Tuesday, July 8, 2025 04:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics Gossips

କହିଁ ଖୁସି, କହିଁ ଗମ୍

by Our Correspondent
20 Jul, 2017- 02:06 PM
in Gossips, Latest News
1 min read
0
କହିଁ ଖୁସି, କହିଁ ଗମ୍

ଅମିତ୍ ଶାହା ଓଡ଼ିଶା ଆସିଲେ । ଭୁବନେଶ୍ୱର ପାର୍ଟି ଅଫିସରେ ଦଳୀୟ ନେତାଙ୍କୁ  ନ ଭେଟି ଯାଇ ଭେଟିଲେ କନକ ବର୍ଦ୍ଧନଙ୍କ ଫାଇଭ୍ ଷ୍ଟାର୍ ବାସଭବନରେ । ସୁନା ପୁଅ ଭଳି ପାୱାରଫୁଲ୍ ଧର୍ମେନ୍ଦ୍ର ଓରଫ୍ ମୁକୁ ବି ସେଠି ହାଜିରା ଦେଇଥିଲେ । ସେଦିନ ଶାହାଙ୍କୁ ରଜା ଦମ୍ପତ୍ତିଙ୍କ ଆତିଥ୍ୟେୟତା ମୁକୁଙ୍କ ସମେତ ଦଳୀୟ ନେତାଙ୍କ ଆଖି ଖୋସିଦେଲା । ସପ୍ତାହକ ପରେ ଆସିଲେ ଭାବି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜର ପ୍ରାର୍ଥୀତ୍ୱ ସପକ୍ଷରେ ଭୋଟ ଗୋଟେଇବା ପାଇଁ ବିଜେଡ଼ି ବିଧାୟକଙ୍କୁ ଭେଟିଲା ପରେ ବିଜେପି ବିଧାୟକଙ୍କୁ ଆସି ଭେଟିଲେ । ତାହା ପୁଣି କନକ ବର୍ଦ୍ଧନଙ୍କ ଘରେ । ରଜା କନକ ଓ ରାଣୀ ସଙ୍ଗୀତା ନିଜେ କୋବିନ୍ଦଙ୍କୁ ଚା, ଜଳଖିଆ ପରସିଦେଲେ । ତେବେ ବିଜେପି ପାର୍ଟି ଅଫିସ ଥାଉ ଥାଉ ଶାହା ଓ କୋବିନ୍ଦ କେଭିଙ୍କ ବାସଭବନ ମୁହାଁ ହେବା କିଛି ତଳିଆ ନେତାଙ୍କୁ ଏ ପର୍ଯ୍ୟନ୍ତ ଅବୁଝା ରହିଚି । କେଭିଙ୍କ ମ୍ୟାଜିକ୍ ଜାଣିବା ପାଇଁ ମନ ଆଉଟୁ ପାଉଟୁ ହଉଚି । ସେପଟେ କେଭିଙ୍କ ଘରେ ଡବଲ୍ ସେଲିବ୍ରେସନ୍ ମୁକୁଙ୍କ କ୍ୟାମ୍ପକୁ କିନ୍ତୁ ହଜମ ହଉନି । ଇର୍ଷାରେ ଜଳୁଛନ୍ତି ସେମାନେ । ଆମ ପାଖରେ ଯାହା ଖବର, ଅନ୍ୟମାନଙ୍କ ଭଳି ଦଳରେ କେଭିଙ୍କ ପତିଆରାକୁ ମୁକୁ ଆଦୌ ସହିପାରୁନାହାନ୍ତି । ଚତୁର ରଜା ପୁଅ ମୁକୁଙ୍କ ମନକଥା ଜାଣିଥିବାରୁ ତାଙ୍କୁ ପାନେ ଚଖାଇବା ପାଇଁ ଜାଲ୍ ବିଛାଇଥିଲେ । ଅମିତ୍ ଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସିଧା ଦିଲ୍ଲୀ ଯାଇ ତାଙ୍କୁ  ଗଦ ଶୁଙ୍ଘାଇଦେଲେ । ଗଦ ଏମିତି କାମ କଲା ଯେ କେଭିଙ୍କ ବାସଭବନ ଚହଟିଲା । ଅମିତ୍ ଶାହା ନିଜେ ତ ସେଠାକୁ ଆସିଲେ, କୋବିନ୍ଦ ବି ଆସିଗଲେ । ମୁକୁ ସବୁ ଦେଖିଲେ ଜାଣିଲେ, ହେଲେ ଅଜାଗା ଘା ଭଳି ଦେଖାଇପାରିଲେନି କି କଷ୍ଟ କହିପାରିଲେନି । ମନର କଷ୍ଟକୁ ମନରେ ଚାପି ରଖିଲେ । ମୁକୁଙ୍କ କଷ୍ଟରୁ କେଭି କେମିତି ମଜା ନଉଥବେ ତାହା ଅବଶ୍ୟ କହିବା ଦରକାର ନାହିଁ ।

Previous Post

ପାଇକ ପଲିଟିକ୍ସ

Next Post

ରାମନାଥ କୋବିନ୍ଦ ଚତୁର୍ଦ୍ଦଶ ରାଷ୍ଟ୍ରପତି

Next Post
ରାମନାଥ କୋବିନ୍ଦ ଚତୁର୍ଦ୍ଦଶ ରାଷ୍ଟ୍ରପତି

ରାମନାଥ କୋବିନ୍ଦ ଚତୁର୍ଦ୍ଦଶ ରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA