Tuesday, May 26, 2026 06:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୟ ଶର୍ମାଙ୍କ ଫାୟାର୍ ଡକ୍ୟୁମେଣ୍ଟ ଛାନଭିନ୍

by Our Correspondent
25 Jan, 2020- 12:35 AM
in Latest News, News
1 min read
1
ବିଜୟ ଶର୍ମାଙ୍କ ଫାୟାର୍ ଡକ୍ୟୁମେଣ୍ଟ ଛାନଭିନ୍
ଭୁୁବନେଶ୍ୱର: ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନରେ ଦୁର୍ନୀତି ଓ ଅନିୟମିତତାର ଛାନଭିନ୍ କରିଛନ୍ତି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ହାଇଲେଭଲ୍ କମିଟି । ଗତ ଦୁଇବର୍ଷ ଭିତରେ ଅଗ୍ନି ନିରାପତ୍ତା ଆବେଦନ କେତୋଟି ଆସିଥିଲା, କେତେ ଜଣଙ୍କର ଅଟକି ରହିଛି, କେତେଜଣ ପାଇଛନ୍ତି ଓ କେତେଜଣଙ୍କର ବାତିଲ ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇଛି । କିଛି ନିର୍ଦ୍ଦିଷ୍ଟ ଅଭିଯୋଗର ବିଶେଷ ଖୋଳତାଡ଼ ହୋଇଥିବା ଜଣାପଡ଼ିଛି ।
ବିଜୟ ଶର୍ମା ଅଗ୍ନିଶମ ଡିଜି ଥିବା ବେଳେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଥିଲା । ବଡ଼ ବଡ଼ ହୋଟେଲ, ସପିଂ ମଲ୍, ହସ୍ପିଟାଲ୍, ବ୍ୟବସାୟ ପ୍ରତିଷ୍ଠାନକୁ ସାର୍ଟିଫିକେଟ୍ ପ୍ରଦାନ କ୍ଷେତ୍ରରେ ଦୋ ନମ୍ବରୀ କାରସାଦି ହେଉଥିବାର ନିର୍ଦ୍ଦିଷ୍ଟ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବା ପରେ ସେ ଖଡଗହସ୍ତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଏହାର ତନାଘନା କରାଯାଇଥିଲା । କିଛି ସାଂଘାତିକ ସୁରାକ୍ ମିଳିଲା ପରେ ଭାରପ୍ରାପ୍ତ ଡିଜି ଭାବେ କାର୍ଯ୍ୟ କରୁଥିବା ଅଗ୍ନିଶମ ଡିଜି ବିଜୟ ଶର୍ମାଙ୍କୁ ଗତ ନଭେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଅଚାନକ ହଟାଇ ଦେଇଥିଲେ ।
ଶ୍ରୀ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭଳି ଏକ ଗୁରୁତ୍ୱହୀନ ବିଭାଗକୁ ବଦଳି କରାଯିବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁଡ଼ିକର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏକ ହାଇଲେଭଲ୍ କମିଟି ଗଠନ କରିଥିଲେ । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏହି କମିଟିରେ ଅଛନ୍ତି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ।
ପୂର୍ବରୁ ଏହି କମିଟିର ପ୍ରଥମ ବୈଠକ ହୋଇସାରିଛି । ଶୁକ୍ରବାର ଦିନ କମିଟିର ଦ୍ୱିତୀୟ ବୈଠକ ବସିଥିଲା । ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି ସତ୍ୟଜିତ୍ ମହାନ୍ତି ବୈଠକରେ ଉପସ୍ଥିତ ଥିଲେ । କମିଟିର ପରବର୍ତ୍ତୀ ବୈଠକରେ ବିଜୟ ଶର୍ମାଙ୍କୁ ହାଜର ହେବାକୁ ପଡ଼ିପାରେ ବୋଲି ସୂଚନା ମିଳିଛି ।
Previous Post

ଭାଙ୍ଗିଲା କଲେଜ ଗଭର୍ଣ୍ଣିଂ ବଡି

Next Post

ଆଦିବାସୀ ମେଳା ଉଦଘାଟିତ

Next Post
ଆଦିବାସୀ ମେଳା ଉଦଘାଟିତ

ଆଦିବାସୀ ମେଳା ଉଦଘାଟିତ

Comments 1

  1. Sashi Sethi says:
    6 years ago

    ଵିଜୟ ଶର୍ମା ରାଜା ଘର ଛୂଆ,ମହବତ ରେ ପେଟରେ ହୋଇଛନ୍ତି,କିଛି ଦୋ ନମ୍ବର କାମ ସେ କରିବେ ନାହିଁ, ଶର୍ମା ଜୀ ଟାଇଗର ସବୁ ଦିନ ଟାଇଗର ରହିବ,

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA