Friday, April 24, 2026 03:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଝାରସୁଗୁଡ଼ା:ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

by Our Correspondent
10 Apr, 2023- 05:21 PM
in Latest News, News
1 min read
0
ଝାରସୁଗୁଡ଼ା:ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ତରୁଣ ପାଣ୍ଡେ ଝାରସୁଗୁଡ଼ାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ଏଆଇସିସି ପକ୍ଷରୁ ଆଜି ତାଙ୍କ ନାଁ ଘୋଷଣା କରାଯାଇଛି । ପିସିସି ପକ୍ଷରୁ ତରୁଣଙ୍କ ସମେତ ୩ ଜଣିଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏଆଇସିସି ଙ୍କ ପାଖକୁ ପଠାଯାଇଥିଲା । ସଭାପତି ମଲ୍ଲିକାର୍ଜୁନେ ଖଡ଼ଗେ ତରୁଣଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଥିଲେ ।

ତରୁଣ ହେଉଛନ୍ତି ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ । ବୀରେନ୍ଦ୍ର ଏକଦା କଂଗ୍ରେସର ଜନପ୍ରିୟ ନେତା ଥିଲେ । ୧୯୮୦, ୧୯୮୫ ଏବଂ ୧୯୯୫ ରେ କଂଗ୍ରେସ ଟିକେଟରେ ଝାରସୁଗୁଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ତାଙ୍କ ପରେ କଂଗ୍ରେସ ପ୍ରାର୍ଥୀ ଭାବେ ୨୦୦୯ ଏବଂ ୨୦୧୪ ରେ ନବ ଦାସ ଝାରସୁଗୁଡ଼ା ଆସନରୁ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନ ବେଳେ ନବ ଦାସ ବିଜେଡିରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ ଏବଂ ଜିତିଥିଲେ । କଂଗ୍ରେସରୁ ମହେନ୍ଦ୍ର ନାଏକ ପ୍ରାର୍ଥୀ ହୋଇ ମାତ୍ର ୧୮, ୮୨୩ ଖଣ୍ଡ ଭୋଟ ପାଇଥିଲେ । ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା ।

ତେବେ ନବ ଦାସଙ୍କ ବିୟୋଗ ଯୋଗୁଁ ଅନୁଷ୍ଠିତ ଏହି ଉପନିର୍ବାଚନରେ କଂଗ୍ରେସ ତରୁଣଙ୍କୁ ପ୍ରାର୍ଥୀ କରି ତାଙ୍କ ବାପାଙ୍କ ପୂର୍ବ ଲୋକପ୍ରିୟତାକୁ ଭରସା କରିଛି । ଏଥିସହ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ନବ ଦାସଙ୍କ ଘନିଷ୍ଠ ସହଯୋଗୀ ଭାବେ ତରୁଣ କାର୍ଯ୍ୟ କରିଥିବାରୁ ନିଜସ୍ୱ ଅଭିଜ୍ଞତା ରହିଛି ।

ସେପଟେ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ବାକି ଅଛି । ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା ହେବ ବୋଲି ବିଧାୟକ ସୁବାସ ପାଣିଗ୍ରାହୀ ଆଜି ଗଣମାଧ୍ୟମକୁ କହିଥିଲା ବେଳେ ଟଙ୍କଧର ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ଇସାରା କରିଛନ୍ତି । ତେବେ ଦଳ ପକ୍ଷରୁ ଏ ନେଇ ସ୍ପଷ୍ଟତା ଆସିନାହିଁ ।

ସୂଚନାଥାଉକି, ପୂର୍ବରୁ ଦିବଙ୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । ଆସନ୍ତାକାଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମନୋନୟନପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୨୦ ରହିଛି । ମେ’ ୧୦ ରେ ଭୋଟ ହେବ ।

Previous Post

ପ୍ରବାସୀଙ୍କ ପାଇଁ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’

Next Post

ଛେନାପୋଡ଼ରେ ମହକିଲା ରାଜଧାନୀ

Next Post
ଛେନାପୋଡ଼ରେ ମହକିଲା ରାଜଧାନୀ

ଛେନାପୋଡ଼ରେ ମହକିଲା ରାଜଧାନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA