Wednesday, April 22, 2026 03:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଯନ୍ତ୍ରୀଙ୍କର ୮୫ ପ୍ଲଟ୍, ୫ ମହଲା କୋଠା

ଦୁଇଦିନ ତଳେ ପଦୋନ୍ନତି ପାଇଛନ୍ତି ବାବୁ

by Our Correspondent
02 Aug, 2024- 08:22 PM
in Latest News, News
1 min read
0
ଯନ୍ତ୍ରୀଙ୍କର ୮୫ ପ୍ଲଟ୍, ୫ ମହଲା କୋଠା

ଭୁୁବନେଶ୍ୱର: ଜୁଲାଇ ଶେଷ ସପ୍ତାହରେ ଭିଜିଲାନସ୍ ର ଦୁଇଟି ଚଢ଼ଉ ସମସ୍ତଙ୍କର ଆଖି ଖୋସି ଦେଇଥିଲା । ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କର ୫ଟି ଅଟ୍ଟାଳିକା ଓ ଫ୍ଲାଟ୍ ବ୍ୟତୀତ ୩୪ଟି ପ୍ଲଟ୍ ଠାବ ହୋଇଥିଲା ବେଳେ ଅବକାରୀ ବିଭାଗର ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ରଙ୍କର ୬ଟି ଅଟ୍ଟାଳିକା, ଦୁଇଟି ଫ୍ଲାଟ୍ ଛଡ଼ା ୫୨ ଟି ପ୍ଲଟ୍ ଠାବ କରିଥିଲା ଭିଜିଲାନସ୍ । ମାତ୍ର ଆଜି ଭିଜିଲାନସ୍ ର ଆଉ ଏକ ଚଢ଼ଉରେ ଜଣେ ଯନ୍ତ୍ରୀଙ୍କର ୮୫ଟି ପ୍ଲଟ୍ ଠାବ ହୋଇଛି । ଏହି ବଡ଼ ମାଛ ହେଉଛନ୍ତି କେନ୍ଦୁଝର ଜିଲ୍ଲା ସାଳପଡ଼ାସ୍ଥିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ।

ଭିଜିଲାନସ୍ ଟିମ୍ ତାଙ୍କର ୭ଟି ଜାଗାରେ ଚଢ଼ଉ କରି ଅଚଳାଚଳ ସମ୍ପତ୍ତି ଠାବ କରିଛି । ସେଥିମଧ୍ୟରେ ଅଛି ଏକ ପାଞ୍ଚମହଲାର ସୁରମ୍ୟ ଅଟ୍ଟାଳିକା, ଗୋଟିଏ ମାର୍କେଟ୍ କମ୍ପ୍ଲେକ୍ସ, ୮୫ ପ୍ଲଟ୍, ୩୩୫ ଗ୍ରାମ ସୁନା, ୭୮ ଲକ୍ଷ ବ୍ୟାଙ୍କ ଡିପୋଜିଟ୍ ଏବଂ ନଗର ୧୧ ଲକ୍ଷ ୭୦ ହଜାର ଟଙ୍କା । ତଦନ୍ତ ଜାରି ରହିଥିବାରୁ ଅଧିକ ସମ୍ପତ୍ତି ଠାବ ହେବାର ସମ୍ଭାବନା ଅଛି ।

ବାବୁଙ୍କର କେଉଁ କେଉଁ ଜାଗାରେ କେତେ ସମ୍ପତ୍ତି ଅଛି, ଟିକେ ନଜର ପକାଇ ଦିଅନ୍ତୁ ।

୧.ଜଳେଶ୍ୱରଠାରେ ୧୨,୫୦୦ ବର୍ଗଫୁଟ୍ ଜାଗା ଉପରେ ୫ ମହଲା ବିଶିଷ୍ଟ ସୁରମ୍ୟ ଅଟ୍ଟାଳିକା
୨. ଜଳେଶ୍ୱରଠାରେ ୬ ହଜାର ବର୍ଗଫୁଟ୍ ରୁ ଅଧିକ ଜାଗା ଉପରେ ମାର୍କେଟ୍ କମ୍ପ୍ଲେକ୍ସ
୩.ଜଳେଶ୍ୱରରେ ୮୦ଟି ପ୍ଲଟ୍ । ପୁରୀ ଜିଲ୍ଲା ଢ଼େଲାଙ୍ଗରେ ୪ଟି ପ୍ଲଟ୍ ଏବଂ ପଶ୍ଚିମବଙ୍ଗର ସୁନାକନିଆରେ ଗୋଟିଏ ପ୍ଲଟ୍ । ଏଗୁଡ଼ିର ରେଜିଷ୍ଟ୍ରଡ୍ ସେଲ୍ ଡିଡ୍ ପରିମାଣ ୨ କୋଟି ୭ ଲକ୍ଷରୁ ଅଧିକ ଦର୍ଶାଯାଇଥିଲେ ମଧ୍ୟ ପ୍ରକୃତ ମୂଲ୍ୟ ଏହାଠାରୁ ଢ଼େର୍ ଅଧିକ ବୋଲି ଆକଳନ କରାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରଭାସ ପ୍ରଧାନଙ୍କ ବିରୋଧରେ ପୂର୍ବରୁ ମାଳ ମାଳ ଦୁର୍ନୀତି ଅଭିଯୋଗ ଥିଲେ ମଧ୍ୟ ରାଜ୍ୟ ସରକାର ଦୁଇଦିନ ତଳେ ତାଙ୍କୁ ସହକାରୀ ମୁଖ୍ୟଯନ୍ତ୍ରୀ ଭାବେ ପଦୋନ୍ନତି ଦେଇଛନ୍ତି । କେନ୍ଦୁଝରରେ ସେ ଯୋଗଦେବା ପୂର୍ବରୁ ଭିଜିଲାନସ୍ ତାଙ୍କ ଉପରେ ଚଢ଼ଉ କରିଛି । ତାଙ୍କ ନିଜ ଘର ଜଳେଶ୍ୱର ।

 

 

 

Previous Post

ବିଡିଓ ମ୍ୟାଡାମ୍ ଙ୍କ ଲୁଟ୍ କାହାଣୀ

Next Post

ପୂର୍ବତନ ମନ୍ତ୍ରୀଙ୍କ ଛତ୍ରଛାୟାରେ ଥିଲେ ପ୍ରଭାସ ପ୍ରଧାନ !

Next Post
ପୂର୍ବତନ ମନ୍ତ୍ରୀଙ୍କ ଛତ୍ରଛାୟାରେ ଥିଲେ ପ୍ରଭାସ ପ୍ରଧାନ !

ପୂର୍ବତନ ମନ୍ତ୍ରୀଙ୍କ ଛତ୍ରଛାୟାରେ ଥିଲେ ପ୍ରଭାସ ପ୍ରଧାନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA