Friday, April 17, 2026 08:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚାଲିଗଲେ ଭିକୁ ସେଠ୍, ଆଦିତ୍ୟ ପୌଡୁୱାଲ୍

by Our Correspondent
12 Sep, 2020- 03:25 PM
in Latest News, News
1 min read
0
ଚାଲିଗଲେ ଭିକୁ ସେଠ୍, ଆଦିତ୍ୟ ପୌଡୁୱାଲ୍

ଭୁବନେଶ୍ୱର/ମୁମ୍ବାଇ: ଓଡ଼ିଶା ଯାତ୍ରା ଜଗତ ଓ ବଲିଉଡ୍ ଜଗତ ପାଇଁ ଆଜି ଦୁଇଟି ଦାରୁଣ ଦୁଃଖଦ ଖବର ଆସିଛି । ଯାତ୍ରା ଦୁନିଆରେ ଭିକୁ ସେଠ୍ ଭାବେ ଜଣାଶୁଣା ପ୍ରସିଦ୍ଧ ଖଳନାୟକ ମହେନ୍ଦ୍ର ଦାସଙ୍କର ହୃଦଘାତ୍ ରେ ପରଲୋକ ଘଟିଛି । ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା । ସେପଟେ ମୁମ୍ବାଇରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୌଡୁୱାଲ୍ ଙ୍କର ୩୫ ବର୍ଷର ଏକମାତ୍ର ପୁଅ ଆଦିତ୍ୟଙ୍କର ମୃତ୍ୟୁ ହୋଇଛି । କିଡନୀ ସମସ୍ୟା ଯୋଗୁଁ ହସ୍ପିଟାଲ୍ ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାରେ ଭିକୁ ସେଠ୍ ଚରିତ୍ର ପାଇଁ ଓଡ଼ିଶାର ଘରେ ଘରେ ପରିଚତ ଥିଲେ ମହେନ୍ଦ୍ର ଦାସ । ମଞ୍ଚରେ ଜୀବନ୍ତ ଅଭିନୟ କରି ହଜାର ହଜାର ଦର୍ଶକଙ୍କ ହୃଦୟରେ ବସା ବାନ୍ଧିଥିଲେ ସେ । ଗତକାଲି ରାତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଶ୍ରୀ ଦାସ ଆଜି ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଚୌଦ୍ୱାର ହସ୍ପିଟାଲ୍ କୁ ଆଣିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ପଠାଇ ଦେଇଥିଲେ । କଟକକୁ ଆଣିବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ସ୍ୱର୍ଗତ ଦାସଙ୍କର ପତ୍ନୀ ଓ ଦୁଇଝିଅ ଅଛନ୍ତି । ବଡ଼ଝିଅ ବିବାହ କରିସାରିଛନ୍ତି । ପୁରୀ ଜିଲ୍ଲା ଚନ୍ଦନପୁର ଅନ୍ତର୍ଗତ କୁସୁମପଦା ତାଙ୍କର ଜନ୍ମମାଟି ହୋଇଥିଲେ ମଧ୍ୟ ଦୀର୍ଘ ୨୦ ବର୍ଷ ହେଲା ସେ ଚୌଦ୍ୱାରରେ ଘର କରି ସପରିବାର ରହି ଆସୁଥିଲେ । ତାଙ୍କ ମୃତ୍ୟୁରେ ଜଲିଉଡ୍ ଓ କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି ।

ସେପଟେ ମୁମ୍ବାଇରେ ପରଲୋକ ଗମନ କରିଥିବା ଅନୁରାଧା ପୌଡୁଡୁୱାଲାଙ୍କ ପୁଅ ଆଦିତ୍ୟ(୩୫) ଜଣେ ପ୍ରତିଭାବାନ ମ୍ୟୁଜିକ୍ କମ୍ପୋଜର୍ ଓ ନିର୍ମାତା ଥିଲେ । କିଛି ମାସ ଧରି ତାଙ୍କର କିଡନୀଜନିତ ସମସ୍ୟା ଥିବାରୁ ସେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସକାଳୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମା ଅନୁରାଧା ଏବଂ ଭଉଣୀ କବିତାଙ୍କୁ ଛାଡ଼ି ଚିରଦିନ ପାଇଁ ବିଦାୟ ନେଇଛନ୍ତି ଆଦିତ୍ୟ । ଆଦିତ୍ୟଙ୍କ ମୃତ୍ୟୁରେ ବଲିଉଡ୍ ସଙ୍ଗୀତ ଜଗତରେ ଗଭୀର ଶୋକପ୍ରକାଶ ପାଇଛି ।

Continue Reading
Previous Post

ବନ୍ୟା ବିପନ୍ନଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍

Next Post

ନାବାଳିକା ଗଣଦୁଷ୍କର୍ମ: ତଦନ୍ତ ଧୀମା, ସନ୍ଦେହରେ ପୁଲିସର ଭୂମିକା

Next Post
ନାବାଳିକା ଗଣଦୁଷ୍କର୍ମ: ତଦନ୍ତ ଧୀମା, ସନ୍ଦେହରେ ପୁଲିସର ଭୂମିକା

ନାବାଳିକା ଗଣଦୁଷ୍କର୍ମ: ତଦନ୍ତ ଧୀମା, ସନ୍ଦେହରେ ପୁଲିସର ଭୂମିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA