Monday, May 25, 2026 08:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ ୯ ଜିଲ୍ଲା ଲକ୍ ଡାଉନ୍; ରାଜ୍ୟରେ ଟ୍ରେନ୍, ବସ୍ ସମ୍ପୂର୍ଣ୍ଣ ବନ୍ଦ

by Our Correspondent
23 Mar, 2020- 06:14 PM
in Latest News, News
1 min read
0
ଆଉ ୯ ଜିଲ୍ଲା ଲକ୍ ଡାଉନ୍; ରାଜ୍ୟରେ ଟ୍ରେନ୍, ବସ୍ ସମ୍ପୂର୍ଣ୍ଣ ବନ୍ଦ
ଭୁୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆହୁରି ତତ୍ପର ହୋଇଛନ୍ତି । ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ମାର୍ଚ୍ଚ ୨୯ ରାତି ୯ଟା ଯାଏଁ ଏହି ଜିଲ୍ଲାଗୁଡ଼ିକ ଲକ୍ ଡାଉନ୍ ହେବ । ପୂର୍ବରୁ ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ସମେତ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନ୍ କୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଥିଲେ ।
ଆସନ୍ତା ୨୯ ତାରିଖ ରାତି ୯ଟା ଯାଏଁ ଏହି ୧୪ ଟି ଜିଲ୍ଲା ସମ୍ପୂର୍ଣ୍ଣ ଲକ୍ ଡାଉନ୍ ରହିବ । ଏହିସବୁ ଜିଲ୍ଲାର ସମୁଦାୟ ୩ କୋଟି ଲୋକ ଲକ୍ ଡାଉନ୍ କଟକଣାରେ ରହିବେ ।
ବସ୍, ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ: ରାଜ୍ୟରେ ସମସ୍ତ ବସ୍ ଏବଂ ଟ୍ରେନ୍ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଆସନ୍ତାକାଲି ଦିନ ୧୧ଟାରୁ ବସ୍ ଏବଂ ଟ୍ରେନ୍ ଗଡ଼ିବ ନାହିଁ । ଏପର୍ଯ୍ୟନ୍ତ ରାଜ୍ୟ ଭିତରେ ବସ୍ ଚଳାଚଳକୁ ସରକାର କଟକଣା ମୁକ୍ତ ରଖିଥିଲେ । ମାତ୍ର ବସ୍ ଷ୍ଟାଣ୍ଡ ଏବଂ ଷ୍ଟେସନ୍ ରେ ଲୋକଭିଡ଼କୁ ଦେଖି ସରକାର ବସ୍ ଓ ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ।
ହୋମ୍ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ଘରେ ଷ୍ଟିକର୍: ହୋମ୍ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ଘରେ ଲାଗିବ ସ୍ୱତନ୍ତ୍ର ଷ୍ଟିକର୍ । ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କ ଘର ସାମନାରେ ଝୁଲାଯିବ । କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ତଥ୍ୟ ସ୍ଥାନୀୟ ପ୍ରଶାସନ ଏବଂ ଥାନାରେ ରହିବ । କମ୍ୟୁନିଟ୍ ମନିଟରିଂ ପାଇଁ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।
କରୋନା ଭାଇରସ୍ କୁ ପାଖ ମଡ଼ାଇ ନ ଦେବା ପାଇଁ ଲୋକମାନେ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପୁନର୍ବାର ନିବେଦନ କରିଛନ୍ତି ।
Previous Post

ଗାଁ ରୁ ସହର.. ଘଣ୍ଟି ବଜାଇ ସଲାମ୍

Next Post

୮୩ ନମୁନା ନେଗେଟିଭ୍, ବିଦେଶ ଫେରନ୍ତା ୩୬୬୭ ପଞ୍ଜିକୃତ

Next Post
୮୩ ନମୁନା ନେଗେଟିଭ୍, ବିଦେଶ ଫେରନ୍ତା ୩୬୬୭ ପଞ୍ଜିକୃତ

୮୩ ନମୁନା ନେଗେଟିଭ୍, ବିଦେଶ ଫେରନ୍ତା ୩୬୬୭ ପଞ୍ଜିକୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA