Thursday, May 21, 2026 09:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବମିଖାଲର ୧୯ ଯାକ ଆକ୍ରାନ୍ତ ଗୋଟିଏ ପରିବାରର

by Our Correspondent
06 Apr, 2020- 09:32 AM
in Latest News, News
1 min read
0
ବମିଖାଲର ୧୯ ଯାକ ଆକ୍ରାନ୍ତ ଗୋଟିଏ ପରିବାରର

ଭୁବନେଶ୍ୱର: ଏପ୍ରିଲ୍ ୩ ତାରିଖରେ ବମିଖାଲର ୩ ଭାଇଙ୍କର କରୋନା ପଜିଟିଭ୍ ବାହାରିଥିଲା । ୫ ତାରିଖ ଅପରାହ୍ନରେ ସେହି ବମିଖାଲର ଆଉ ଜଣେ ୨୯ ବର୍ଷ ଯୁବକଙ୍କର କରୋନା ପଜିଟିଭ୍ ଆସିଲା । ରାତିରେ ଆଉ ୧୬ ପଜିଟିଭ୍ ଙ୍କ ମଧ୍ୟରେ କେବଳ ବମିଖାଲର ୧୫ ଜଣ ଥିଲେ । ମୋଟାମୋଟି ଜଣାପଡ଼ିଲାଣି, ବମିଖାଲର ଏହି ୧୯ ଜଣ ଯାକ କରୋନା ଆକ୍ରାନ୍ତ ଗୋଟିଏ ପରିବାରର ସଦସ୍ୟ । ପ୍ରଥମ ଚିହ୍ନଟ ତିନିଭାଇଙ୍କ ବାପା ଭୋପାଳରେ ରହୁଛନ୍ତି ଏବଂ ତାଙ୍କଠାରୁ ସଂକ୍ରମଣ ଆସିଥିବା ବି ସ୍ପଷ୍ଟ ହୋଇଛି ।

ବମିଖାଲର ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ପରିଚୟ ଜାଣିବାକୁ ସାଧାରଣରେ ବ୍ୟଗ୍ରତା ସୃଷ୍ଟି ହୋଇଥିବା ବେଳେ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କିଛିଟା ଆଭାସ ଦେଇଥିଲେ । ଆଜି ସକାଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ସ୍ପଷ୍ଟ କରାଯାଇଛି । ସେହିଭଳି ସୂର୍ଯ୍ୟନଗରର ଗୋଟିଏ ପରିବାର(ପ୍ରଦୀପ୍ତ ଦଳବେହେରା) ଓ ଘରୁ(ଭଡ଼ାଟିଆ) ସମୁଦାୟ ୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଦୁଇଟି ଯାକ କେସ୍ ରେ ଗୋଟିଏ ଘରୁ ସଂକ୍ରମଣର ଶିକାର ହୋଇଛନ୍ତି ପରିବାର ସଦସ୍ୟ ।
ଉଭୟ ସୂର୍ଯ୍ୟନଗର ଓ ବମିଖାଲ୍ କ୍ଲଷ୍ଟର୍ କୁ ସିଲ୍ କରାଯାଇଛି ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଘର ଘର ବୁଲି ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରୁଛନ୍ତି । ଉଭୟ ଅଞ୍ଚଳ ଆକ୍ଟିଭ୍ ସର୍ଭେଲାନ୍ସ ରେ ଥିବାରୁ ଲୋକମାନେ ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ଆଶ୍ୱାସନା ଦେଇଛି । ଭୁବନେଶ୍ୱରରୁ ଏତେ ସଂଖ୍ୟକ କରୋନା ପଜିଟିଭ୍ ବାହାରିବା ପରେ ଜନସାଧାରଣ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ଛାନିଆଁ ହେଉଥିବାରୁ ସମ୍ଭବତଃ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ସହ ଏହି ଆଶ୍ୱାସନା ଦେଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କୁ ପରାମର୍ଶ ଦେଇ ଆତଙ୍କିତ ନ ହେବାକୁ କହିଛନ୍ତି । ପଜିଟିଭ୍ କେସ୍ ଗୁଡ଼ିକ କଣ୍ଟେଣ୍ଡ୍ ଏରିଆରୁ ଆସିଛି ଏବଂ ସଂକ୍ରମଣର ଉତ୍ସ ଜଣାପଡ଼ିଛି । ତେଣୁ ଭୟଭୀତ ନ ହୋଇ ସମସ୍ତେ ସତର୍କରେ ରୁଅନ୍ତୁ ଏବଂ ଲକ୍ ଡାଉନ୍ କୁ କଡ଼ାକଡ଼ି ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ ନିୟମ ଖିଲାପକାରୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ସାମାଜିକ ଦୂରତ୍ୱ କଟକଣା ଉଲ୍ଲଂଘନକାରୀଙ୍କ ପ୍ରତି ସରକାର ଜିରୋ ଟଲେରାନ୍ସ ହେବେ । ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇ କଠୋର ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଲୋକମାନେ ଘରେ ରୁହନ୍ତୁ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର ନିବେଦନ କରୁଛନ୍ତି ।
Previous Post

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ପାଇଁ କଠୋର ହେଲେ ମୁଖ୍ୟମନ୍ତ୍ରୀ

Next Post

୫୨୫ ଶଯ୍ୟାର ସମ୍ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ

Next Post
୫୨୫ ଶଯ୍ୟାର ସମ୍ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ

୫୨୫ ଶଯ୍ୟାର ସମ୍ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA