Monday, June 29, 2026 04:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାତକୋଶିଆ ଇକୋ ରିଟ୍ରିଟ୍ ରେ ନିଆଁ, ଜଳିଗଲା ୩ କଟେଜ୍

ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଆଇପିଏସ୍ ଦମ୍ପତ୍ତି

by Our Correspondent
28 Feb, 2021- 10:47 AM
in Latest News, News
0
ସାତକୋଶିଆ ଇକୋ ରିଟ୍ରିଟ୍ ରେ ନିଆଁ, ଜଳିଗଲା ୩ କଟେଜ୍

କଟକ: ସାତକୋଶିଆ ଇକୋ ରିଟ୍ରିଟ୍ ରେ ନିଆଁ । ଆଜି ଭୋର ୫ଟାରେ ସେଠାରେ ଅଗ୍ନିକାଣ୍ଡ ଘଟି ୩ ଟି ଡିଲକ୍ସ କଟେଜ୍ ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ଏଥିରେ କେହି ମୃତ କିମ୍ବା ଆହତ ହୋଇନାହାନ୍ତି । ଦୁର୍ଘଟଣାରୁ ସୌଭାଗ୍ୟକୁ ବର୍ତ୍ତି ଯାଇଛନ୍ତି ଆଇପିଏସ୍ ଦମ୍ପତ୍ତି ସଞ୍ଜୀବ ପଣ୍ଡା ଏବଂ ପତ୍ନୀ ସନ୍ତୋଷ ବାଲା । ଗତକାଲି ରାତିରେ ଏହି ଦମ୍ପତ୍ତି ଡିଲକ୍ସ କଟେଜ୍ ରେ ଥିଲେ । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନେ୍ଦହ କରାଯାଉଛି ।

କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ବାଲିପୁଟ ସ୍ଥିତ ସାତକୋଶିଆ ଇକୋ ରିଟ୍ରିଟ୍ ରେ ମୋଟ ୨୮ ଟି କଟେଜ୍ ରହିଛି । ସେଥିରୁ ୨୪ ଟି କଟେଜ୍ ରେ ପ୍ରାୟ ୪୦ ଜଣ ପର୍ଯ୍ୟଟକ ଥିଲେ । ଅବଶିଷ୍ଟ କଟେଜ୍ ରୁ ଗୋଟିଏ ଡିଲକ୍ସ କଟେଜ୍ ରେ ଆଇପିଏସ୍ ପଣ୍ଡା ଦମ୍ପତ୍ତି ଥିଲେ । ଭୋର ୫ଟାରେ ହଠାତ୍ ସେଠାରେ ନିଆଁ ଲାଗିଥିଲା । ନିଆଁକୁ ଦେଖି ପଣ୍ଡା ଦମ୍ପତ୍ତି ବାହାରକୁ ଚାଲି ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଭଗବାନଙ୍କ ଆଶିର୍ବାଦରୁ ଆମେ ଅକ୍ଷତ ଅବସ୍ଥାରେ ବର୍ତ୍ତିଗଲୁ ବୋଲି ରାଜ୍ୟ ପରିବହନ କମିଶନର ଶ୍ରୀ ପଣ୍ଡା ଟ୍ୱିଟ୍ କରିଛନ୍ତି ।

ସେଠାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ତତ୍ପରତା ତଥା ସ୍ଥାନୀୟ ପୁଲିସ ଓ ଦମକଳ ବାହିନୀ ତୁରନ୍ତ ପହଞ୍ଚିଯିବାରୁ ଅଳ୍ପ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ସେତେବେଳକୁ ୩ଟି ଡିଲକ୍ସ କଟେଜ୍ ସମ୍ପୂର୍ଣ୍ଣ ଜଳିସାରିଥିଲା ।

ଖବର ପାଇ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ । ପର୍ଯ୍ୟଟକମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବିଧାୟକ ସୂଚନା ଦେଇଛନ୍ତି ।

Previous Post

‘ଦିବ୍ୟାଙ୍ଗ ହୀରୋ’ ଅମରେଶଙ୍କ ବୀରତ୍ୱ କାହାଣୀ

Next Post

ଟିକା ନେଲେ ମୋଦି, ନବୀନ

Next Post
ଟିକା ନେଲେ ମୋଦି, ନବୀନ

ଟିକା ନେଲେ ମୋଦି, ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA