ଭୁବନେଶ୍ୱର: ଚନ୍ଦକା ନିକଟସ୍ଥ ଗୋଡିବାରୀ ଗାଁର ଆଦିବାସୀ ଶିକ୍ଷାକେନ୍ଦ୍ର ‘ବୁଗିନ୍ ହ’ ର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ summer workshop ରେ ରୁହାନ, ପ୍ରତୀକ୍ଷା, ସୁନୀଲ ଏବଂ ଲେମ୍ବ ଛେନାପୋଡ଼ କାଟି ଉଦଯାପନୀ ଘୋଷଣା କରିଥିଲେ। ଛାତ୍ରଛାତ୍ରୀମାନେ ବହୁତ ଖୁସି ଥିଲେ ଯେହେତୁ ସେମାନେ ଗପ, ଗୀତ, ନାଚ, ଚିତ୍ର ଓ କଳା ମାଧ୍ୟମରେ ଗ୍ରୀଷ୍ମ ଛୁଟିର ମଜା ନେଇପାରିଲେ | ଶେଷ ଦିନ ରେ ସେମାନେ ନୈତିକତା ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର “ଦୃଷ୍ଟାନ୍ତ” ଦେଖିଥିଲେ |








