Wednesday, July 29, 2026 02:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ରାଜନୀତି

by Our Correspondent
28 Jul, 2026- 11:20 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ରାଜନୀତି

ଭୁବନେଶ୍ୱର: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଇସ୍ତଫା ଦେଇଥିବା ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଭୁବନେଶ୍ୱରରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଆସିଥିଲେ । ତାଙ୍କର ସ୍ୱାଗତ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ବିରାଟ ଆୟୋଜନ କରାଯାଇଥିଲା । ରାଜ୍ୟ ବିଜେପିରେ ଥିବା ତାଙ୍କର ଅନୁଗତ ନେତାମାନେ ସେଠାରେ ଉପସ୍ଥିତ ଥିଲେ । ଧର୍ମେନ୍ଦ୍ର ପହଞ୍ଚିଥିଲା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦିଲ୍ଲୀ ଦରବାରରେ ଓଡ଼ିଶାର ପରିଚୟ ପ୍ରତିଷ୍ଠାରେ ଧର୍ମେନ୍ଦ୍ରଙ୍କ ଅବଦାନକୁ ସେମାନେ ସ୍ମରଣ କରିଥିଲେ । ତାଙ୍କୁ ଓଡ଼ିଶାର ଗର୍ବ ବୋଲି କହିଥିଲେ । କେନ୍ଦ୍ରମନ୍ତ୍ରୀରୁ ଇସ୍ତଫା ଦେଲା ପରେ ପ୍ରଥମ ଥର ପାଇଁ ନିଜ ରାଜ୍ୟକୁ ଆସିଥିବା ଧର୍ମେନ୍ଦ୍ରଙ୍କ ପାଇଁ ଏହି ଭବ୍ୟ ଆୟୋଜନ ଚର୍ଚ୍ଚାର ବିଷୟ ହୋଇଛି ।

ବିଫଳତାକୁ ଲୁଚାଇବାକୁ ଅପପ୍ରୟାସ: ବିଜେଡି

ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜିର ଓଡିଶା ଗସ୍ତ ବେଳେ ତାଙ୍କ ସମର୍ଥକ ମାନଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯିବାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ଛାତ୍ର ମାନଙ୍କ ଦ୍ୱାରା ହୋଇଥିବା ଆନ୍ଦୋଳନକୁ ସମଗ୍ର ଦେଶରୁ ସମର୍ଥନ ମିଳିଥିଲା । ଫଳରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲା ବେଳେ ତାଙ୍କୁ ଭବ୍ୟ ସ୍ୱାଗତ କରିବା କେବଳ ତାଙ୍କ ବିଫଳତାକୁ ଲୁଚାଇବାର ଅପପ୍ରୟାସ ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଏହି ସ୍ୱାଗତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ପ୍ରାୟୋଜିତ ବୋଲି ଅଭିହିତ କରିବା ସହିତ ଧର୍ମେନ୍ଦ୍ରଙ୍କ ବିଫଳତାକୁ ବଖାଣିଥିଲେ ।

ଡ଼ ମହାନ୍ତି କହିଥିଲେ ଯେ, ଗତ ୫ ବର୍ଷରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ୩ ଥର ଲିକ୍ ହୋଇଥିବା ବେଳେ ଶତାଧିକ ପ୍ରଶ୍ନପତ୍ର ଲିକ୍ ହୋଇଛି । ସେହିପରି, ଓଡ଼ିଶାରେ ବିଜେପି ସରକାର କ୍ଷମତାସୀନ ହେବା ପରେ ୨୨ଟି ପ୍ରଶ୍ନପତ୍ର ଲିକ୍ ହୋଇସାରିଲାଣି । ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ହେବା ପରେ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ପରୀକ୍ଷାର୍ଥୀ ମାନଙ୍କ ଭିତରୁ ୨୧ ଜଣ ପରିକ୍ଷାର୍ଥୀ ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ଦେଶରେ ଛାତ୍ର ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ଏକ ଧାରଣା ଦିଆଯାଇଥିଲା । ଏହି ଆନ୍ଦୋଳନ ପ୍ରାୟ ୧ ମାସ ଧରି ଚାଲିବା ପରେ ଓ ଏହାକୁ ଦେଶବ୍ୟାପୀ ଛାତ୍ର ମାନଙ୍କ ସମର୍ଥନ ଲଗାତର ଭାବେ ବୃଦ୍ଧି ପାଉଥିବା ଯୋଗୁଁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଏହା ଉଭୟ ଧର୍ମେନ୍ଦ୍ର ଓ କେନ୍ଦ୍ରରେ ବିଜେପି ସରକାରଙ୍କ ବିଫଳତାକୁ ପଦାରେ ପକାଉଥିବା ବେଳେ, ଧର୍ମେନ୍ଦ୍ର ନିଜ ଭାବମୂର୍ତ୍ତିକୁ ରକ୍ଷା କରିବା ପାଇଁ ଏଭଳି ପ୍ରାୟୋଜିତ ସ୍ୱାଗତ କାର୍ଯ୍ୟକ୍ରମ କରାଉଛନ୍ତି ।

ଶ୍ରୀ ସାହୁ କହିଥିଲେ ଯେ, ଛାତ୍ର ମାନଙ୍କ ଆନ୍ଦୋଳନ ପ୍ରତି ଦେଶବ୍ୟାପୀ ସମର୍ଥନ ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଜନମତ ସୃଷ୍ଟି ହୋଇଥିଲା । ଧର୍ମେନ୍ଦ୍ର ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଏହାପରେ ଧର୍ମେନ୍ଦ୍ରଙ୍କ ଭାବମୂର୍ତ୍ତିକୁ ବଞ୍ଚାଇବା ଲକ୍ଷ୍ୟରେ ପ୍ରାୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ନ୍ୟାୟରେ ଆଜି ଧର୍ମେନ୍ଦ୍ର ଓଡିଶାରେ ପହଁଞ୍ଚିବା ପରେ ତାଙ୍କ ସମର୍ଥକ ମାନଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।

ଇପ୍ସିତା ସାହୁ କହିଥିଲେ ଯେ, ଛାତ୍ର ଆନ୍ଦୋଳନ ବେଳେ ଆନ୍ଦୋଳନକାରୀ ମାନଙ୍କ ଦ୍ୱାରା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏକ ନମ୍ୱର ଦାବି ହୋଇଥିବା ବେଳେ, ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଇସ୍ତଫା ଦେଇନଥିଲେ । ଆନ୍ଦୋଳନ ତୀବ୍ର ରୂପ ନେବା ପରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଏହାଛଡା ଏହି ସ୍ୱାଗତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ମଙ୍ଗୁଆଳ ମାନଙ୍କୁ ଦେଖିବାକୁ ମିଳିନଥିଲା, ଯାହା ରାଜ୍ୟ ବିଜେପିର ଅନ୍ତଃକନ୍ଦଳକୁ ପଦାରେ ପକାଉଛି ।

Previous Post

ନାଇଡୁ କମିସନ ରିପୋର୍ଟ ଗାଏବ ପଛରେ ଷଡ଼ଯନ୍ତ୍ର: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA