Tuesday, April 21, 2026 04:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମେ’ ୧୫ ଯାଏଁ କାଳିଆ ଦର୍ଶନ ବନ୍ଦ

by Our Correspondent
24 Apr, 2021- 02:58 PM
in Latest News, News
1 min read
0
ମେ’ ୧୫ ଯାଏଁ କାଳିଆ ଦର୍ଶନ ବନ୍ଦ

ପୁରୀ: କରୋନା ସଂକ୍ରମଣ ଦୃଷ୍ଟିରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି । ମେ’ ୧୫ ତାରିଖ ଯାଏଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ଖୋଲା ରହିବ, ମାତ୍ର ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ । ଆଜି ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଭକ୍ତଙ୍କ ଲାଗି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରଖିବାକୁ ବୈଠକରେ ବହୁ ସଦସ୍ୟ ମତ ରଖିଥିଲେ । ସେବାୟତ ଓ ସେମାନଙ୍କ ପରିବାରର ସୁରକ୍ଷା ଦୃଷ୍ଟିରୁ ସେମାନେ ସାଧାରଣ ଦର୍ଶନ ସପକ୍ଷରେ ନ ଥିଲେ । ଏହା ଉପରେ ବିଚାର ବିମର୍ଷ ପରେ ସାଧାରଣ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା ।

ନିଷ୍ପତ୍ତି ଅନୁଯାୟୀ, ସେବାୟତ ଓ ପରିବାର ସଦସ୍ୟଙ୍କ ନିୟମିତ କୋଭିଡ୍ ଟେଷ୍ଟ ହେବ । ଆକ୍ରାନ୍ତଙ୍କୁ ନିଳାଦ୍ରୀ ଭକ୍ତ କେନ୍ଦ୍ର ନିବାସରେ ରଖି ଚିକିତ୍ସା କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଏହାର ତଦାରଖ କରିବେ ।

ମେ’ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଲେ ମଧ୍ୟ ନୀତିକାନ୍ତି ସହ ପ୍ରଥା ଅନୁସାରେ ରଥ ନିର୍ମାଣ କାମ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ୨୪ ତାରିଖ(ଆଜିଠାରୁ)ରୁ ପ୍ରତି ଶନିବାର ଓ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ଇତିମଧ୍ୟରେ ସଂକ୍ରମଣ ହୁ ହୁୁ ହୋଇ ବଢ଼ି ଚାଲିଥିବାରୁ ଛତିଶା ନିଯୋଗ ସଦସ୍ୟଙ୍କ ମତାମତ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ କଠୋର ନିଷ୍ପତ୍ତି ନେଇଛନ୍ତି ।

Previous Post

ଅକ୍ସିଜେନ ଯୋଗାଇଲା ଓଡ଼ିଶା

Next Post

କରୋନାରେ ଚାଲିଗଲେ ସାମ୍ବାଦିକ ଅମଜାଦ ବାଦଶାହା

Next Post
କରୋନାରେ ଚାଲିଗଲେ ସାମ୍ବାଦିକ ଅମଜାଦ ବାଦଶାହା

କରୋନାରେ ଚାଲିଗଲେ ସାମ୍ବାଦିକ ଅମଜାଦ ବାଦଶାହା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA