Thursday, May 21, 2026 10:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତ୍ରିପୁରାରେ ବିଜେପିକୁ ବହୁମତ, ନାଗାଲାଣ୍ଡରେ ବି କରିସ୍ମା

by Our Correspondent
03 Mar, 2018- 04:13 PM
in Latest News, News
1 min read
0
ତ୍ରିପୁରାରେ ବିଜେପିକୁ ବହୁମତ, ନାଗାଲାଣ୍ଡରେ ବି କରିସ୍ମା
ନୂଆଦିଲ୍ଲୀ: ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ଫଳ ଆସିଛି । ତ୍ରିପୁରାରେ ଶାସକ ବାମପନ୍ଥୀ ଦଳ ବିଜେପିଠାରୁ ଚିତପଟାଙ୍ଗ ମାରିଛି । ଅପରାହ୍ନ ୪ଟା ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ନିର୍ବାଚନ ହୋଇଥିବା ୫୯ଟି ବିଧାନସଭା ଆସନରୁ ବିଜେପି ଏବଂ ସହଯୋଗୀ ଦଳ ୪୩ଟି ଆସନ ହାସଲ କରିଛନ୍ତି । ସିପିଏମ୍ କୁ ୧୬ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଗତ ୨୦୧୩ ସାଧାରଣ ନିର୍ବାଚନରେ ସିପିଏମ୍ ୬୦ଟି ଆସନରୁ ୪୯ଟି ଆସନ ପାଇ ସରକାର ଗଢ଼ିଥିଲା । କଂଗ୍ରେସ ୧୦ଟି ଆସନ ପାଇଥିଲା ବେଳେ ବିଜେପି ଖାତା ଖୋଲି ନ ଥିଲା । ମାତ୍ର ଏଥର ଫଳ ଓଲଟି ଯାଇଛି । ବିଜେପି ଖାଲି ଖାତା ଖୋଲିନାହିଁ ବରଂ ୪୩ ଟି ଆସନ ସହ ସରକାର ଗଢ଼ିବାକୁ ଯାଉଛି । କଂଗ୍ରେସ ସେଠାରୁ ମୂଳପୋଛ ହୋଇଯାଇଛି ।
ସେହିଭଳି ନାଗାଲାଣ୍ଡରେ କ୍ଷମତାସୀନ ନାଗାଲାଣ୍ଡ ପିପୁଲସ୍ ଫ୍ରଣ୍ଟ ବା ଏନପିଏଫ୍ ସହ ବିଜେପି କଡ଼ା ଟକ୍କର ଦେଇଛି । ୬୦ ଟି ଆସନରୁ ଏନପିଏଫ୍ କୁ ୩୦ ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୭ ଆସନ ମିଳିଛି । ସେଠାରେ କଂଗ୍ରେସ ପୋଛି ହୋଇଯାଇଛି । ଅନ୍ୟାନ୍ୟ ଦଳକୁ ୩ ଆସନ ମିଳିଛି । ଗତ ସାଧାରଣ ନିର୍ବାଚନରେ ଏନପିଏଫ ୩୮ ଟି ଆସନ ପାଇ ଲଗାତର ତୃତୀୟ ଥର ପାଇଁ ଶାସନଗାଦିକୁ ଆସିଥିଲା । ବିଜେପି ଖାତାକୁ ଆସିଥିଲା ମାତ୍ର ଗୋଟିଏ ଆସନ । କଂଗ୍ରେସ ୮ ଆସନ ପାଇଥିଲା ବେଳେ ଜେଡ଼ି(ୟୁ)କୁ ମିଳିଥିଲା ଗୋଟିଏ ଆସନ । ମାତ୍ର ଗୋଟିଏ ଆସନରୁ ୨୭ ଟି ଆସନକୁ ଉଠିଥିବା ବିଜେପି ଏହି ଉତ୍ତର ପୂର୍ବାଂଚଳ ରାଜ୍ୟରେ ନିଜର ଶକ୍ତି ଦେଖାଇ ସରକାର ଗଢ଼ିବାର ଆଶା ସୃଷ୍ଟି କରିଛି ।
ଏକମାତ୍ର ମେଘାଳୟରେ କଂଗ୍ରେସ ନିଜର ଇଜ୍ଜତ ବଂଚାଇଛି । ଗତ ସାଧାରଣ ନିର୍ବାଚନରେ ଦଳ ୬୦ ଆସନରୁ ୨୯ ଟି ଆସନ ପାଇଥିଲା ବେଳେ ଏଥର ତାହା ୨୧ କୁ ଖସି ଆସିଛି । ବିଜେପି ଦୁଇଟି ଆସନ ପାଇ ଖାତା ଖୋଲିଛି । ଏନପିପିକୁ ୧୯ ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ଦଳ ୧୯ ଆସନ ପାଇଛନ୍ତି ।
Previous Post

ନବୀନଙ୍କ ସରପ୍ରାଇଜ୍: ପ୍ରଫୁଲ୍ଲଙ୍କୁ ପୂର୍ତ୍ତ, ନିରଞ୍ଜନଙ୍କୁ ଜଳସମ୍ପଦ

Next Post

ବିଜେପୁର: କଂଗ୍ରେସର ୧୫ ଲକ୍ଷ ଦଳୀୟ ପାଣ୍ଠିରୁ ୪ ଲକ୍ଷ ହଡ଼ପ୍ !

Next Post
ବିଜେପୁର: କଂଗ୍ରେସର ୧୫ ଲକ୍ଷ ଦଳୀୟ ପାଣ୍ଠିରୁ ୪ ଲକ୍ଷ ହଡ଼ପ୍ !

ବିଜେପୁର: କଂଗ୍ରେସର ୧୫ ଲକ୍ଷ ଦଳୀୟ ପାଣ୍ଠିରୁ ୪ ଲକ୍ଷ ହଡ଼ପ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA