Monday, May 25, 2026 06:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜାଭିୟର୍ ରେ ଖୋଲିଲା ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ୍ ଆଫାୟର୍ସ

by Our Correspondent
06 Feb, 2020- 09:43 AM
in Latest News, News
1 min read
0
ଜାଭିୟର୍ ରେ ଖୋଲିଲା ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ୍ ଆଫାୟର୍ସ
ଭୁୁବନେଶ୍ୱର: ଭୁବନେଶ୍ୱର ଜାଭିୟର୍ ବିଶ୍ୱବିଦ୍ୟାଳୟରେ ଖୋଲିଲା ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ୍ ଆଫାୟର୍ସ(ଏସଜିପିଏ) । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏଥିସହ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଏକ ନୂଆ ବିଲଡିଂ କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଭାରତର ପ୍ରଥମ ଡିଜିଟାଲ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିବା ଜାଭିୟର୍ ଇନଷ୍ଟିଚ୍ୟୁଟ୍ ରେ ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ୍ ଆଫାୟର୍ସକୁ ମିଶାଇଲେ ସ୍କୁଲ ସଂଖ୍ୟା ୧୩ରେ ପହଞ୍ଚିଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଜାଭିୟର୍ ର ସଫଳତା ପାଇଁ ଖୁସି ପ୍ରକଟ କରିବା ସହ ନିରନ୍ତର ଅଭିବୃଦ୍ଧି ଓ ବିକାଶ ପାଇଁ ପବ୍ଲିକ୍ ଆଫାୟର୍ସ ଏବଂ ଗଭର୍ଣ୍ଣାସ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏକ ଉଚ୍ଚାକାଂକ୍ଷୀ ଭାରତ ଏବଂ ଆକାଂକ୍ଷୀ ଓଡ଼ିଶା ନିର୍ମାଣ ପାଇଁ ନୀତି ନିର୍ଦ୍ଧାରକମାନେ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ବୁଝିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଜାଭିୟର୍ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଜର୍ଜ ଫର୍ଣ୍ଣାଣ୍ଡେସ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ, ବିଧାୟକ ପ୍ରଦୀପ ମହାରଥୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ୍ ପ୍ରମୁଖ ଯୋଗଦେଇଥିଲେ । ଉତ୍ତମ ଶିକ୍ଷାଦାନ ଏବଂ ଭଲ ଛାତ୍ରଛାତ୍ରୀ ଗଢ଼ିବା କ୍ଷେତ୍ରରେ ଜାଭିୟର୍ ର ଉତ୍କର୍ଷତାକୁ ଅତିଥିମାନେ ପ୍ରଶଂସା କରିଥିଲେ । ପ୍ରଫେସର ଡକ୍ଟର ଆଣ୍ଟୋନି ଆର. ଉବରି ସ୍ୱାଗତ ଭାଷଣ ଦେଇଥିଲା ବେଳେ ପ୍ରଫେସର ଇ.ଏ. ଅଗଷ୍ଟିନ୍ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଶ୍ୱବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଏଥିରେ ଉପସ୍ଥିତ ଥିଲେ ।
Previous Post

ମିିଳିଲା ୪୩୭୩ କୋଟି, କମିଲା ୧୬୨୦ କୋଟି

Next Post

ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣଙ୍କୁ ଚାକିରି ମିଳିବା ସମ୍ଭାବନା ଉଜ୍ଜଳ

Next Post
ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣଙ୍କୁ ଚାକିରି ମିଳିବା ସମ୍ଭାବନା ଉଜ୍ଜଳ

ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣଙ୍କୁ ଚାକିରି ମିଳିବା ସମ୍ଭାବନା ଉଜ୍ଜଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA