Thursday, April 16, 2026 01:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଂଗ୍ରେସ ପଦବୀ ଛାଡ଼ିଲେ ସତ୍ୟ ନାୟକ

by Our Correspondent
18 Oct, 2022- 07:11 PM
in Latest News, News
1 min read
0
କଂଗ୍ରେସ ପଦବୀ ଛାଡ଼ିଲେ ସତ୍ୟ ନାୟକ

ଭୁବନେଶ୍ୱର: କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ପିସିସି ସାଧାରଣ ସମ୍ପାଦକ ପଦବୀ ସହ ଦଳର ମିଡିଆ ସେଲ୍ ଆବାହକ ଦାୟିତ୍ୱରେ ଥିଲେ । ପ୍ରଦେଶ କଂଗ୍ରେସ କମିଟିର ନବଗଠିତ ୪୨୭ ଜଣିଆ ସଦସ୍ୟ ତାଲିକାରେ ତାଙ୍କ ନାଁ ନ ଥିବାରୁ ସେ କ୍ଷୁବ୍ଧ ହୋଇଛନ୍ତି । ତାଙ୍କର ସାଂଗଠନିକ ଓ ମିଡିଆ ଅଭିଜ୍ଞତା ପିସିସି ପାଇଁ ଆବଶ୍ୟକତା ନ ଥିବା ଅନୁଭବ କରି ସେ ଏହି ପଦବୀରୁ ଇସ୍ତଫା ଦେଉଥିବା ଗଣମାଧ୍ୟମକୁ କହିଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଡ. ଚେଲ୍ଲା କୁମାରଙ୍କୁ ପାଖକୁ ପଠାଇ ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଛନ୍ତି, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶଗ୍ରହଣ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଦସ୍ୟମାନଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଥିଲା । ଏଥିରେ ୪୨୭ ଜଣ ସ୍ଥାନ ପାଇଥିଲେ । ଏହି ସଦସ୍ୟମାନଙ୍କ ପାଇଁ ମାପକାଠି ଥିଲା କଂଗ୍ରେସ କାର୍ଯ୍ୟରେ ଅବଦାନ ଓ ଉପଯୋଗିତା । ମାତ୍ର ଏହି ତାଲିକାରେ ତାଙ୍କ ନାଁ ନ ଥିଲା ।

ଏକାସାଙ୍ଗରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ, ମିଡିଆ ସେଲ୍ ଆବାହକ ଏବଂ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ନେତା ହୋଇଥିବା ସତ୍ତ୍ୱେ ପିସିସି ସଦସ୍ୟ ତାଲିକାରେ ତାଙ୍କ ନାଁ ରଖାଯାଇ ନ ଥିବାରୁ ମତଦାନ କରିପାରି ନ ଥିଲେ । ତାଙ୍କର ଅବଦାନ ଓ ଅଭିଜ୍ଞତା ଦଳ ପାଇଁ ଆବଶ୍ୟକ ନ ଥିବା ସେ ଅନୁଭବ କରିଛନ୍ତି । ସୁତରାଂ ଉଭୟ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ସେ କଂଗ୍ରେସ ଦଳ ଛାଡ଼ି ନ ଥିବା ସ୍ପଷ୍ଟ କରିଛନ୍ତି । ସେ କଂଗ୍ରେସରେ ଭଲ ଭାବ ରେ ଅଛନ୍ତି ବୋଲି କହିଛନ୍ତି ।

Previous Post

ସମ୍ଭାବ୍ୟ ବାତ୍ୟା: ୨୨ ପରେ ଚିତ୍ର ସ୍ପଷ୍ଟ ହେବ

Next Post

ଖଡଗେଙ୍କୁ ୭୮୯୭, ଥରୁରଙ୍କୁ ୧୦୭୨ ଭୋଟ

Next Post
ଖଡଗେଙ୍କୁ ୭୮୯୭, ଥରୁରଙ୍କୁ ୧୦୭୨ ଭୋଟ

ଖଡଗେଙ୍କୁ ୭୮୯୭, ଥରୁରଙ୍କୁ ୧୦୭୨ ଭୋଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA