Tuesday, April 21, 2026 10:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଣଛାତ୍ରଙ୍କୁ ଛାତ୍ରବୃତ୍ତି କରାଉଥିଲେ ଅଣ୍ଡର ସେକ୍ରେଟାରୀ !

ପ୍ରକାଶ ରଥଙ୍କୁ ବାନ୍ଧିଲା ଇଓଡବ୍ଲୁ

by Our Correspondent
12 Aug, 2021- 09:27 PM
in Latest News, News
1 min read
0
ଅଣଛାତ୍ରଙ୍କୁ ଛାତ୍ରବୃତ୍ତି କରାଉଥିଲେ ଅଣ୍ଡର ସେକ୍ରେଟାରୀ !

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ଅଣ୍ଡର ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ରଥଙ୍କୁ ଆଜି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗିରଫ କରିଛି । ସ୍କଲାରସିପ୍ ସେକ୍ସନ୍ ର ସେ ଇନଚାର୍ଜ ଥିବା ବେଳେ ଛାତ୍ରବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା । ଉଚ୍ଚଶିକ୍ଷା ବିଭାଗ ଏହି ମାମଲାର ତଦନ୍ତ ପାଇଁ ଇଓଡବ୍ଲୁକୁ ଦେଇଥିଲା । ଦୀର୍ଘ ୩ ବର୍ଷର ତଦନ୍ତ ପରେ ଇଓଡବ୍ଲୁ ଆଜି ତାଙ୍କୁ ବାଲିଅନ୍ତାରୁ ଗିରଫ କରିଛି । 

୨୦୧୪ ଓ ୨୦୧୫ ଶିକ୍ଷାବର୍ଷରେ ଉଚ୍ଚ ଶିକ୍ଷା ବିଭାଗର ଇ-ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ଏହି ମାମଲା । ସେତେବେଳେ ଇ- ମେଧାବୃତ୍ତି ଯୋଜନା ଦାୟିତ୍ୱରେ ଥିଲେ ଶ୍ରୀ ରଥ । ଅଣ୍ଡର ସେକ୍ରେଟାରୀ ଭାବେ ସେ ଏହି ଯୋଜନାର ଇନ୍-ଚାର୍ଜ ଥିଲେ । ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କଠାରୁ ଆସୁଥିବା ଆବେଦନଗୁଡ଼ିକୁ ଯାଞ୍ଚ କରି ସରକାରଙ୍କ ମେଧାବୃତ୍ତି ପ୍ରଦାନ ସକାଶେ ଚୟନ କରୁଥିଲେ ।

ତେବେ ଛାତ୍ରବୃତ୍ତି ପାଇଥିବା ଅନେକଙ୍କର ସେଥିପାଇଁ ଯୋଗ୍ୟତା ନ ଥିବା ପରବର୍ତ୍ତୀ ସମୟରେ ଅଭିଯୋଗ ଆସିଥିଲା । ଏହି ତାଲିକାରେ କୁଆଡ଼େ କିଛି ଅଣଛାତ୍ର ମଧ୍ୟ ଥିଲେ । ୨୦୧୭ ମସିହାରେ ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଭିଯୋଗ ଆସିଲା ପରେ ଇଓଡବ୍ଲୁକୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ସେ ଦାୟିତ୍ୱରେ ଥିଲା ବେଳେ ୨୩୫ ଅଯୋଗ୍ୟ ପିଲାଙ୍କୁ ୩୬.୧୦ ଲକ୍ଷ ଟଙ୍କାର ସ୍କଲାରସିପ୍ ପ୍ରଦାନ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।

Previous Post

ପାଷ୍ଟ୍ କୁ ଫାଷ୍ଟ୍ ଭୁଲନ୍ତି ସୌମ୍ୟ !

Next Post

ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଠନ

Next Post
ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଠନ

ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଠନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA