Monday, June 15, 2026 04:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୂର୍ଯ୍ୟବଂଶୀ ସୂରଜ ଧାମନଗରରୁ ବିଜେପି ପ୍ରାର୍ଥୀ

by Our Correspondent
09 Oct, 2022- 05:09 PM
in Latest News, News
1 min read
0
ସୂର୍ଯ୍ୟବଂଶୀ ସୂରଜ ଧାମନଗରରୁ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେପି ଆଜି ତାର ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ଦଳ । ବିଜେପି ଜିଲ୍ଲା ଯୁବମୋର୍ଚ୍ଚାରେ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ସୂର୍ଯ୍ୟବଂଶୀ ଅଞ୍ଚଳବାସୀଙ୍କ ପାଇଁ ନୂଆ ନୁହଁନ୍ତି । ବିଧାୟକ ବାପାଙ୍କୁ ସେ ବିଭିନ୍ନ କାର୍ଯ୍ୟରେ ସହାୟତା କରୁଥିଲେ । ବାପାଙ୍କ ପାଇଁ ଗତ ନିର୍ବାଚନ ପ୍ରଚାରରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ସ୍ୱର୍ଗତ ସେଠୀଙ୍କ ବିୟୋଗ ପରେ ସୂର୍ଯ୍ୟବଂଶୀ ନିର୍ବାଚନମଣ୍ଡଳୀ ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଉପନିର୍ବାଚନରେ ବିଜେପିରୁ ସେ ପ୍ରାର୍ଥୀ ହେଉଥିବା ପ୍ରାରମ୍ଭରୁ ଏକ ପ୍ରକାର ସ୍ପଷ୍ଟ ହୋଇସାରିଥିଲା ।

ଉପନିର୍ବାଚନ ପାଇଁ ବିଜେଡି ଏବଂ କଂଗ୍ରେସର ପ୍ରାର୍ଥୀ ଅଙ୍କ କିନ୍ତୁ ଛିଣ୍ଡିପାରିନାହିଁ । ବିଜେଡି ପକ୍ଷରୁ ଗତଥର ପରାଜିତ ରାଜେନ୍ଦ୍ର ଦାସ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ନବାଗତ ଡାକ୍ତର ସଞ୍ଜୟ ଦାସ ପ୍ରମୁଖ ଦାବିଦାର ଅଛନ୍ତି । ଦଳରେ ଗୋଷ୍ଠୀ କନ୍ଦଳ ପାଇଁ ନିଷ୍ପତ୍ତିରେ ବିଳମ୍ବ ହେଉଥିବା କୁହାଯାଉଛି ।

କଂଗ୍ରେସ ପକ୍ଷରୁ ଗତଥର ପରାଜିତ ବିଦ୍ୟାଧର ଜେନା ଏବଂ ବରିଷ୍ଠ ନେତା ଅନନ୍ତ ଜେନାଙ୍କ ନାଁ ଚର୍ଚ୍ଚା ହେଉଛି । କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଏକ ପାଞ୍ଚଜଣିଆ କମିଟି ଗଠନ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ଧାମନଗରରୁ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ମାତ୍ର ୪, ୬୨୫ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ । ଗତ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କର ପରଲୋକ ହେବାରୁ ଉପନିର୍ବାଚନ ହେଉଛି । ଆସନ୍ତା ନଭେମ୍ବର ୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

ଏହାପୂର୍ବରୁ ବିଜେପୁର ସମେତ ୫ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେପି ହାତରେ ଥିବା ବାଲେଶ୍ୱର ଆସନଟି ବିଜେଡି ଛଡ଼ାଇ ଆଣିଥିବା ବେଳେ ବିଜେପୁର, ତିର୍ତ୍ତୋଲ, ପିପିଲି ଏବଂ ବ୍ରଜରାଜନଗର ଆସନ ବିଜେଡି ନିଜ ଅକ୍ତିଆରରେ ରଖିବାକୁ ସଫଳ ହୋଇଛି ।

Previous Post

ବେଙ୍ଗାଲୁରୁରେ ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ସ୍ୱିଗିବୟଙ୍କୁ ଉଦ୍ଧାର କଲା ‘ଓଡିଶା ମୋ ପରିବାର’

Next Post

ଖୋଲୁଛି ପ୍ରଭାବଶାଳୀ ନେତାଙ୍କ ସେକ୍ସ ଗୁମର

Next Post
ଖୋଲୁଛି ପ୍ରଭାବଶାଳୀ ନେତାଙ୍କ ସେକ୍ସ ଗୁମର

ଖୋଲୁଛି ପ୍ରଭାବଶାଳୀ ନେତାଙ୍କ ସେକ୍ସ ଗୁମର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA