Wednesday, April 22, 2026 02:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅପରାହ୍ନ ୨ଟା ସୁଦ୍ଧା ପିପିଲି ରେଜଲ୍ଟ

by Our Correspondent
02 Oct, 2021- 10:03 PM
in Latest News, News
1 min read
0
ଅପରାହ୍ନ ୨ଟା ସୁଦ୍ଧା ପିପିଲି ରେଜଲ୍ଟ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ରେଜଲ୍ଟ କାଲି ବାହାରିବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେଉଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ଫଳାଫଳ ବାହାରିବ ଯିବ ବୋଲି ଆଶା କରାଯାଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରବିବାରର ଭୋଟ ଗଣତି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ।

ସକାଳ ୮ଟା ବେଳେ ପ୍ରଥମେ ପୋଷ୍ଟାଲ୍ ଭୋଟଗୁଡ଼ିକର ଗଣତି ହେବ । ୮.୩୦ ରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବ । ଦୁଇଟି ହଲ୍ ରେ ଇଭିଏମ୍ ଓ ଗୋଟିଏ ହଲରେ ପୋଷ୍ଟାଲ ବାଲାଟ ଗଣତି ହେବ । ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଦୁଇ ହଲରେ ୧୪ ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ, ଜଣେ କାଉଣ୍ଟିଂ ସୁପର ଭାଇଜର୍ ଏବଂ ଜଣେ ମାଇକ୍ରୋ ଅବଜରଭର ରହିବେ । ଗଣତି ପାଇଁ ସମୁଦାୟ ୬୨ କର୍ମଚାରୀଙ୍କୁ ନିୟୋଜିତ କରାଯିବ । କାଉଣ୍ଟିଂ ଟେବୁଲରେ ପ୍ରାର୍ଥୀମାନେ ନିଜର ଏଜେଣ୍ଟ ରଖିପାରିବେ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସିଇଓ ଶ୍ରୀ ଲୋହାନି କହିଛନ୍ତି ।

ସୂଚନାଯୋଗ୍ୟ, ଦୁଇ ଦୁଇ ଥର ସ୍ଥଗିତ ରହିବା ପରେ ଗତ ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମତଦାନ ୭୭ ପ୍ରତିଶତରୁ ଅଧିକ ହୋଇଥିଲା । ମୈଦାନରେ ୧୦ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ଏବଂ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହୋଇଛି ।

ଜୁନିୟର୍ ମହାରଥୀ ରୁଦ୍ର ପ୍ରସାଦ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ବୋଲି ଦଳୀୟ ନେତାମାନେ ଆକଳନ କରିଛନ୍ତି । ତେବେ ଆଶ୍ରିତ ୧୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ବୋଲି ବିଜେପି ସମର୍ଥକମାନେ ଅନୁମାନ ଲଗାଇଛନ୍ତି । ତେବେ ପ୍ରଥମରୁ ହିଁ ହାତ ଟେକିଦେଇଛି କଂଗ୍ରେସ । ଦଳୀୟ ପ୍ରାର୍ଥୀ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ତୃତୀୟ ସ୍ଥାନରେ ରହିବେ ବୋଲି ପିସିସି ନେତୃବୃନ୍ଦ ଗଣମାଧ୍ୟମରେ ବୟାନ ଦେଇଛନ୍ତି । ଖୋଦ୍ ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଅସହାୟତାକୁ ଖୋଲାଖୋଲି ପ୍ରକାଶ କରିଛନ୍ତି ।

Previous Post

ଗାନ୍ଧୀ ଜୟନ୍ତୀରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ

Next Post

ଓଡ଼ିଶା-ମୋ ପରିବାର ପକ୍ଷରୁ ସମାଜସେବା ପ୍ରତିବଦ୍ଧତାର ଶପଥ

Next Post
ଓଡ଼ିଶା-ମୋ ପରିବାର ପକ୍ଷରୁ ସମାଜସେବା ପ୍ରତିବଦ୍ଧତାର ଶପଥ

ଓଡ଼ିଶା-ମୋ ପରିବାର ପକ୍ଷରୁ ସମାଜସେବା ପ୍ରତିବଦ୍ଧତାର ଶପଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA