Saturday, April 25, 2026 06:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ସମେତ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍

by Our Correspondent
19 May, 2024- 09:02 PM
in Latest News, News, Politics
1 min read
0
ମୁଖ୍ୟମନ୍ତ୍ରୀଙ୍କ ସମେତ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ୨୦ ତାରିଖ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୫ଟି ଲୋକସଭା ଆସନ ଆସ୍କା, ବରଗଡ଼, ବଲାଙ୍ଗୀର, କନ୍ଧମାଳ, ସୁନ୍ଦରଗଡ଼ ଏବଂ ଏହା ଅଧୀନସ୍ଥ ୩୫ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବାଛିବେ ଭୋଟର । ଏଥିରେ ୪୦ ସାଂସଦ ପ୍ରାର୍ଥୀ ଏବଂ ୨୬୫ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ଏହି ଦ୍ୱିତୀୟ ପର୍ଯ୍ୟାୟରେ ଦୁଇ ଦୁଇଟି ଜାଗାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଗ୍ୟ ପରୀକ୍ଷା ହେବ । ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଏବଂ କଣ୍ଟାବାଂଝୀରୁ ନିର୍ବାଚନ ଲଢ଼ୁଛନ୍ତି । ମନ୍ତ୍ରୀ ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ, ପ୍ରତୀପ କୁମାର ଅମାତ୍, ଟୁକୁନି ସାହୁ, ରୀତା ସାହୁ, ସାରଦା ନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ଦିଲ୍ଲୀପ ରାୟ, ପୂର୍ବତନ ହକି କ୍ୟାପଟେନ୍ ଦିଲ୍ଲୀପ ତିର୍କୀ ପ୍ରମୁଖଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ ।

ଏହି ପର୍ଯ୍ୟାୟରେ ସମୁଦାୟ ୭୯.୬୯ ଲକ୍ଷ ଭୋଟର ୯,୧୬୨ ଟି କେନ୍ଦ୍ର(ବୁଥ୍) ରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୩୯.୩୫ ଲକ୍ଷ ମହିଳା ଭୋଟର ଅଛନ୍ତି । ୨୪ ପ୍ରତିଶତ ଭୋଟରଙ୍କ ବୟସ ୩୦ ବର୍ଷରୁ କମ୍ ।

୧,୫୪୧ ବୁଥ୍ କୁ ମଡେଲ୍ ବୁଥ୍ କରାଯାଇଛି । ୧,୦୪୧ ବୁଥ୍ କେବଳ ମହିଳାମାନଙ୍କ ଦ୍ୱାରା ଏବଂ ୨୫ ଟି ବୁଥ୍ ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ହେବ । ମାଓ ପ୍ରବଣ ଅଞ୍ଚଳ ସମେତ ପ୍ରାୟ ୨୦ ପ୍ରତିଶତ ବୁଥ୍ କୁ ସମ୍ବେଦନଶୀଳ(କ୍ରିଟିକାଲ୍) କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

ପୁଲସି ଡିଜି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ପାଇଁ ମୋଟ ୩୩ ହଜାର ପୁଲିସ ପୁଲିସ କର୍ମଚାରୀ ମୁତୟନ ହେବେ । ୧୦୨ କେନ୍ଦ୍ରୀୟ ଆର୍ମଡ ଫୋର୍ସ ସହ ୬୬ ପ୍ଲାଟୁନ୍ ଓଡ଼ିଶା ପୁଲିସ ମଧ୍ୟରେ ୪୭ ଜଣ ଏଏସପି, ୮୮ ଡିଏସପି, ୨୩୬ ଜଣ ଇନସପେକ୍ଟର ମୁତୟନ ହେବେ । ୬୫୫ ଜଣ ମୋବାଇଲ୍ ପାର୍ଟି ନିୟୋଜିତ କରାଯିବ ।

Previous Post

‘କଳଙ୍କିତ’ ଆଖ୍ୟା ଦେଇଥବା ଦଳ କୋଳେଇନେଲା

Next Post

କାର୍ଯ୍ୟକର୍ତ୍ତାଙ୍କ ଜୋସ୍ ବଢ଼ାଇଲେ ମୋଦୀ

Next Post
କାର୍ଯ୍ୟକର୍ତ୍ତାଙ୍କ ଜୋସ୍ ବଢ଼ାଇଲେ ମୋଦୀ

କାର୍ଯ୍ୟକର୍ତ୍ତାଙ୍କ ଜୋସ୍ ବଢ଼ାଇଲେ ମୋଦୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA