Wednesday, September 30, 2026 03:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡିଜିପି ଦାୟିତ୍ୱ ନେଲେ ସୁନୀଲ ବଂଶଲ

by Our Correspondent
31 Dec, 2021- 06:08 PM
in Latest News, News
1 min read
0
ଡିଜିପି ଦାୟିତ୍ୱ ନେଲେ ସୁନୀଲ ବଂଶଲ

କଟକ: ଓଡ଼ିଶା ପୁଲିସର ମଙ୍ଗ ଧରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସୁନୀଲ୍ ବଂଶଲ । ଆଜି କଟକ ପୁଲିସ ମୁଖ୍ୟାଳୟରେ ବିଦାୟୀ ଡିଜି ଶ୍ରୀ ଅଭୟଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶା ପୁଲିସ ଉପରେ ଲୋକଙ୍କ ଆସ୍ଥା ଅତୁଟ ରଖିବା ସହ ସୁରକ୍ଷା ଓ ସେବାକୁ ଗୁରୁତ୍ୱ ଦେବେ ବୋଲି ନୂଆ ଡିଜିପି ଗଣମାଧ୍ୟମକୁ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ।

୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ ହେଉଛନ୍ତି ସୁନୀଲ ବଂଶଲ । ତାଳଚେର ଏସଡ଼ିପିଓ, ସମ୍ବଲପୁର ଅତିରିକ୍ତ ଏସପି, ରାଉରକେଲା ଚତୁର୍ଥ ବାଟାଲିୟନ୍ କମାଣ୍ଡାଂଟ୍, ମୟୁରଭଞ୍ଜ ଏସପି ଏବଂ ସମ୍ବଲପୁର ଭିଜିଲାନସ୍ ଏସପି ଭାବେ କାର୍ଯ୍ୟ କରିବା ପରେ ୧୯୯୪ ମସିହାରେ ସେ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଇଥିଲେ । ସେବେଠାରୁ ଦୀର୍ଘ ୨୭ ବର୍ଷ ହେଲା ଆଉ ଓଡ଼ିଶା ଫେରି ନ ଥିଲେ । ମୁମ୍ବାଇ ଗୁଇନ୍ଦା ବ୍ୟୁରୋର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାର ଗତ ୧୫ ତାରିଖରେ ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭରସାକୁୁ ଧରି ଓଡ଼ିଶା ପୁଲିସକୁ ଆଗକୁ ନେବେ ବୋଲି କହିଛନ୍ତି ନୂଆ ଡିଜିପି । ମୋ ସରକାର ଓ ୫-ଟି କାର୍ଯ୍ୟକ୍ରମ ପୁଲିସର କାର୍ଯ୍ୟଦକ୍ଷତାକୁ କ୍ରିୟାଶୀଳ କରିଛି । ନକ୍ସଲ ଦମନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଆଦି କ୍ଷେତ୍ରରେ ଓଡ଼ିଶା ପୁଲିସର ସୁନାମ ଓ ପ୍ରଶଂସା ଆଗକୁ ନେବାକୁ ଚେଷ୍ଟା କରିବି । ମହିଳା ଓ ବରିଷ୍ଠ ନାଗରିକମାନଙ୍କ ସହ ବନ୍ଧୁଭାବାପନ୍ନ ବ୍ୟବହାର ଉପରେ ଗୁରୁତ୍ୱ ଦେବି । ସାଇବର୍ କ୍ରାଇମ୍ ଉପରେ ଅଧିକ ଧ୍ୟାନ ଦେବି । ଏକ ଦୁର୍ନୀତିମୁକ୍ତ ପୁଲିସ ପ୍ରଶାସନ ସହ ସୁରକ୍ଷା ଓ ସେବାକୁ ପ୍ରାଥମିକ ଗୁରୁତ୍ୱ ଦେବି ବୋଲି କହିଛନ୍ତି ନୂଆ ଡିଜିପି ଶ୍ରୀ ବଂଶଲ ।

ନୀତି ଶେଖର ଅତିରିକ୍ତ କମିଶନର: କମିଶନରେଟ୍ ପୁଲିସର ଅତିରିକ୍ତ କମିଶନର ଭାବେ ୨୦୦୭ ବ୍ୟାଚ୍ ଆଇପିଏସ୍ ନୀତି ଶେଖରଙ୍କୁ ନିଯୁକ୍ତି ଦିଆଯାଇଛି । ସେହି ଜାଗାରେ ଥିବା ୧୯୯୭ ବ୍ୟାଚ୍ ଆଇପିଏସ୍ ରେଖା ଲୋହାନୀଙ୍କର ପଦୋନ୍ନତି ହୋଇଥିବାରୁ ତାଙ୍କୁ ମହିଳା ଓ ଶିଶୁ ଆଇନ ୱିଙ୍ଗ୍ ର ଏଡିଜି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି ।

Previous Post

ବସ୍ତିବାସିନ୍ଦା, ଶିକ୍ଷକଙ୍କୁ ନୂଆବର୍ଷ ଉପହାର

Next Post

ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି

Next Post
ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି

ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA