Monday, May 25, 2026 05:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ର, ଅପରାଜିତାଙ୍କ ବିରୋଧରେ ବିଜେଡ଼ିର ଫେରାଦ

by Our Correspondent
23 Apr, 2019- 05:28 PM
in Latest News, News, Politics
1 min read
0
ଧର୍ମେନ୍ଦ୍ର, ଅପରାଜିତାଙ୍କ ବିରୋଧରେ ବିଜେଡ଼ିର ଫେରାଦ
ଭୁୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ଭୋଟ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା ବିଜେଡ଼ି । ଭୋଟ ଦେବାକୁ ଯାଇ ଧର୍ମେନ୍ଦ୍ର ଭୋଟ ପ୍ରଚାର କରିଥିବା ବେଳେ ଅପରାଜିତା ୨୦/୨୫ ଜଣ ସମର୍ଥକଙ୍କୁ ସାଙ୍ଗରେ ଧରି ଭୁବନେଶ୍ୱରର ବିଭିନ୍ନ ବୁଥ୍ ରେ ପଶିଥିଲେ । ପୃଥକ୍ ଭାବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହା ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେଡ଼ି ।
ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଯାଇ ଭୋଟ ଦେଇଥିଲେ । ଭୋଟ ଦେଇ ସାରି ବୁଥ୍ ବାହାରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ବିଜେପିକୁ ଭୋଟ ଦେବା ପାଇଁ ଲୋକଙ୍କୁ ମତେଇଥିଲେ । ଧର୍ମେନ୍ଦ୍ରଙ୍କ ବାଇଟ୍ ଟିଭିରେ ପ୍ରସାରିତ ହୋଇଥିଲା । ପ୍ରଚାର ନିରବ ଅବଧିରେ ଧର୍ମେନ୍ଦ୍ରଙ୍କର ଏଭଳି କାର୍ଯ୍ୟ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଛି । ନିର୍ବାଚନ କମିଶନ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଧର୍ମେନ୍ଦ୍ରଙ୍କ ବିରୋଧରେ ଏକ ସପ୍ତାହାର ପ୍ରଚାର ବ୍ୟାନ୍ ଲଗାଇବାକୁ ବିଜେଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଥିଲା ।
ଏପଟେ ଭୁବନେଶ୍ୱରରେ ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେଡ଼ି । ଅପରାହ୍ନରେ ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କର ୨୦-୨୫ ସମର୍ଥକଙ୍କୁ ଧରି ବିଭିନ୍ନ ବୁଥ୍ ରେ ଚକ୍କର କାଟିଥିଲେ । ୨ଟାରୁ ୩ଟା ମଧ୍ୟରେ ସେ ଆଇଆରସି ଭିଲେଜସ୍ଥିତ ଏକ ବୁଥ୍ ରେ ପ୍ରବେଶ କରିଥିଲେ ମଧ୍ୟ ପୁଲିଂ କର୍ମଚାରୀମାନଙ୍କର ପ୍ରତିରୋଧ କି ପ୍ରତିକ୍ରିୟା ନ ଥିଲା । ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ର ଏହା ଖୋଲା ଉଲ୍ଲଂଘନ ହୋଇଥିବାରୁ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ତୁରନ୍ତ ସେଥିରୁ ବାରଣ କରିବାକୁ ବିଜେଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜଣାଇଥିଲା ।
ତେବେ ଉଭୟ ମାମଲାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
ଅନ୍ୟପକ୍ଷରେ ପ୍ରଚାର ନିରବ ଅବଧିରେ କଟକ ବାରବାଟୀ ପ୍ରାର୍ଥୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟିଂକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍ କରାଯାଇଥିବାରୁ ବିଜେଡ଼ି କଡ଼ା ଆପତ୍ତି କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ଚାଲିଥିବା ବେଳେ ବିଜେଡ଼ି ସେସବୁକୁ ତଥ୍ୟ ପ୍ରମାଣ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଅଥଚ ବାଛି ବାଛି ବିଜେଡ଼ି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ପ୍ରଶ୍ନ ଉଠାଇ ଅସନ୍ତୋଷ ଓଗାଳିଛନ୍ତି ବିଜେଡ଼ି ପ୍ରତିନିଧି ଦଳ ।
Previous Post

ତୃତୀୟ ପର୍ଯ୍ୟାୟରେ ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Next Post

ସାଢ଼େ ୫ଟା ସୁଦ୍ଧା ୬୧% ମତଦାନ

Next Post
ସାଢ଼େ ୫ଟା ସୁଦ୍ଧା ୬୧% ମତଦାନ

ସାଢ଼େ ୫ଟା ସୁଦ୍ଧା ୬୧% ମତଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA