Wednesday, May 20, 2026 04:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଲିସ ଉପରକୁ ଉହୁଁକିଲେ ଧର୍ମେନ୍ଦ୍ର, ଦେଖନ୍ତୁ ଭିଡ଼ିଓ…

by Our Correspondent
16 Apr, 2019- 03:35 PM
in Latest News, News, Politics
1 min read
0
ଭୁବନେଶ୍ୱର: ସେ ଜଣେ ଦାୟିତ୍ୱସମ୍ପନ୍ନ କେନ୍ଦ୍ରମନ୍ତ୍ରୀ ବୋଲି ଧର୍ମେନ୍ଦ୍ର ପ୍ରଧାନ ବୋଧହୁଏ ଆଜି ପର୍ଯ୍ୟନ୍ତ ବୁଝିପାରିନାହାନ୍ତି । ଭାଷଣବାଜିରେ ଅଫିସର, ପୁଲିସଙ୍କୁ ନାଲିଆଖି ଦେଖାଇ ଗାଳି ଦେବା ସତେ ଯେଭଳି ତାଙ୍କର ସ୍ୱଭାବ ହୋଇଯାଇଛି । କିଛି ଦିନ ତଳେ ଲକ୍ଷ୍ମୀପୁରରେ ଏକ ନିର୍ବାଚନ ସଭାରେ ତାଙ୍କର ଫଟୋ ଉଠୋଉଥିବା ଜଣେ ପୁଲିସ କର୍ମଚାରୀଙ୍କୁ ଧର୍ମେନ୍ଦ୍ର ଚାମଚା ଫାମଚା କହି ଗାଳି କରିଥିଲେ । ଏବେ ନିର୍ବାଚନ ପ୍ରଚାରରେ ବୁଲୁଥିବା ଧର୍ମେନ୍ଦ୍ର ଆଉ ଦୁଇପାଦ ଆଗକୁ ବଢ଼ିଛନ୍ତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ବିଚ୍ ରାସ୍ତାରେ ଧମକେଇଛନ୍ତି । ସେମାନଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ ଉହୁଁକି ଉଠିଛନ୍ତି । ଏହି ଦୃଶ୍ୟର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।
ଗତକାଲି ସମ୍ବଲପୁରରେ ଏହି ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡ୍ କୁ ନିର୍ବାଚନ ଡ୍ୟୁଟିରେ ଥିବା ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚ ପାଇଁ ଅଟକାଇଥିଲେ । ମାତ୍ର କେନ୍ଦ୍ରମନ୍ତ୍ରୀ ଏହାକୁ ହଜମ କରିପାରି ନ ଥିଲେ । ତାଙ୍କୁ କାହିଁକି ଅଟକାଗଲା ବୋଲି ରାଗ ତମ ତମ ହୋଇ ସ୍କ୍ୱାଡ୍ ରେ ଥିବା ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ଏସଡ଼ିପିଓ ଓ ଆଇଆଇସିଙ୍କ ଉପରକୁ ଉହୁଁକି ଆସିଲେ । ତମେ ମତେ ଅଟକାଇବାକୁ କିଏ? ତମ କାଗଜ ଦେଖା.. କହି ଗର୍ଜନ କଲେ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନେ ତାଙ୍କ ଡ୍ୟୁଟି ପାଳନ କରୁଛନ୍ତି ବୋଲି ଯେତେ ବୁଝାଇଲେ ମଧ୍ୟ ଧର୍ମେନ୍ଦ୍ର ବୁଝି ନ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ତମେ ଅଟକାଉଛ କି ବୋଲି ପଚାରି ଓଲଟି ନାଲି ଆଖି ଦେଖାଇଥିଲେ । ବିଚ୍ ରାସ୍ତାରେ ପୁଲିସ ଅଫିସରଙ୍କୁ ଧର୍ମେନ୍ଦ୍ରଙ୍କ ଗର୍ଜନ ତର୍ଜନକୁ ସେଠାରେ ବହୁ ଲୋକ ଦେଖୁଥିଲେ ।
କିଛି ଦିନ ପୂର୍ବେ ତାଙ୍କ ଦଳର ରାଜ୍ୟ ଉପସଭାପତି ତଥା ହିଂଜିଳି ବିଧାନସଭା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ଅନୁରୂପ ଆଚରଣ ଦେଖିବାକୁ ମିଳିଥିଲା । ଯାଞ୍ଚ ପାଇଁ ତାଙ୍କ ଗାଡ଼ିକୁ ଅଟକାଇଥିବା ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ପୁଲିସ ଅଧିକାରୀମାନଙ୍କୁ ପୀତାମ୍ବର ନାଲିଆଖି ଦେଖାଇ ନିଜର ଆତ୍ମବଡ଼ିମା ଗାଇଥିଲେ । ଆସିକା ଥାନାକୁ ଏହି ମାମଲା ଯାଇଛି ।
Previous Post

ଏ କି ପ୍ରଚାର.. ଚିହ୍ନ ‘ଶଙ୍ଖ’, ଦଳ ‘ଆମ ଓଡ଼ିଶା ପାର୍ଟି’

Next Post

ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ ସୋ

Next Post
ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ ସୋ

ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ ସୋ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA