Thursday, May 21, 2026 04:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଭିଭାବକଙ୍କୁ ଶୋଷଣ ପାଇଁ ନାମଲେଖା!

by Our Correspondent
06 Jun, 2020- 09:02 PM
in Latest News, News
1 min read
0
ଅଭିଭାବକଙ୍କୁ ଶୋଷଣ ପାଇଁ ନାମଲେଖା!
ଭୁୁବନେଶ୍ୱର: ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି । ଅଥଚ ଜୁଲାଇ ମାସରେ ସ୍କୁଲ୍ ର ନାମଲେଖା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଏଭଳି ବିପରୀତଧର୍ମୀ ଆଦେଶକୁ ଓଡ଼ିଶା ଅଭିଭାବକ ମହାସଂଘ ପ୍ରଶ୍ନ କରିବା ସହ ଅଭିଭାବକମାନଙ୍କୁ ଶୋଷଣ ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି ।
ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ଓଡିଶାରେ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି l ଏହି ସଂଖ୍ୟା ପ୍ରତିଦିନ ବଢି ବଢି ଚାଲିଛି l ଏବେ ଓଡ଼ିଶାର ତିରିଶଟି ଜିଲ୍ଲା ଆକ୍ରାନ୍ତ l ମାନ୍ୟଵର ମୁଖ୍ୟମନ୍ତ୍ରୀ ଜନସାଧାରଣ ମାନଙ୍କୁ ଏ ସଂକ୍ରାନ୍ତରେ ସମ୍ବୋଧନ କରି ସଚେତେନ କରାଇବା ସହ ଆଗକୁ ବହୁତ ଅସମ୍ଭବ ପରିସ୍ଥିତି ପାଇଁ ସଜାଗ ରହିବା ଆହ୍ୱାନ ଦେଇଛନ୍ତି, ତାସାହିତ କଠୋର ନିଷ୍ପତି ନେଇ ସପ୍ତାହରେ ଦୁଇଦିନ ଏଗାରଟି ଜିଲ୍ଲାରେ ସମ୍ପୂର୍ଣ ବନ୍ଦ କରିଛନ୍ତି l ଏହା ଜୀବିକା ଉପରେ ପ୍ରଭାବ ପକାଇଲେ ମଧ୍ୟ କରୋନା କୁ ରୋକିବାକୁ କଠୋର ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର l ଏଗାରଟି ଜିଲ୍ଲା ବନ୍ଦ ହେଵା ସହ ଓଡ଼ିଶାରେ ସବୁ ଶିକ୍ଷାନୁଷ୍ଠାନ ଗୁଡିକୁ ଜୁଲାଇ 31 ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି l ଏହା ପୁଣି ମୁଖ୍ୟଶାସନ ସଚିବଙ୍କ ଦସ୍ତଖସ୍ତରେ ଗତ 02.06.20 ରେ ସ୍ଵଂତନ୍ତ୍ର ରିଲିଫ କମିଶନର ଅର୍ଡର କରିଛନ୍ତି l ସେହି ଅର୍ଡ଼ରରେ ବରିଷ୍ଟ ନାଗରିକ ଓ ଦଶ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ବାହାରକୁ ସମ୍ପୂର୍ଣ ବାରଣ କରାଯାଇଛି l
ଗତ କଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାଥମିକ ଓ ମାଧ୍ୟମିକ ଛାତ୍ରଛାତ୍ରୀ ମାନଙ୍କ ନାମଲେଖା ଆସନ୍ତା ଜୁଲାଇ 15 ତାରିଖ ସୁଦ୍ଧା ସମ୍ପୂର୍ଣ କରିବା ପାଈଁ ନିର୍ଦ୍ଦେଶ ଦେଇ ଥିବାରୁ ଏହା ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶର ସମ୍ପୂର୍ଣ ବିପରୀତ l ଏହାକୁ ଆଳ କରି ବେସରକାରୀ ବିଦ୍ୟାଳୟ ମାନେ ନାମଲେଖା ନାମରେ ଅଭିଭାବକ ମାନଙ୍କୁ ଶୋଷଣ କରିବେ, ପୁଣି ନାମଲେଖା ପରେ ମାସିକ ଫି ମାଗିବେ ଏବଂ ରି-ଆଡ଼ମିସନ ନାମରେ ଲୁଟ କରିବେ l ଏହାକୁ ରୋକିବା ଅସମ୍ଭବ ହୋଇପଡିବ l ଏପରି ପରିସ୍ଥିତିରେ କରୋନା ବୃଦ୍ଧି ପାଇବାସହ ଲୁଟର ଶିକାର ଅଭିଭାବକ ମାନେ ହେବେ l
କେଉଁ ନିର୍ଦ୍ଦେଶ କୁ ମାନିବେ ପ୍ରଶ୍ନ ଉଠାଇଛି ଓଡିଶା ଅଭିଭାବକ ମହାସଂଘ l ସବୁ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ନ ପଠାଇବାକୁ ଚାହୁଁଛନ୍ତି, ତେଣୁ ଏହାକୁ ଫେରାଇ ନିଆଗଲେ ସମସ୍ତେ ଖୁସି ହେବେ l ଭାରତ ସରକାର ଶିକ୍ଷା ବର୍ଷ ଓ ପାଠ୍ୟକ୍ରମ ଘୋଷଣା କଲାପରେ ସ୍କୁଲ ଖୋଲିବା ଉପରେ ନିଷ୍ପତି ନିଆଗଲେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ ଅଛୁ ବୋଲି ଶ୍ରୀ ଭଟ୍ଟ କହିଛନ୍ତି ।
Previous Post

ଭକ୍ତଙ୍କଠୁ ଦୂରରେ ଭକ୍ତବତ୍ସଳଙ୍କ ସ୍ନାନଯାତ୍ରା

Next Post

ମୈଦାନ୍ କୁ ଫେରିଲେ ବାଗଚୀ

Next Post
ମୈଦାନ୍ କୁ ଫେରିଲେ ବାଗଚୀ

ମୈଦାନ୍ କୁ ଫେରିଲେ ବାଗଚୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA