାବୁ, ନକୁଳ ନାୟକ, ଦେବାଶିଷ ପଟ୍ଟନାୟକ, ସଦନ ନାୟକ, ରତ୍ମମଣି ଉଲ୍ଲାକା, ସସ୍ମିତା ବେହେରା ।

କୋଷାଧ୍ୟକ୍ଷ: କିଶୋର ଚନ୍ଦ୍ର ପଟେଲ ।

ସାଧାରଣ ସମ୍ପାଦକ: ସତ୍ୟ ପ୍ରକାଶ ନାୟକ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ରବୀନ୍ଦ୍ର ମଲ୍ଲିକ, ସଂଗ୍ରାମ ମିଶ୍ର, ରାଜ କିଶୋର ଷଡ଼ଙ୍ଗୀ, ଅରିନ୍ଦମ ସର୍ଖେଲ୍, ରଜତ ଚୌଧୁରୀ, ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଭୂଷଣ ଦାସ, ବିସ୍ମୟ ମହାପାତ୍ର, ସମରେନ୍ଦ୍ର ମିଶ୍ର, ନାରାୟଣ ଜେନା, ମମତା ମାଢ଼ୀ, ଚିନ୍ମୟ ସୁନ୍ଦର ଦାସ, ରବି ରାୟ, ଆଲୋକ ମିଶ୍ର, ଅସରଫ ଅଲ୍ଲୀ, ସତ୍ୟ ଶିବ ଦାସ, ଅଶୋକ କୁମାର ଦାସ ।

ସମ୍ପାଦକ: ବିପ୍ଲବ ଚୌଧୁରୀ, ହେମରାଜ ବାଗ, ନଳିନୀ ସ୍ୱାଇଁ, ମାନସ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ପ୍ରିୟଜିତ ରାୟ, ଦରିଦ୍ର ନାରାୟଣ ନାୟକ, ସଞ୍ଜୟ ଅଧିକାରୀ, ସାନ୍ତାୟନ ମିଶ୍ର, ଅର୍ଚ୍ଚନା ନନ୍ଦୀ, ସଂଗ୍ରାମ ଦାସ, ସୁବ୍ରତ ମହାପାତ୍ର, ପଦ୍ମାକର ଗୁରୁ, ମହମ୍ମଦ ସବିର, ନାସିର ଅହମ୍ମଦ, ଶମ୍ବୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ପରିଡ଼ା, ଗୌର ନାୟକ, ତରୁଣ ମାଝୀ, ଶଶୀ ଭୂଷଣ ପାତ୍ର, ମନୋଜ ସାହୁ, ମନୋଜ ବିଶ୍ୱାଳ, ପ୍ରଭାସ୍କର ମହାପାତ୍ର, ହୁସେନ୍ ଖାନ, ଦୁଲାଲ ପ୍ରଧାନ, ଶ୍ରୀୟା ମହାନ୍ତି, ସୁକାନ୍ତି ଦାସ, ଉମେଶ ଜେନା, ଅମୀୟ ପାଣ୍ଡବ, ଦୁର୍ଗା ପାଢ଼ୀ, ସନ୍ତୋଷ ନନ୍ଦ, ଲିଙ୍ଗରାଜ ସାହୁ, ସସ୍ମିତା ଦେହୁରୀ, ପ୍ରଦୀପ ମହାପାତ୍ର, ସୁରେଶ ପାଣିଗ୍ରାହୀ, ପ୍ରତିମା ମଲ୍ଲିକ, ମହେନ୍ଦ୍ର ନାୟକ, ବିଜୟ ଚାଉଳିଆ, ସୀମାଞ୍ଚଳଗିରି ଉଲ୍ଲାକା, କୃଷ୍ଣଚନ୍ଦ୍ର ନେପାକ, ମଧୁସ୍ମିତା ସେଠୀ, ମୁକେଶ ଜୈନ୍, କୈଳାସ ମୁଖୀ, ସୂର୍ଯ୍ୟକାନ୍ତ ବାଗ, ସରୋଜ ପ୍ରଧାନ, ବିଜନ ନାୟକ ।

ଏକଜ୍ୟୁଟିଭ୍ କମିଟି: ନରସିଂହ ମିଶ୍ର, ଅମର ନାଥ ପ୍ରଧାନ, ପ୍ରଦୀପ ମାଝୀ, ଜଗନ୍ନାଥ ପଟ୍ଟନାୟକ, ଡମ୍ବରୁଧର ଉଲ୍ଲାକା, ରମାକାନ୍ତ ମିଶ୍ର, ସୁରେନ୍ଦ୍ର ସିଂହ ଭୋଇ, ରାହାସ ବିହାରୀ ବେହେରା, ସୁଶୀଲା ତିରିଆ, ପ୍ରକାଶ ଚନ୍ଦ୍ର ଦତ୍ତ, ପଞ୍ଚାନନ କାନୁନଗୋ, ମାନସ ଚୌଧୁରୀ, ନବଜ୍ୟୋତି ପଟ୍ଟନାୟକ, ଆଡଭୋକେଟ୍ ଧରଣୀଧର ନାୟକ, ସୁରେଶ କୁମାର ରାଉତରାୟ, ଡ. ପ୍ରଫୁଲ୍ଲ ମାଝୀ, ସନତ ଦାସ, ବିପିନ ଦାସ, ସତ୍ୟଭୂଷଣ ସାହୁ, ମନୋଜ କୁମାର ମହାପାତ୍ର, ଚନ୍ଦ୍ର ଶେଖର ମାଝୀ, ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ବର୍ନିକ ଗମାଙ୍ଗ, ତୁଷାର ପାଟ୍ଟଯୋଶୀ, ସରସ୍ୱତୀ ହେମ୍ବ୍ରମ୍, ଅନୀତା ବିଶ୍ୱାଳ,ପ୍ରଦୀପ ସେଠୀ, ଚନ୍ଦ୍ରମୌଲି କୁମାମ୍ବମ, ପ୍ରମୋଦ ପ୍ରଧାନ, ଆଡଭୋକେଟ ରାମ ପଟ୍ଟନାୟକ, ସତ୍ୟଶିବ ଦାସ, ଉମା ପଣ୍ଡା ।

ସମସ୍ତ ବିଧାୟକ, ସାଂସଦ, ପୂର୍ବତନ ପିସିସି ସଭାପତି, ଏଆଇସିସିର କାର୍ଯ୍ୟକର୍ତ୍ତା ଏବଂ ଛାମୁଆ ସଂଗଠନର ମୁଖ୍ୟମାନଙ୍କୁ ଏକ୍ସ-ଅଫିସିଓ ମେମ୍ବର୍ସ ରଖାଯାଇଛି ।

Previous Post

ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ଆହୁରି ବଢ଼ିଲା !

Next Post

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡ଼ିରୁ ନିଲମ୍ବିତ

Next Post
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡ଼ିରୁ ନିଲମ୍ବିତ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡ଼ିରୁ ନିଲମ୍ବିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA