Saturday, June 13, 2026 01:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ହିମାଂଶୁଙ୍କ ପାର୍ଥିବ ଶରୀର ଫେରାଇ ଆଣିଲା ଓଡ଼ିଶା ମୋ ପରିବାର

by Our Correspondent
19 Oct, 2022- 07:27 PM
in News
1 min read
0
କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ହିମାଂଶୁଙ୍କ ପାର୍ଥିବ ଶରୀର ଫେରାଇ ଆଣିଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର: କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥିଲେ ହିମାଂଶୁ, ଅର୍ଥ ଅଭାବରୁ ମୃତଶରୀର ଘରକୁ ଫେରିପାରୁନଥିଲା । ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର, ଶେଷକୃତ୍ୟ ପାଇଁ ଘରକୁ ଫେରିଲା ହିମାଂଶୁଙ୍କ ପାର୍ଥିବ ଶରୀର

ସୂଚନାନୁସାରେ, ଦେବଗଡ଼ ଜିଲ୍ଲାର ୨୬ବର୍ଷିୟ ଯୁବକ ହିମାଂଶୁ ପ୍ରଧାନ ଗତ ଦୁଇ ବର୍ଷ ପୂର୍ବେ ବୋନ୍ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇଥିଲେ । ଡାକ୍ତର ଗୋଡ଼ କାଟିବା ପାଇଁ ପରାମର୍ଶ ଦେବାରୁ ସେ ଗତ ୪ମାସ ପୂର୍ବରୁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁର୍ଭାଗ୍ୟବଶତଃ, ଗତ ଅକ୍ଟୋବର ୧୮ ତାରିଖରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାରରେ ସେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିବାରୁ ତାଙ୍କ ମୃତ୍ୟୁରେ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏବଂ ଶେଷ ମୁହୂର୍ତ୍ତରେ ପୁଅର ମୁହଁ ଟିକେ ଦେଖିବା ପାଇଁ ବ୍ୟାକୁଳ ହେଉଥିଲେ ।

କୌଣସିପ୍ରକାରେ ବ୍ୟବସ୍ଥା କରି ସେ ମୁମ୍ବାଇ ରୁ ଓଡ଼ିଶା ଫେରିଥିଲେ, କିନ୍ତୁ ଭୁବନେଶ୍ୱର ବିମାନବନ୍ଦରରୁ ଦେବଗଡ଼ସ୍ଥିତ ତାଙ୍କ ଗ୍ରାମକୁ ଫେରିବା ପାଇଁ ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ସେମାନେ ଅସହାୟ ହୋଇ ବିଜୁ ଜନତା ଦଳର ଦେବଗଡ଼ ଜିଲ୍ଲା ପୂର୍ବତନ ଉପ- ସଭାପତି ଶ୍ରୀ ଲଳିତ ମୋହନ ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ସଂଯୋଜକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୁନ ବିହାରୀ ଦାସଙ୍କୁ ଜଣାଇ ଥିଲେ ।

ଶ୍ରୀ ଦାସ ଓଡ଼ିଶା ମୋ ପରିବାରକୁ ଏହି ଦୁଃଖଦ ଖବର ଜଣାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ହିମାଂଶୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀ କୁନ ବିହାରୀ ଦାସଙ୍କ ସମେତ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ,ଶ୍ରୀ ଲଳିତ ମୋହନ ପ୍ରଧାନ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ ସତ୍ୟଜିତ ଦାଶ ଏବଂ ଓଡ଼ିଶା ମୋ ପରିବାର ଟିମ୍ ଉପସ୍ଥିତ ରହି ଦେବଗଡ଼ସ୍ଥିତ ତାଙ୍କ ଗ୍ରାମକୁ ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦେଇଥିଲେ ।

ଏଭଳି ପରିସ୍ଥିତିରେ ସହାୟତାର ହାତ ବଢାଇଥିବାରୁ ମୃତ ହିମାଂଶୁଙ୍କ ପରିବାର ବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଧନ୍ୟବାଦ ଜଣାଇଥିଲେ ।

Previous Post

ରାଜେନ୍ଦ୍ର ଦାସ ବିଜେଡିରୁ ବହିଷ୍କୃତ

Next Post

ରାୟପୁର, କୋଲକତାରେ ପରବର୍ତ୍ତୀ ନିବେଶକ ସମ୍ମିଳନୀ

Next Post
ରାୟପୁର, କୋଲକତାରେ ପରବର୍ତ୍ତୀ ନିବେଶକ ସମ୍ମିଳନୀ

ରାୟପୁର, କୋଲକତାରେ ପରବର୍ତ୍ତୀ ନିବେଶକ ସମ୍ମିଳନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA