Thursday, May 21, 2026 03:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ଖୋଲିଲେ ଗୁମର; ତାଙ୍କ ସ୍ୱାସ୍ଥ୍ୟ ଖରାପ ବୋଲି ଗୁଜବ କରିଥିଲେ ବୈଜୟନ୍ତ

by Our Correspondent
08 Apr, 2019- 05:57 PM
in Latest News
1 min read
0
ନବୀନ ଖୋଲିଲେ ଗୁମର; ତାଙ୍କ ସ୍ୱାସ୍ଥ୍ୟ ଖରାପ ବୋଲି ଗୁଜବ କରିଥିଲେ ବୈଜୟନ୍ତ
ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଠିକ୍ ନାହିଁ । ୨୦୧୭ ମସିହା ଫେବୃଆରୀ ୧୭ ତାରିଖରେ ନାରଦନିଉଜ ଡଟ୍ କମ୍ ନାମକ ଏକ ଇଂରାଜୀ ନିଉଜ ପୋର୍ଟାଲ୍ ରେ ଏଭଳି ଖବରଟିଏ ପ୍ରକାଶ ପାଇଥିଲା । ପରେ ପରେ ଏହା ସୋସିଆଲ୍ ମିଡ଼ିଆରେ ଜୋର୍ ଘୁରି ବୁଲିଲା । ଓଡ଼ିଶାରେ ଏହି ଖବରଟି ହଇଚଇ ସୃଷ୍ଟି କରିଥିଲା । ପରିସ୍ଥିତି ଏମିତି ହେଲା ଯେ ନବୀନଙ୍କୁ ଶେଷରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଲା ଯେ ସେ ଠିକ୍ ଅଛନ୍ତି । ଏହି ଖବରଟି କୁଆଡୁ ଆସିଲା ତାହାକୁ ନେଇ ଦିଲ୍ଲୀ ମହଲରେ ବି ବହୁତ ଚର୍ଚ୍ଚା ହୋଇଥିଲା । ଏହି ଖବର ପଛରେ ବିଜେଡ଼ିର ଜଣେ ପ୍ରଭାବଶାଳୀ ସାଂସଦଙ୍କ ଆଡକୁ ସମସ୍ତଙ୍କର ନଜର ଯାଇଥିଲା । ଏଠାରେ ଉଲ୍ଲେଖଥାଉକି, ଏହି ସାଂସଦଜଣଙ୍କ ବୈଜୟନ୍ତ ପଣ୍ଡା ବୋଲି ପ୍ରଥମେ ‘ମିଡ଼ଡ଼େ ଓଡ଼ିଶା’ (ଜାନୁଆରୀ ୧୭,୨୦୧୮) ଖବର କରିଥିଲା ।
ଏବେ ଖୋଦ୍ ନବୀନ ପଟ୍ଟନାୟକ ତାଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ବୈଜୟନ୍ତ ପଣ୍ଡାଙ୍କ ନାଁ ନେଇ ଗୁମର ଖୋଲିଛନ୍ତି । ଏନଡିଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସ ଜୈନ୍ ଙ୍କୁ ଏକ ସାକ୍ଷାତକାର ଦେଇ ନବୀନ ସିଧାସଳଖ ବୈଜୟନ୍ତଙ୍କ ନାଁ ନେଇଛନ୍ତି । ବୈଜୟନ୍ତ ତାଙ୍କ ରାଜନୈତିକ ଅଭିଳାଷ ପାଇଁ ଏଭଳି ଗୁଜବ ତିଆରି କରିଥିଲେ ବୋଲି ନବୀନ ଏହି ସାକ୍ଷାତକାରରେ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନ ସକାଳେ ମର୍ଣ୍ଣିଂ ୱାକ୍ ସହ ଯୋଗ ଓ ବ୍ୟାୟାମ (ସାଇକ୍ଲିଂ)କରୁଥିବା ବେଳେ ହିଁ ଶ୍ରୀନିବାସ ଜୈନ୍ ତାଙ୍କର ସାକ୍ଷାତକାର ନେଇଛନ୍ତି । ନବୀନ ଏଥିରେ ଦେଖାଇ ଦେଇଛନ୍ତି ଯେ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକଠାକ୍ ଅଛି ।
ନବୀନଙ୍କ ଏହି ସାକ୍ଷାତକାରଟି ଏନଡ଼ିଟିଭିରେ ଆସିଲା ପରେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ବୈଜୟନ୍ତ ପଣ୍ଡାଙ୍କ ହୀନ ଚାଲ୍ ଧରାପଡ଼ିଯାଇଥିବା ଚର୍ଚ୍ଚା ହେଲାଣି । ଯେଉଁ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ସେ ଚାରି ଚାରି ଥର ସାଂସଦ ହୋଇ କ୍ଷମତା ଭୋଗୁଥିଲେ ଏବଂ ନିଜର ବ୍ୟବସାୟିକ ସ୍ୱାର୍ଥ ଚରିତାର୍ଥ କରୁଥିଲେ ସେହି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବା ନିଶାରେ ଏଭଳି ନୀଚ୍ଚସ୍ତରକୁ ଚାଲିଯିବା ଅଧିକାଂଶଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ନବୀନଙ୍କ ମନ୍ତବ୍ୟ ଆସିଲା ପରେ ବୈଜୟନ୍ତ ଏହାକୁ ମିଥ୍ୟା ବୋଲି ସଫେଇ ଦେଇ ଟୁଇଟ୍ କରିଛନ୍ତି ।

ନବୀନଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ବୈଜୟନ୍ତ !

Previous Post

ନବୀନଙ୍କ ପୁଣି ମାଷ୍ଟରଷ୍ଟ୍ରୋକ୍: ଏଥର ସବୁ ଝିଅଙ୍କୁ ମାଗଣାରେ ପାଠ

Next Post

‘କାଳିଆ’ ଟଙ୍କା ପାଇଁ ଫେରାଦ ହେଲେ ନିଜେ ମୁଖ୍ୟମନ୍ତ୍ରୀ

Next Post
‘କାଳିଆ’ ଟଙ୍କା ପାଇଁ ଫେରାଦ ହେଲେ ନିଜେ ମୁଖ୍ୟମନ୍ତ୍ରୀ

‘କାଳିଆ’ ଟଙ୍କା ପାଇଁ ଫେରାଦ ହେଲେ ନିଜେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA