Tuesday, May 13, 2025 09:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଧର୍ମେନ୍ଦ୍ରଙ୍କ ଅବେଳିଆ ଗିଫ୍ଟ ପ୍ୟାକ୍‌

by Our Correspondent
25 Jun, 2016- 02:25 AM
in Politics
1 min read
0
ଧର୍ମେନ୍ଦ୍ରଙ୍କ ଅବେଳିଆ ଗିଫ୍ଟ ପ୍ୟାକ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ହ୍ୟାଲୋ.. ଅମୁକରୁ ଅମୁକ ବାବୁ କହୁଛନ୍ତି ତ ? ଆଜ୍ଞା, ମୁଁ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସ୍‌ରୁ କହୁଛି । ପ୍ଲିଜ୍‌, ଆପଣଙ୍କ ଘରର ଆଡ୍ରେସ୍‌ଟା ଟିକେ ଦେବେ କି ? ନାଇଁ ସେମିତି କିଛି ନାହିଁ, ସାର୍‌ ଚାହୁଁଛନ୍ତି ଆପଣଙ୍କୁ ଟିକେ ଗ୍ରୀଟ୍‌ କରିବାକୁ । ଗ୍ରୀଟ୍‌ ?? ହଁ ସେମିତି ଛୋଟକାଟିଆ ଗିଫ୍ଟ.. ଡୋଣ୍ଟ ମାଇଣ୍ଡ୍‌..  ନମସ୍କାର ।

ମୋବାଇଲରେ ଆକର୍ଷଣୀୟ ଓ ମନଲୋଭା ନାରୀ କଣ୍ଠର ଏହି ଦୁଇ ଚାରିପଦ କଥା ଭାସି ଆସିଛି ରାଜଧାନୀର ଅଧିକାଂଶ ସାମ୍ବାଦିକଙ୍କ ପାଖକୁ । ଗୁରୁବାର ଦିନ ୫୦ ରୁ ଅଧିକ ଟିଭି ଓ ଖବରକାଗଜ ସାମ୍ବାଦିକଙ୍କଠାରୁ ଘର ଆଡ୍ରେସ୍‌ ସଂଗ୍ରହ କରିଛନ୍ତି ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସ୍‌ । ସାମ୍ବାଦିକଙ୍କ ମନ ପ୍ରେମ୍‌ କରିବାକୁ ମନଲୋଭା ନାରୀକଣ୍ଠ ଯୋଗେ ଏହି ଗିଫ୍ଟ୍‌ ଅଫର୍‌ର ସୂଚନା ଦିଆଯାଇଛି । ନୂଆବର୍ଷ ନାହିଁ, ରଜ ଚାଲିଗଲା । ଆଗକୁ ଦଶହରା ଫସହରା ନାହିଁ । ଏମିତିକା ଅବେଳରେ ଧର୍ମେନ୍ଦ୍ର ଓରଫ୍‌ ମୁକୁ ପ୍ରଧାନ ସାମ୍ବାଦିକମାନଙ୍କ ମନୋରଞ୍ଜନ ପାଇଁ କାହିଁକି ମନ ବଳେଇଲେ ତାହା ବୁଝିହେଉନି । ଅବଶ୍ୟ, ଏକଥା ଅଛପା ନାହିଁ କି ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ବିଭୋର ହୋଇଯାଇଛନ୍ତି ମୁକୁ । ସେହି ସ୍ୱପ୍ନ ତାଙ୍କୁ ଏମିତି ବାୟା କରିଛି ଯେ ଦଳର ପାରିବାରଲୋକଙ୍କୁ ସାଇଡ୍‌ କରି ନିକମା ଲୋକଙ୍କୁ ଚେଲା କରିଛନ୍ତି । ନିଜ ଜନ୍ମମାଟିରେ କୁଣିଆଁ ପୁଅ(ବିହାର ଏମପି) ହେବାର ସୌଭାଗ୍ୟପ୍ରାପ୍ତ ମୁକୁ ହୋଇ ଓଡ଼ିଶା ବିଜେପିର ଡାଇରେକ୍ଟ ଘରଜୋଇଁ । ପ୍ରତିଦିନ ଟିଭି ଓ ପେପରରେ ମୁହଁ ଦେଖାଇଲେ ଲୋକ କୁଆଡେ ତାଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ କରାଇଦେବାର ନିଶାରେ ଚୁର୍‌ । ଏଭଳି ସ୍ୱପ୍ନ ବିଭୋର ମୁକୁ ବଳକୌଶଳ ଖଟାଇ ସବୁ ମିଡ଼ିଆକୁ ବୋଲକରା କରାଇବା ଚେଷ୍ଟାରେ ଅଛନ୍ତି ।

ପକେଟରେ ତେଲ ପଇସା ଅଭାବ ନାହିଁ । ପାୱାର୍‌ ବି କମ ନାହିଁ । ପାୱାର, ମନି ଧରି ନବୀନ ପଟ୍ଟନାୟକଙ୍କ ସହ ଲଢ଼ିବେ ଏବଂ ୨୦୧୯ରେ ନବୀନଙ୍କ ବିକଳ୍ପ ହେବେ । ଏହି ଯୋଜନାକୁ କାର୍ଯ୍ୟକାରୀ କରାଇବା ପାଇଁ ଧର୍ମେନ୍ଦ୍ର ଦଳଫଳ କଥା ନ ଭାବି ଅଦଳିଆ ରଣକୌଶଳ ଧରିଛନ୍ତି । ସେଥିରେ ପ୍ରମୁଖ ରହିଛି ଗଣମାଧ୍ୟମ । ସାମ୍ବାଦିକମାନଙ୍କ ମନ କିଣି ରଖିବା ପାଇଁ ତାଙ୍କ ବଡ଼ ପକେଟରୁ ଛୋଟ ପ୍ରୟାସକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୁକୁଙ୍କ ସେହି ଛୋଟ୍‌ ଗିଫ୍ଟରେ କ’ଣ ରହିଛି ତାହା ଉପରେ ସମସ୍ତଙ୍କ ନଜର । ଏଥିସହ ସାମ୍ବାଦିକମାନଙ୍କ ସହ ଉତ୍ତମ ସମ୍ପର୍କ ବାନ୍ଧିବା ଉଦ୍ୟମ ତାଙ୍କର କେତେଦୂର ସଫଳ ହେଉଛି ତାହା ଦେଖିବାର କଥା ।

Previous Post

ହିଂସାର ଜବାବ ହିଂସା, ବିଜେପି-ବିଜେଡ଼ି ମୁହାଁମୁହିଁ

Next Post

ବିଜେପିକୁ ଏକାଠି କରିଦେଲେ

Next Post
ବିଜେପିକୁ ଏକାଠି କରିଦେଲେ

ବିଜେପିକୁ ଏକାଠି କରିଦେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA