Saturday, April 25, 2026 06:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଚାରା ରାଜୁ ଦାସ…

ବିଜେପିରୁ ଇସ୍ତଫା ଦେଲେ

by Our Correspondent
16 May, 2024- 09:37 PM
in Latest News, News, Politics
1 min read
0
ବିଚାରା ରାଜୁ ଦାସ…

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ସମୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ଚେହେରା ଥିଲେ ରାଜେନ୍ଦ୍ର ଓରଫ୍ ରାଜୁ ଦାସ । ବିଜେଡି ଟିକେଟ୍ ପାଇଁ ହକଦାର ଥିବା ଏହି ସଚ୍ଚୋଟ, ସରଳ ନେତାଙ୍କୁ ଦଳ ଟିକେଟ୍ ଦେଲାନି । ଦଳ ଭିତରେ ଷଡ଼ଯନ୍ତ୍ରର ଶିକାର ହୋଇଥିଲେ ସେ । ଅନାମଧ୍ୟେୟ ଅବନ୍ତୀ ଦାସଙ୍କୁ ବିଜେଡି ଟିକେଟ୍ ଦେଲା ଏବଂ ରାଜୁ ଦାସ ବିଦ୍ରୋହୀ ପ୍ରାର୍ଥୀ ଭାବେ ଲଢ଼ିଥିଲେ । ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀଙ୍କୁ ୯, ୮୮୧ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ରାଜୁ ଦାସ ୮, ୧୫୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ମୋଟାମୋଟି କଥା ହେଉଛି- ସବୁ କଳ, ବଳ, କୌଶଳ ସତ୍ତ୍ୱେ ବିଜେଡି ହାରିବା ପଛରେ ରାଜୁ ଦାସଙ୍କର ପ୍ରମୁଖ ଭୂମିକା ଥିଲା । ବିଜେଡି ବିରୋଧରେ ସ୍ୱାଧୀନ ଭାବେ ଲଢ଼ି ୮ ହଜାରରୁ ଅଧିକ ଭୋଟ ପାଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲେ । ରାଜନୈତିକ ମାହୋଲରେ ତାଙ୍କ ନାଁ ହଟଚମଟ ସୃଷ୍ଟି କରିଥିଲା । ଓଡ଼ିଶା ରାଜନୀତିରେ ସେ ଏକ ଉଦାହରଣ ହୋଇଥିଲେ । ବିଜେଡିକୁ ରାଜୁ ଦାସ ଫ୍ୟାକ୍ଟର୍ ମହଙ୍ଗା ପଡ଼ିପାରେ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଥିଲେ । ରାଜୁଙ୍କୁ ନେଇ ସବୁଠାରୁ ବେଶୀ ଉତ୍ସାହିତ ହୋଇଥିଲା ବିଜେପି । ସମଗ୍ର ରାଜ୍ୟରେ ରାଜୁ ଦାସଙ୍କ ଭଳି ଚରିତ୍ର ବାଛିବାକୁ ବିଜେପି ଏକ ବଡ଼ ଦାୟିତ୍ୱ ଭାବି ନେଇଥିଲା ।

ଦୁଇବର୍ଷ ପରେ ଏବେ ଆସିଛି ସାଧାରଣ ନିର୍ବାଚନ । ରାଜୁ ଦାସଙ୍କୁ ଟିକେଟ୍ ପ୍ରଲୋଭନ ଦେଇ ବିଜେପି ନେତୃତ୍ୱ ତାଙ୍କୁ ଟୋପି ପିନ୍ଧାଇ ଦେଲେ । ରାଜୁ ଦାସ ଖୁସିରେ ଆତ୍ମହରା ହୋଇଗଲେ । ବିଜେଡିକୁ ହରାଇବାକୁ ଏସା କରିଦେବୁ, ତେସା କରିଦେବୁ ବୋଲି ବିଭିନ୍ନ ମିଡିଆକୁ ସାକ୍ଷାତକାର ଦେଲେ । ପରବର୍ତ୍ତୀ ସମୟରେ ବିଜେପି ଟିକେଟ୍ ବାଣ୍ଟିଲା । ସୋର ବିଧାନସଭା ଆସନରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଗଲା । ଦ୍ୱିତୀୟ ଥରର ବିଧାୟକ ଗୁଲି ଗାଇ ରାଜୁ ଦାସ ବୁଲିଲେ । ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ ଥିଲା । ଉପର ନିଦେ୍ର୍ଦଶରେ ସୋର ବିଜେପି କର୍ମୀମାନେ ତାଙ୍କୁ କିନ୍ତୁ ପାଖରେ ପୂରାଇ ଦେଲେ ନାହିଁ । ବିଧାୟକ ଆଶାୟୀ ମାନେ ସେମାନଙ୍କ ସମର୍ଥକଙ୍କୁ ଧରି ରାଜୁଙ୍କୁ ଖୋଲାଖୋଲି ବିରୋଧ କଲେ ।

ଏଭଳି ସ୍ଥିତିରେ ଗତ ୧୪ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ସମୟ ସରିବାକୁ ବସିଥିଲେ ମଧ୍ୟ ରାଜୁଙ୍କ ହାତକୁ ଟିକେଟ୍ ଆସିଲା ନାହିଁ । ଟିକେଟ୍ ଚାଲିଗଲା ବର୍ତ୍ତମାନର ବିଧାୟକ ପର୍ଶୁରାମ ଧଡ଼ାଙ୍କ ପାଖକୁ । ଏହି ଧଡ଼ା, ବିଜେଡି ଟିକେଟ୍ ହରାଇବା ପରେ ବିଜେପିକୁ ପଳାଇ ଆସିଛନ୍ତି । ସୁତରାଂ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମନମୋହନ ସାମଲଙ୍କ ଟିକେଟ୍ ଚାଲ୍ ବୁଝିପାରିଲେ ନାହିଁ ରାଜୁ ଦାସ ।

ବିଜେପିର ଏହି ଅପମାନକୁ ସହି ନ ପାରି ରାଜୁ ଦାସ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଦୁଇବର୍ଷ ତଳେ ବିରୋଧୀ ଦଳ ପକ୍ଷରେ ରାଜନୀତିର ଆଦର୍ଶ ପୁରୁଷ ବନିଥିବା ଏହି ନେତା ଏବେ ଭବିଷ୍ୟତ ରାଜନୀତିର ଅନ୍ଧାରରେ ଫସିଯାଇଛନ୍ତି । ଆଉ କେବେ ବିଧାୟକ ହେବେ ସେ ସ୍ୱପ୍ନ ମଉଳି ଯାଇଛି ।

ରାଜୁ ଦାସଙ୍କ ଭଳି ବିଜେପିରେ ଟିକେଟ୍ ସ୍ୱପ୍ନ ଦେଖିଥିବା ଦେବାଶିଷ ନାୟକ, ଲିକୁ ଦାସ, ବିପିନ ପ୍ରଧାନ, ହିମାଂଶୁ ସ୍ୱାଇଁଙ୍କ ରାଜନୈତିକ ଭବିଷ୍ୟତ ମଧ୍ୟ ଅନ୍ଧାରକୁ ଚାଲିଯାଇଛି । ନିର୍ବାଚନୀ ମାହୋଲରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

 

Previous Post

ସଂଜମତା ହରାଇଲେ ‘ଅହଂକାରୀ’ ଅପରାଜିତା !

Next Post

୧୫ ଲୋକସଭା, ୭୫ ବିଧାନସଭା ଆସନ ଜିତିବୁ: ଅମିତ୍ ଶାହ

Next Post
୧୫ ଲୋକସଭା, ୭୫ ବିଧାନସଭା ଆସନ ଜିତିବୁ: ଅମିତ୍ ଶାହ

୧୫ ଲୋକସଭା, ୭୫ ବିଧାନସଭା ଆସନ ଜିତିବୁ: ଅମିତ୍ ଶାହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA