Monday, August 10, 2026 04:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜାପାନରୁ ଆସିବ ୨୬ ହଜାର କୋଟିର ନିବେଶ

ଟୋକିଓ 'ଓଡିଶା ବିଜିନେସ୍ ମିଟ୍' ରେ ନବୀନ

by Our Correspondent
05 Apr, 2023- 08:32 PM
in Latest News, News
1 min read
0
ଜାପାନରୁ ଆସିବ ୨୬ ହଜାର କୋଟିର ନିବେଶ

ଭୁୁବନେଶ୍ୱର: ଜାପାନରୁ ଓଡିଶାକୁ ଆସିଛି ୨୬ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ । ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ, ଗ୍ରୀନ୍ ଏନର୍ଜି ନିର୍ମାଣ ସାମଗ୍ରୀ, ଆଇଟି, ଲଜିଷ୍ଟିକ୍ସ, ମେଟାଲ୍ ଆନସିଲାରି, ଷ୍ଟିଲ୍, ମେଟାଲ୍ ଡାଉନଷ୍ଟ୍ରିମ୍ ଆଦି ଶିଳ୍ପରେ ପୁଞ୍ଜି ଖଟାଇବା ପାଇଁ ଜାପାନୀ ନିବେଶକମାନେ ଆଗ୍ରହ ଦେଖାଇଛନ୍ତି । ଟୋକିଓଠାରେ ଆଜି ଅନୁଷ୍ଠିତ ଓଡିଶା ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ନିବେଶକମାନେ ଓଡିଶା ପ୍ରତି ଆକୃଷ୍ଟ ହୋଇଛନ୍ତି ।

ଜାପାନର ଭାରତୀୟ ଦୂତାବାସ, ଜାପାନ ବୈଦେଶିକ ବାଣିଜ୍ୟ ସଂଗଠନ(ଜେଟ୍ରୋ) ଏବଂ ଫିକି ସହଯୋଗରେ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା ଓଡିଶା ବିଜିନେସ୍ ମିଟ୍ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିନିଧିମଣ୍ଡଳୀ, ଜେଟ୍ରୋ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କାଜୁୟା ନାକାଜେ. ଇପିକଲ୍ ଏବଂ ଫିକିର ଅଧିକାରୀମାନେ ଉପସ୍ଥିତ ଥିଲେ । ଜାପାନର ବିଭିନ୍ନ ଶିଳ୍ପ ଓ ବାଣିଜ୍ୟିକ କ୍ଷେତ୍ରରୁ ୨୦୦ ରୁ ଅଧିକ ପ୍ରତିନିଧି ଏଥିରେ ଯୋଗଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଅତିଥିଙ୍କୁ ସ୍ୱାଗତ ଜଣାଇ ଓଡିଶାରେ ପୁଞ୍ଜିନିବେଶର ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଭାରତବର୍ଷରେ ଦୃତ ଆର୍ଥିକ ଅଭିବୃଦ୍ଧି ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ରହିଛି । ଗତ ଦେଢ଼ ଦଶନ୍ଧି ଧରି ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ରହି ଆସୁଛି । ଓଡିଶାର ପ୍ରାକୃତିକ ସମ୍ପଦ ଏବଂ ଭୌଗଳିକ ସ୍ଥିତି ଶିଳ୍ପାୟନ ପାଇଁ ଅନୁକୂଳ ପରିବେଶ ରଖିଛି । ଭରପୂର ପ୍ରାକୃତିକ ସମ୍ପଦ ସହ ଦକ୍ଷ ମାନବସମ୍ବଳ, ଉଚ୍ଚ ଜ୍ଞାନକୌଶଳ ଏବଂ ରାଜ୍ୟ ସରକାରଙ୍କ ଶିଳ୍ପନୀତି ଓଡିଶାକୁ ଏ କ୍ଷେତ୍ରରେ ଅଧିକ ଆକର୍ଷଣୀୟ କରିଛି । ଇଜି ଅଫ ଡୁଇଙ୍ଗ ବିଜିନେସ୍ ରେଟିଂରେ ଭାରତ ସରକାର ଓଡିଶାକୁ ଆକଚିଭର୍ ଷ୍ଟାଟସ୍ ଦେଇଛନ୍ତି ।

ଓଡିଶାର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତି ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଜଣାଇଥିଲେ । ଓଡିଶାର ବୌଦ୍ଧ ପର୍ଯ୍ୟଟନସ୍ଥଳୀର ବିକାଶ, ରାଜ୍ୟ ସରକାରଙ୍କର ପ୍ରମୁଖ ଏଜେଣ୍ଡା ବୋଲି କହିଥିଲେ । ଧଉଳି, ଉଦୟଗିରି, ରତ୍ନଗିରି ଏବଂ ଲଳିତଗିରିର ରୂପାନ୍ତର ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାପାନୀ ପ୍ରତିନିଧିଙ୍କୁ ଜଣାଇବା ସହ ଓଡିଶା ଆସିବାକୁ ଆମନ୍ତ୍ରଣ କରିଥିଲେ ।

ଏଥିସହ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ.. ଆସନ୍ତୁ, ଓଡିଶାରେ ଇନଭେଷ୍ଟମେଣ୍ଟ କରନ୍ତୁ, ଭବିଷ୍ୟତ ପାଇଁ ଇନଭେଷ୍ଟମେଣ୍ଟ କରନ୍ତୁ । କମ୍, ଜଏନ୍ ଦ ଜଗରନଟ୍ ।

ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଜେଟ୍ରୋ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ମି. ନାକାଜୋ, ଭାରତୀୟ ଦୂତାବାସୀ ଡେପୁଟି ହେଡ୍ ଅଫ ମିସନ୍ ମାୟଙ୍କ ଯୋଶୀ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା. ଇଲେକଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର ଉଦବୋଧନ ଦେଇଥିଲେ ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଜାପାନର ପ୍ରମୁଖ ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ । ସେମାନେ ହେଲେ..

1 IHI Corporation Mr Hiroki Kobayashi, President & CEO
2 TYK Corporation Mr Ushigome, President & CEO
3 Price Waterhouse Coopers LLC Mr Koichiro Kimura, Chairman, Japan
4 Marubeni-Itochu Steel Inc. Mr M. Ishitani, President & CEO
5 Krosaki Harima Corporation Mr Masafumi Takeshita, Director on the Board and Managing Officer
6 ThyssenKrupp Mr Akita Sigeta, Director, Asia-Pacific
7 Toyo Engineering Mr Ponomarev Dmitry, Group Head
8 JGreen Power Private Limited Mr Hironobu Miyata, CMD
9 JFE Steel Corporation Mr Hiroyuki Ogawa, Nominee Director
10 Fujisoft Inc. Mr Renhong Sun, Chief Operating Officer
11 Nissin Foods Mr Michikoy Kakuchi, Chief Executive Officer
12 ICIJ Mr J S Chandrani, President and association members

Previous Post

ହିନ୍ଦୋଳ ଓ ଅତାବିରାରେ ବିଜେଡିର ବାଜିମାତ୍

Next Post

ନବବାବୁଙ୍କ ବିକୃତ ପ୍ରତିମୂର୍ତ୍ତି ହଟିଲା

Next Post
ନବବାବୁଙ୍କ ବିକୃତ ପ୍ରତିମୂର୍ତ୍ତି ହଟିଲା

ନବବାବୁଙ୍କ ବିକୃତ ପ୍ରତିମୂର୍ତ୍ତି ହଟିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA