Thursday, June 25, 2026 12:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

by Our Correspondent
01 Nov, 2020- 11:13 PM
in Health, News
1 min read
0
କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

ଭୁବନେଶ୍ୱର: କରୋନା ସମୟରେ କିମସ ଦ୍ଵାରା ପରିଚାଳିତ ଓଡିଶା କୋଭିଡ ହସପିଟାଲରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ କୋଭିଡ ପରବର୍ତ୍ତୀ ସମସ୍ୟା ନେଇ ରୁଟିନ ଚେକ ଅପ କରିବା ପାଇଁ ଆସୁଛନ୍ତି। ଏହି ରୋଗୀମାନେ କୋଭିଡ ହସପିଟାଲରୁ ବାହାରିବାର କିଛି ମାସ ପରେ ସେମାନଙ୍କଠାରେ ଦୁର୍ବଳତା, ହାଲିଆ ଲାଗିବା, ଶ୍ଵାସ ପ୍ରଶ୍ଵାସରେ କଷ୍ଟ, ଶରୀର ଓ ଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହେବା ଆଦି ଲକ୍ଷଣ ପ୍ରକାଶ ପାଉଛି। ଏହି ରୋଗୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି ଥିବା ବେଳେ ସେମାନଙ୍କ କିଡନୀ ଓ ଫୁସଫୁସରେ ଦୀର୍ଘ ସମୟ ଧରି ସମସ୍ୟା ଲାଗି ରହୁଛି। ଏହି ଭଳି ସମସ୍ୟାର ସମୁଖୀନ ହେଉଥିବା ରୋଗୀଙ୍କ ପାଇଁ କିମସରେ ଏକ ସ୍ପେସିଆଲିଟି କ୍ଲିନିକ ଖୋଲାଯାଇଛି।

ଏଥିରେ କୋଭିଡ ପରବର୍ତ୍ତୀ ରୋଗ ଲକ୍ଷଣର ଚିକିତ୍ସା କରାଯାଉଛି। ଇଣ୍ଟରନାଲ ମେଡ଼ିସିନ ଓ ରେସ୍ପିରେଟୋରୀ ମେଡ଼ିସିନର ବରିଷ୍ଠ ବିଶେଷଜ୍ଞମାନେ ଏଭଳି ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି। ପ୍ରତ୍ୟେହ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ବହିର୍ବିଭାଗ ଖୋଲା ରହୁଛି। ପରୀକ୍ଷା ପରେ ଯେଉଁ ରୋଗୀଙ୍କଠାରେ କିଡନୀ ଓ ଫୁସଫୁସ ଜନିତ ସମସ୍ୟା ଦେଖାଯାଉଛି ଆବଶ୍ୟକ ସ୍ଥଳେ ସେମାନଙ୍କୁ ରୁମାଟୋଲୋଜି, ହୃଦରୋଗ ବିଶେଷଜ୍ଞ, ସ୍ନାୟୁରୋଗ ବିଶେଷଜ୍ଞ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଦିଆଯାଉଛି।

ବିଶେଷ କରି କୋଭିଡ ହସପିଟାଲରୁ ଯେଉଁ ରୋଗୀମାନେ ଚିକିତ୍ସିତ ହୋଇ ଘରକୁ ଫେରୁଛନ୍ତି, ସେମାନେ ଏହି ସ୍ପେସିଆଲିଟି କ୍ଲିନିକରୁ ଉପକୃତ ହୋଇ ପାରୁଥିବା ବେଳେ ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦରୋଗୀମାନେ ମଧ୍ୟ ଏହି କ୍ଲିନିକରୁ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ପାଇ ପାଇପାରୁଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।

Previous Post

ମୁଖିଆଙ୍କ ସୁରକ୍ଷା ପାଇଁ ମିଡ଼ିଆ ଢ଼ାଲ୍

Next Post

ଆରପାରିରେ ପ୍ରସିଦ୍ଧ ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର

Next Post
ଆରପାରିରେ ପ୍ରସିଦ୍ଧ ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର

ଆରପାରିରେ ପ୍ରସିଦ୍ଧ ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA