Tuesday, May 26, 2026 04:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବ୍ଲୁ ସିଡ଼ିର ନାୟିକା ଫେରାର

by Our Correspondent
17 Dec, 2016- 12:37 PM
in News
1 min read
0
ବ୍ଲୁ ସିଡ଼ିର ନାୟିକା ଫେରାର

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ବ୍ଲୁ ସିଡିରେ ରହିଥିବା ବ୍ୟକ୍ତିଜଣଙ୍କ ସେ ନୁହଁନ୍ତି ବୋଲି ମେୟର ଅନନ୍ତ ନାରାୟଣ ଜେନା ଦାବି କରି ଆଇନ ଓ ଆଇନ ବାହାର ଲଢ଼େଇକୁ ଓହ୍ଲେଇଥିବା ବେଳେ ସଂପୃକ୍ତା ମହିଳାଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ନିର୍ଦ୍ଦିଷ୍ଟ ଭିଡ଼ିଓ କ୍ଲିପିଂରେ ଦୁଇ ଦୁଇ ପୁରୁଷଙ୍କ ସହ ଆପତ୍ତିଜନକ ଦୃଶ୍ୟରେ ଥିବା ଏହି ମହିଳାଙ୍କ ସମ୍ପର୍କରେ ଗଣମାଧ୍ୟମ ଖୋଳତାଡ଼ ଆରମ୍ଭ କରିଛନ୍ତି । ତେବେ ମହିଳାଜଣଙ୍କ କେଉଁଆଡେ ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି ।

ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁଯାୟୀ, ଚେହେରା ଓ ବେଶଭୂଷାରେ ଆଭିଜାତ୍ୟସମ୍ପନ୍ନ ଦେଖାଯାଉଥିବା ସମ୍ପୃକ୍ତ ମହିଳା ବାସ୍ତବରେ ସେୟା ନୁହଁନ୍ତି । ଗୃହିଣୀ ଆଉ ଛୋଟକାଟିଆ ନେତ୍ରୀ । ସ୍ୱାମୀ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ପିଅନ ଚାକିରି କରିଛନ୍ତି । ୟୁନିଟ୍-୮ରେ ଏକ ସରକାରୀ କ୍ୱାଟର ପାଇଛନ୍ତି ସେ । ୧୯୯୭ ମସିହାରୁ ଏହି କ୍ୱାଟରରେ ପରିବାର ସହ ରହୁଥିଲେ ମଧ୍ୟ ଏବେ ରହୁନାହାନ୍ତି । ଶିରିଡ଼ ସାଇଙ୍କର ପରମ ଭକ୍ତ ଏହି ଦମ୍ପତ୍ତିଙ୍କ ଝିଅ ଆଇନ ଡିଗ୍ରୀ ପଢ଼ୁଛନ୍ତି । ଏହି ଝିଅ ହିଁ ନିଜ ବାପାମାଆଙ୍କର କେଳେଙ୍କାରୀକୁ ବୟଫ୍ରେଣ୍ଡ ଋଷିଙ୍କ ସହାୟତାରେ କ୍ୟାମେରାରେ ଧରିଥିବା କୁହାଯାଉଛି । ସଂଯୋଗ ହେଉ କି ଦୁର୍ଯୋଗ ହେଉ, ସଂପୃକ୍ତା ମହିଳାଙ୍କ ଫେସ୍ ବୁକ୍ ଆକାଉଣ୍ଟ ଫ୍ରେଣ୍ଡଲିଷ୍ଟର ପ୍ରଥମରେ ଅଛନ୍ତି ମେୟର । ତେବେ ଘଟଣା ସମ୍ପର୍କରେ ଗଣମାଧ୍ୟମ ପକ୍ଷରୁ ଏହି ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ମାଆଝିଅଙ୍କର ଖୋଜଖବର ମିଳୁନାହିଁ ।

ତେବେ ସେ ଯାହା ହେଉ, ମେୟରଙ୍କ ସଂପୃକ୍ତି ଅଭିଯୋଗ ଉଠିଥିବା ବିବାଦୀୟ ସେକ୍ସ ସିଡ଼ି ଏବେ ପୁଲିସ ଓ କୋର୍ଟର ବିଚାର ପରିସରକୁ ଚାଲିଯାଇଛି । ଏଥିସହ ଋଷି ମୃତ୍ୟୁ ମାମଲାର ରିଓପନ୍ ପାଇଁ ତାଙ୍କ ପରିବାର ଆବେଦନ କରିବେ ବୋଲି ସୂଚନା ଦେଲେଣି । ଏଭଳି ସମ୍ବେଦନଶୀଳ ମାମଲାର ସତ୍ୟାସତ୍ୟକୁ ଏବେ ସମସ୍ତଙ୍କ ଅପେକ୍ଷା ।

Previous Post

ସୁତାଖିଅରେ ମେୟରଙ୍କ ଭବିଷ୍ୟତ

Next Post

ମେୟରଙ୍କ କୋଟିଏ ଟଙ୍କାର ମିଛ

Next Post
ମେୟରଙ୍କ କୋଟିଏ ଟଙ୍କାର ମିଛ

ମେୟରଙ୍କ କୋଟିଏ ଟଙ୍କାର ମିଛ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA