Saturday, May 30, 2026 06:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୂତିଙ୍କୁ ଦେଢ଼ କୋଟି, ତଥାପି ଅସନ୍ତୁଷ୍ଟ !

by Our Correspondent
27 Aug, 2018- 05:08 PM
in Latest News, News
1 min read
0
ଦୂତିଙ୍କୁ ଦେଢ଼ କୋଟି, ତଥାପି ଅସନ୍ତୁଷ୍ଟ !
ଭୁୁବନେଶ୍ୱର: ଏସିଆନ୍ ଗେମ୍ସରେ ଭାରତ ତଥା ଓଡ଼ିଶା ପାଇଁ ଗୌରବ ଆଣିଥିବା ଦୂତି ଚାନ୍ଦଙ୍କ ପାଇଁ ଆଜି ସମସ୍ତେ ଗର୍ବିତ । ତାଙ୍କ ପାଇଁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଦୂତିଙ୍କ ସଫଳତା ଖବର ପାଇଲା କ୍ଷଣି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୂତିଙ୍କ ପାଇଁ ସବୁ ଓଡ଼ିଆ ଗର୍ବିତ ବୋଲି ପ୍ରତିକ୍ରିୟା ଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ଦୂତିଙ୍କ ପାଇଁ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ତାଙ୍କ ସାଧନା ଓ କଠିନ ପରିଶ୍ରମର ସ୍ୱୀକୃତ ସ୍ୱରୂପ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଦେଇଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଦେଢ଼ କୋଟି ପୁରସ୍କାରରେ କୁଆଡ଼େ ସନ୍ତୁଷ୍ଟ ହୋଇନାହାନ୍ତି ଦୂତି ଚାନ୍ଦ । ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ପଦକ ବିଜେତାଙ୍କୁ ଅଧିକ ଅର୍ଥ ମିଳୁଛି । ଭୁବନେଶ୍ୱରରେ ଖଣ୍ଡେ ଘର କିମ୍ବା ଜାଗା ଦେଲେ ଖୁସି ହେବି ବୋଲି ଦୂତି କିଛି ନିର୍ଦ୍ଦିଷ୍ଟ ଟିଭି ଚାନେଲ୍ କୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଭୁବନେଶ୍ୱରରେ ଘର କିମ୍ବା ଜାଗା ଖଣ୍ଡେ ପାଇଁ ଦୂତିଙ୍କର ଦାବି ଆଜି ନୁହଁ । କିଛି ମାସ ତଳେ ସୋସିଆଲ୍ ମିଡ଼ିଆରେ ସେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ । ତେବେ ଏସିଆନ୍ ଗେମ୍ସରେ ତାଙ୍କର ସଫଳତା ପାଇଁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ଆନନ୍ଦର ଉତ୍ସବ ପାଳୁଥିବା ବେଳେ ପୁରସ୍କାରକୁ ନେଇ ଦୂତି ଅସନ୍ତୁଷ୍ଟ ହେବା ଖବର ଅନେକଙ୍କୁ ବିସ୍ମିତ କରିଛି । ଦୂତି ଏହା ଉପରୁ ବର୍ତ୍ତମାନ ଧ୍ୟାନ ହଟାଇ ଆସନ୍ତାକାଲିର ପ୍ରତିଯୋଗିତାରେ ଭାରତକୁ ପୁଣି ଗୌରାବାନ୍ୱିତ କରିବାକୁ ଶୁଭେଚ୍ଛୁମାନେ ତାଙ୍କଠାରୁ ଆଶା ବାନ୍ଧିଛନ୍ତି ।
ସୂଚନାଯୋଗ୍ୟ, ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆନ୍ ଗେମ୍ସର ମହିଳା ୧୦୦ ମିଟର ଦୌଡ଼ରେ ଗତକାଲି ଦୂତିଙ୍କୁ ମିଳିଛି ରୌପ୍ୟ ପଦକ । ୧୦୦ ମିଟର ଦୂରତ୍ୱକୁ ଦୂତି ମାତ୍ର ୧୧.୩୨ ସେକେଣ୍ଡରେ ଅତିକ୍ରମ କରିଥିଲେ । ପ୍ରଥମ ଓଡ଼ିଆ ଆଥଲେଟ୍ ଭାବେ ଏସିଆନ୍ ଗେମ୍ସରେ ଦୂତିଙ୍କୁ ମିଳିଛି ଏହି ପଦକ । ସେହିଭଳି ଦୀର୍ଘ ୧୮ ବର୍ଷ ପରେ ଭାରତକୁ ମହିଳା ୧୦୦ ମିଟର ଦୌଡ଼ରେ ମିଳିଛି ପଦକ । ଆସନ୍ତାକାଲି ମହିଳା ୨୦୦ ମିଟର ଦୌଡ଼ରେ ପୁଣି ଥରେ ନିଜର ଭାଗ୍ୟ ପରୀକ୍ଷା ଦେବେ ଦୌଡ଼ରାଣୀ ଦୂତି ।
Previous Post

ଏସିଆନ୍ ଗେମ୍ସରେ ଦୂତିଙ୍କୁ ରୌପ୍ୟ, ରାଜ୍ୟରେ ଖୁସିର ମାହୋଲ୍

Next Post

‘ମୁଁ ହିରୋ… ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ

Next Post
‘ମୁଁ ହିରୋ… ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ

‘ମୁଁ ହିରୋ... ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA