Friday, May 8, 2026 07:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା(ଶିକ୍ଷା) ଭାବେ ମଧ୍ୟ କାର୍ଯ୍ୟ କରିବେ

by Our Correspondent
02 Aug, 2021- 08:38 PM
in Latest News, News
1 min read
0
ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା

ଭୁବନେଶ୍ୱର: ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା(ଶିକ୍ଷା) ଭାବେ ମଧ୍ୟ ସେ କାର୍ଯ୍ୟ କରିବେ ।

ଏଥିପାଇଁ ଶ୍ରୀ ତ୍ରିପାଠୀ ସରକାରଙ୍କଠାରୁ ଦରମା ନେବେ ନାହିଁ । ସ୍ୱେଚ୍ଛାକୃତ ଭାବେ ବିନା ଦରମାରେ ନିଜ ରାଜ୍ୟର ସେବା କରିବାକୁ ଶ୍ରୀ ତ୍ରିପାଠୀ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟର ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନରେ ସେ ତାଙ୍କର ପୂର୍ଣ୍ଣ ସାମର୍ଥ୍ୟ ଓ ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଉପେନ୍ଦ୍ର ତ୍ରିପାଠୀ ହେଉଛନ୍ତି କର୍ଣ୍ଣାଟକ କ୍ୟାଡରର ୧୯୮୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ । ଗଞ୍ଜାମ ଜିଲ୍ଲା ରମ୍ଭା ଅନ୍ତର୍ଗତ କହକପୁର ଗାଁରେ ତାଙ୍କର ଜନ୍ମ । ରେଭେନ୍ସା, ଜେଏନୟୁ ଏବଂ କାନାଡ଼ାର ଅଟୱାସ୍ଥିତ କାର୍ଲିଟନ୍ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ଜଣେ ଦକ୍ଷ ଓ ସଫଳ ପ୍ରଶାସନିକ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ତ୍ରିପାଠୀ କର୍ଣ୍ଣାଟକ ସରକାର ଓ ଭାରତ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କାମ କରିଛନ୍ତି । ଇଣ୍ଟରନ୍ୟାସନାଲ୍ ସୋଲାର୍ ଆଲିଆନ୍ସର ସେ ହେଉଛନ୍ତି ପ୍ରଥମ ଏବଂ ପ୍ରତିଷ୍ଠାତା ଡିଜି ।

ଗୁଣାତ୍ମକ ଶିକ୍ଷାକୁ ଏକ ନୂଆ ସୋପାନକୁ ଆଣିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା । ଓଡ଼ିଶାରେ ଆଦର୍ଶ ବିଦ୍ୟାଳୟ ସଂଗଠନ ଗଢ଼ିବା ପଛରେ ତାଙ୍କର ଥିଲା ଯଥେଷ୍ଟ ଅବଦାନ । ପ୍ରଶାସନିକ କ୍ୟାରିୟର୍ ରେ “ଇନୋଭେସନ’ ଏବଂ “ଆଇଡିଆ’ କୁ ମନ୍ତ୍ର କରି ସଫଳତା ପାଇଥିବା ଶ୍ରୀ ତ୍ରିପାଠୀ ତାଙ୍କ ଚାକିରି ଜୀବନରେ ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି । ପବ୍ଲିକ୍ ଆଡମିନିଷ୍ଟ୍ରସନ୍ ରେ ଉତ୍କର୍ଷତା ପାଇଁ ତାଙ୍କୁ ମିଳିଛି ସମ୍ମାନଜନକ ପ୍ରଧାନମନ୍ତ୍ରୀ ପୁରସ୍କାର ।

ସୂଚନାଯୋଗ୍ୟ, ଆଦର୍ଶ ବିଦ୍ୟାଳୟ ସଂଗଠନର ପୂର୍ବ ଉପଦେଷ୍ଟା ବିଜୟ କୁମାର ସାହୁ କରୋନାରେ ଆକ୍ରାନ୍ତ ହୋଇ ଗତ ଜୁନ୍ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁ ଯୋଗୁଁ ଉପଦେଷ୍ଟା ପଦ ଖାଲି ପଡ଼ିଥିଲା ।

Previous Post

ସରୋଜ କାନ୍ତ ମିଶ୍ର – ଏକ ଅନନ୍ୟ ବ୍ୟକ୍ତିତ୍ୱ

Next Post

ଅରୁଣ ଦେ’ ଙ୍କ ପରଲୋକ

Next Post
ଅରୁଣ ଦେ’ ଙ୍କ ପରଲୋକ

ଅରୁଣ ଦେ' ଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA