Thursday, May 21, 2026 08:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବର୍ଷ ବର୍ଷ ପଡୁଥିଲା, ସାତ ଦିନରେ ହେଲା

by Our Correspondent
06 Jan, 2020- 11:55 PM
in Latest News, News
1 min read
0
ବର୍ଷ ବର୍ଷ ପଡୁଥିଲା, ସାତ ଦିନରେ ହେଲା

ପଦୋନ୍ନତି ପାଇଲେ ୩୧୬୬ କର୍ମଚାରୀ

ଭୁୁବନେଶ୍ୱର: ତଳିଆ କର୍ମଚାରୀଙ୍କ ପଦୋନ୍ନତି ଫାଇଲ୍ ବର୍ଷ ବର୍ଷ ଧରି ପଡ଼ି ରହୁଥିଲା । ଉପରିସ୍ଥ ଅଧିକାରୀଙ୍କ ମର୍ଜିରେ ଝୁଲୁଥିଲା ସେମାନଙ୍କ ଭାଗ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ଛାଟ ଏହାକୁ ବଦଳାଇ ଦେଇଛି । ଡିସେମ୍ବର ୩୧ ତାରିଖ ସୁଦ୍ଧା ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପାଳନ ହୋଇଛି । ଡିସେମ୍ବର ୨୪ରୁ ୩୧ ତାରିଖ ସୁଦ୍ଧା ସର୍ବମୋଟ ୩୧୬୬ କର୍ମଚାରୀଙ୍କୁ ପଦୋନ୍ନତି ମିଳିଛି । ପଦୋନ୍ନତି କ୍ଷେତ୍ରରେ ଏହା ରେକର୍ଡ ସୃଷ୍ଟି କରିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଉକ୍ତ ସମୟ ମଧ୍ୟରେ ବିଭିନ୍ନ ବିଭାଗରୁ ଗ୍ରୁପ୍-ଏ ରେ ୮୫୨ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ଗ୍ରୁପ୍-ବି ରେ ୫୨୭, ଗ୍ରୁପ୍-ସି ରେ ୧୪୯୬ ଏବଂ ଗ୍ରୁପ୍-ଡି ରେ ୨୯୧ ଜଣଙ୍କୁ ପଦୋନ୍ନତି ଦିଆଯାଇଛି । ଏହାପୂର୍ବରୁ ଅର୍ଥାତ୍ ୨୦୧୯ ବର୍ଷରେ ଜାନୁଆରୀରୁ ନଭେମ୍ବର ମଧ୍ୟରେ ବିଭିନ୍ନ ବର୍ଗରେ ୯୭୬୬ ଜଣ ପଦୋନ୍ନତି ପାଇଥିଲେ । ଡିସେମ୍ବର ମାସର ପଦୋନ୍ନତି ସଂଖ୍ୟା(୩୧୬୬)କୁ ମିଶାଇ ୨୦୧୯ ବର୍ଷରେ ବିଭିନ୍ନ ବର୍ଗର ୧୨,୯୩୨ ଜଣ କର୍ମଚାରୀ ପଦୋନ୍ନତି ସୁବିଧା ପାଇପାରିଛନ୍ତି । ସେଥିମଧ୍ୟରୁ କେବଳ ଜିଲ୍ଲାସ୍ତରରେ ୩୧୩୯ ଜଣ ଦୋନ୍ନତି ପାଇଛନ୍ତି ।
ବିଭାଗୱାରୀ ତାଲିକାରେ ସ୍ୱରାଷ୍ଟ୍ର ବିଭାଗର ସର୍ବାଧିକ ୨୩୩୦ ଜଣ ପଦୋନ୍ନତି ପାଇଥିବା ବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରୁ ୧୩୦୭ ଜଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ୧୨୫୧ ଜଣ ପଦୋନ୍ନତି ପାଇଛନ୍ତି । ଜିଲ୍ଲାସ୍ତରରେ କଟକ ଜିଲ୍ଲାରୁ ସର୍ବାଧିକ ୭୪୮ ଜଣ ପଦୋନ୍ନତି ପାଇଛନ୍ତି । ମୟୁରଭଞ୍ଜ ଜିଲ୍ଲାରୁ ୨୧୮ ଓ ଗଞ୍ଜାମରୁ ୧୯୪ ଜଣଙ୍କୁ ମିଳିଛି ପଦୋନ୍ନତି ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ନୂତନ ୫ଟି ନୀତିରେ ସମୟ, ସ୍ୱଚ୍ଛତା, ମିଳିତ ଉଦ୍ୟମ, ବୈଷୟିକ କୌଶଳର ପ୍ରୟୋଗ ଜରିଆରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଛି । ୫ଟିର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ କର୍ମଚାରୀଙ୍କୁ ବିବେଚନା କରାଯାଉଛି । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅସଜଡ଼ା ପଦୋନ୍ନତି ପ୍ରକ୍ରିୟାକୁ ଆଗ ସଜାଡ଼ିଛନ୍ତି । କର୍ମଚାରୀଙ୍କ ପଦୋନ୍ନତିରେ ଅଯଥା ବିଳମ୍ବ ଉପରେ ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଯୋଗ୍ୟ କର୍ମଚାରୀଙ୍କୁ ଯଥା ସମୟରେ ପଦୋନ୍ନତି ଦେବା ପାଇଁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦେଇଛନ୍ତି ।
Previous Post

ଚିହ୍ନା ହେଲେଣି ଜେଏନୟୁ ହମଲାର ମାଷ୍ଟରମାଇଣ୍ଡ!

Next Post

ଓଏଏସ୍ ପାଇଲେ ୭୨ ଝିଅ, ଦେବାଶିଷ ପଣ୍ଡା ଟପ୍ପର୍

Next Post
ଓଏଏସ୍  ପାଇଲେ ୭୨ ଝିଅ, ଦେବାଶିଷ ପଣ୍ଡା ଟପ୍ପର୍

ଓଏଏସ୍ ପାଇଲେ ୭୨ ଝିଅ, ଦେବାଶିଷ ପଣ୍ଡା ଟପ୍ପର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA