Monday, May 25, 2026 06:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆକ୍ରାନ୍ତଙ୍କ ମଧ୍ୟରେ ଝାରପଡ଼ା ମୃତବ୍ୟକ୍ତିଙ୍କ ସମ୍ପର୍କୀୟ ମହିଳା ଓ ଦୁଇ ଶିଶୁ

by Our Correspondent
10 Apr, 2020- 07:31 PM
in Latest News, News
1 min read
0
ଆକ୍ରାନ୍ତଙ୍କ ମଧ୍ୟରେ ଝାରପଡ଼ା ମୃତବ୍ୟକ୍ତିଙ୍କ ସମ୍ପର୍କୀୟ ମହିଳା ଓ ଦୁଇ ଶିଶୁ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ଶିଶୁ । ଗତକାଲି ରାତିରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ଶିଶୁ ଓ ଜଣେ ମହିଳା ଅଛନ୍ତି । ଏମାନେ ସମସ୍ତେ ଝାରପଡ଼ା ଆକ୍ରାନ୍ତ(ମୃତ)ଙ୍କ ନିକଟ ସମ୍ପର୍କୀୟ । ଅନ୍ୟ ଆକ୍ରାନ୍ତଙ୍କ ଘର କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଅନ୍ତର୍ଗତ ବେହାରାଗୁଡ଼ା ଗାଁରେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ଏମାନଙ୍କ ପରିଚୟ ଓ ଟା୍ରଭେଲ୍ ହିଷ୍ଟ୍ରିର ସୂଚନା ଦିଆଯାଇଛି ।
କଳାହାଣ୍ଡିର ୪୫ ନଂ ଆକ୍ରାନ୍ତଙ୍କ ବୟସ ୨୦ ବର୍ଷ । ୨୦ ଓ ୨୧ ମାର୍ଚ୍ଚ ଅପରାହ୍ନରେ ନିଜ ଗାଁ ବେହରାଗୁଡ଼ାରେ ସାଙ୍ଗମାନଙ୍କ ସହ ମିଶିଥିଲେ । ୨୨ ଓ ୨୪ ତାରିଖରେ ଘରେ ଥିଲେ । ୨୫ ତାରିଖରେ ଗାଁ ଦୋକାନରୁ ସଉଦା କିଣଇଥିଲେ । ୨୬ ତାରିଖରୁ ୩ ଏପ୍ରିଲ୍ ମଧ୍ୟରେ ସେ କାହାରି ସହ ମିଶିନାହାନ୍ତି । ୪ ତାରିଖରେ ବାହାରିନ୍ ଫେରନ୍ତା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଘରେ ଥିଲେ । ୫ ତାରିଖରେ ସୋସିଆ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିଲେ । ୯ ତାରିଖରେ ତାଙ୍କର ନମୁନା ପରୀକ୍ଷା ହୋଇ ପଜିଟିଭ୍ ବାହାରିଲା । ଚିକିତ୍ସା ପାଇଁ ୧୦ ତାରିଖରେ ତାଙ୍କୁ ଅଶ୍ୱିନୀ ହସ୍ପିଟାଲ୍ ଅଣାଯାଇଛି ।
୪୬ ନଂ ଆକ୍ରାନ୍ତଜଣଙ୍କ ମହିଳା ଏବଂ ତାଙ୍କ ବୟସ ୩୭ ବର୍ଷ । ୪୭ ଏବଂ ୪୮ ନଂ ଆକ୍ରାନ୍ତ ଯଥାକ୍ରମେ ୯ ବର୍ଷ ଏବଂ ୫ ବର୍ଷର ଶିଶୁକନ୍ୟା । ଏମାନେ ସମସ୍ତେ ଝାରପଡ଼ାର । ଝାରପଡ଼ାର ମୃତ୍ୟୁବରଣ କରିଥିବା ୪୨ ନଂ ଆକ୍ରାନ୍ତଙ୍କ ଏମାନେ ନିକଟ ସମ୍ପର୍କୀୟ । ୨୨ ମାର୍ଚ୍ଚରୁ ୩ ଏପ୍ରିଲ୍ ଯାଏଁ ସମସ୍ତେ ଘରେ ଥିଲେ । ଏପ୍ରିଲ୍ ୪ ଓ ୫ ତାରିଖରେ ଏମାନେ ସମ୍ପର୍କୀୟଙ୍କୁ ଦେଖିବାକୁ ଏମସ୍ ଯାଇଥିଲେ । ୬ ରୁ ୯ ତାରିଖ ଯାଏଁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିଲେ । କଣ୍ଟାକ୍ଟ ଟ୍ରେସିଂ ପରେ ୮ ତାରିଖ ଦିନ ସେମାନଙ୍କ ନମୁନା ସଂଗ୍ରହ କରାଯାଇଥିଲା । ୯ ତାରିଖରେ ସମସ୍ତଙ୍କର ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ବାହାରିଲା । ଚିକିତ୍ସା ପାଇଁ ସେମାନଙ୍କୁ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି ।
Previous Post

ଦିନ ମଜୁରିଆଙ୍କ କରୋନା ଦାନ;୧୫ କିମି ସାଇକେଲରେ ଆସି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ହଜାର ଦେଲେ

Next Post

କରୋନା ଆଶ୍ୱସ୍ତ; ୧୦ ଆକ୍ରାନ୍ତ ସୁସ୍ଥ ହେଲେ

Next Post
କରୋନା ଆଶ୍ୱସ୍ତ; ୧୦ ଆକ୍ରାନ୍ତ ସୁସ୍ଥ ହେଲେ

କରୋନା ଆଶ୍ୱସ୍ତ; ୧୦ ଆକ୍ରାନ୍ତ ସୁସ୍ଥ ହେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA