Wednesday, April 22, 2026 11:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗାଡ଼କଣ ଗାଁରେ ମୋଦୀ

by Our Correspondent
17 Sep, 2024- 06:57 PM
in Latest News, News
1 min read
0
ଗାଡ଼କଣ ଗାଁରେ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ପ୍ରାୟ ୧୦ଟା ୫୦ ରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ବିମାନବନ୍ଦରରୁ ସେ ସିଧା ଯାଇଥିଲେ ଗାଡ଼କଣ ଗାଁ । ସେଠି ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଭେଟି ସେମାନଙ୍କ ସହିତ କିଛି ସମୟ ବିତାଇଥିଲେ ।

ଗାଁର ଶବରସାହିରେ ଆବାସ ଯୋଜନା(ସହରୀ) ହିତାଧିକାରୀମାନଙ୍କୁ ବାସଗୃହର ଚାବି ହସ୍ତାନ୍ତର କରିଥିଲେ ପ୍ରଧାନମନ୍ତ୍ରୀ । ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କୁ ତାଙ୍କର ନୂତନ ବାସଗୃହ ପ୍ରବେଶ କରାଇଥିଲେ । ଅନ୍ତର୍ଯ୍ୟାମୀଙ୍କ ପରିବାର ମେଳରେ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିବା ପରେ ତାଙ୍କ ପତ୍ନୀଙ୍କ ଦ୍ୱାରା ପ୍ରସ୍ତୁତ ଖିରି ଖାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଗାଡ଼କଣବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ମହିଳାମାନେ ପ୍ରଧାନମନ୍ତ୍ରୀଙ୍କୁ ଫୁଲ ଓ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଥିଲେ । ଲୋକମାନଙ୍କର ସ୍ନେହ ଓ ଶ୍ରଦ୍ଧାରେ ପ୍ରଧାନମନ୍ତ୍ରୀ ଅଭିଭୂତ ହୋଇଥିଲେ ।

ପରେ ଜନତା ମଇଦାନରେ ଆୟାଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଗାଡ଼କଣରେ ଖାଇଥିବା ଖିରି କଥା ଉଲ୍ଲେଖ କରି ତାଙ୍କ ମା’ଙ୍କୁ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ମୋ ମା’ ବଞ୍ଚିଥିବା ବେଳେ ଅନେକ ସମୟରେ ମା’ଙ୍କଠାରୁ ଖିରି ଖାଉଥିଲି । ଆଜି ମା’ ନାହାନ୍ତି, କିନ୍ତୁ ଜଣେ ଆଦିବାସୀ ଭଉଣୀ ଶ୍ରଦ୍ଧାର ସହ ଖୁରି ଖୁଆଇ ମୋତେ ଜନ୍ମଦିନର ଆଶୀର୍ବାଦ ଦେଇଥିଲେ । ପାଇଥିବା ଏହି ସ୍ନେହ ଶ୍ରଦ୍ଧା ପାଇଁ ଆଜି ମା’ ପୁଣି ମନେ ପଡୁଛନ୍ତି ଏବଂ ଏହା ମୋର ସାରା ଜୀବନ ପାଇଁ ମନେ ରହିବ ।

Previous Post

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Next Post

ପ୍ରତିଶ୍ରୁତି ଚୂଲିରେ, ସୁଭଦ୍ରା ଜିନ୍ଦାବାଦ!

Next Post
ପ୍ରତିଶ୍ରୁତି ଚୂଲିରେ, ସୁଭଦ୍ରା ଜିନ୍ଦାବାଦ!

ପ୍ରତିଶ୍ରୁତି ଚୂଲିରେ, ସୁଭଦ୍ରା ଜିନ୍ଦାବାଦ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA