Wednesday, May 20, 2026 04:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଲାଇନଚ୍ୟୁତ : ୨୩ ମୃତ, ଶତାଧିକ ଆହତ

by Our Correspondent
19 Aug, 2017- 10:23 PM
in Latest News, News
1 min read
0
କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଲାଇନଚ୍ୟୁତ : ୨୩ ମୃତ, ଶତାଧିକ ଆହତ
ଭୁବନେଶ୍ୱର: ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଆଜି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଉତ୍ତରପ୍ରଦେଶର ମୁଜାଫରନଗରଠାରୁ ୨୫ କିମି ଦୂର ଖତୌଲିରେ ଟ୍ରେନ୍ ର ୧୪ ଟି ବଗି ଲାଇନଚ୍ୟୁତ ହୋଇ ଏକ ସ୍କୁଲ ବିଲଡିଂ ଭିତରକୁ ପଶିଯାଇଥିଲା । ଦୁର୍ଘଟଣାସ୍ଥଳରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ମୁଜାଫରନଗର, ମିରଟ୍ ଓ ନୋଏଡା ହସ୍ପିଟାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଏବେ ବି ଚାଲୁ ରହିଛି ଏବଂ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ମୃତାହତଙ୍କ ମଧ୍ୟରେ କେତେ ଓଡ଼ିଆ ଯାତ୍ରୀ ଅଛନ୍ତି ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ କେବଳ ପୁରୀରୁ ୮୬ ଜଣ ଯାତ୍ରୀ ସଂରକ୍ଷିତ ବଗିରେ ଚଢ଼ିଥିଲେ । ଓଡ଼ିଶାରୁ ସମୁଦାୟ ୯୯ ଯାତ୍ରୀ ଟ୍ରେନ୍ ରେ ଯାତ୍ରା କରୁଥିବା ସର୍ବଶେଷ ସୂଚନା ମିଳିଛି । ରେଳମନ୍ତ୍ରୀ ସୁରେଶ ପ୍ରଭୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରେଳ କର୍ତ୍ତୃପକ୍ଷ ମୃତକଙ୍କ ପରିବାରକୁ ସାଢ଼େ ତିନି ଲକ୍ଷ ସହାୟତା ଘୋଷଣା କରିଥିଲା ବେଳେ ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ସହାୟତା ଘୋଷଣା କରିଛନ୍ତି । ମୃତ ଓଡ଼ିଆ ଯାତ୍ରୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ସେହିଭଳି ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଗତ ୧୭ ତାରିଖରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ପୁରୀରୁ ହରିଦ୍ୱାର ଅଭିମୁଖେ ଯାତ୍ରା କରିଥିଲା । ଆଜି ଅର୍ଥାତ୍ ୧୯ ତାରିଖ ରାତି ୯ଟାରେ ଟ୍ରେନ୍ ହରିଦ୍ୱାରରେ ପହଞ୍ଚିଥାଆନ୍ତା । ତେବେ ଅପରାହ୍ନ ୫ଟା ୪୬ ମିନିଟ୍ ସମୟରେ ମୁଜାଫରନଗରଠାରୁ ୨୫ କିମି ଦୂର ଖତୌଲିରେ ଦ୍ରୁତ ଗତିରେ ଯାଉଥିବା ଟ୍ରେନ୍ ର ଗୋଟିଏ ବଗି ହଠାତ ଲାଇନଚ୍ୟୁତ ହୋଇଥିଲା । ପରେ ପରେ ସଂଲଗ୍ନ ୧୩ ଟି ବଗି ଲାଇନଚ୍ୟୁତ ହୋଇ କିଛି ରାସ୍ତାକଡ଼ରେ ଥିବା ଏକ ସ୍କୁଲ ବିଲଡିଂ ଭିତରକୁ ପଶି ଓଲଟି ପଡ଼ିଥିଲା । ପ୍ରଚଣ୍ଡ ଶଦ୍ଦରେ ସେହି ଅଞ୍ଚଳ ଫାଟି ପଡ଼ିଥିଲା । ଅଧିକାଂଶ ଯାତ୍ରୀ ଟ୍ରେନ୍ ବଗି ତଳେ ଚାପି ହୋଇ ଚିତ୍କାର କରୁଥିଲେ । ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ, ରେଳ ବିଭାଗର କର୍ମଚାରୀ ଏବଂ ପୁଲିସ ଉଦ୍ଧାରକାରୀ ଦଳଙ୍କୁ ନେଇ ସେଠାରେ ପହଞ୍ଚିଥିଲେ । ୪ ଟି ଓଡ୍ରାଫ୍ ଟିମ୍ ସହାୟତାରେ ରାତିସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Previous Post

ମଧୁବାବୁ ବନାମ ସୌମ୍ୟବାବୁ

Next Post

ବିଜେଡ଼ି ଯାତ୍ରା ବାତିଲ, ନବୀନଙ୍କ ପାଇଁ ନିରାଡମ୍ବର ଶୁଭେଚ୍ଛା

Next Post
ବିଜେଡ଼ି ଯାତ୍ରା ବାତିଲ, ନବୀନଙ୍କ ପାଇଁ ନିରାଡମ୍ବର ଶୁଭେଚ୍ଛା

ବିଜେଡ଼ି ଯାତ୍ରା ବାତିଲ, ନବୀନଙ୍କ ପାଇଁ ନିରାଡମ୍ବର ଶୁଭେଚ୍ଛା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA