Tuesday, May 26, 2026 10:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭବାନୀ ପଟ୍ଟନାୟକଙ୍କ ସ୍ମୃତିରେ ‘ପ୍ରଣାମ ମହାନୁଭବ’

by Our Correspondent
23 May, 2020- 09:58 PM
in Latest News, News
1 min read
0
ଭବାନୀ ପଟ୍ଟନାୟକଙ୍କ ସ୍ମୃତିରେ ‘ପ୍ରଣାମ ମହାନୁଭବ’

ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଅନ୍ୟତମ ମୁରବୀ, ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କର ଆସନ୍ତା ୨୫ ତାରିଖ ସୋମବାର ଦିନ ଏକାଦଶାହ । ଏହି ମହାନ୍ ବ୍ୟକ୍ତିଙ୍କ ସ୍ମୃତିରେ ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ସେଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ପ୍ରଣାମ ମହାନୁଭବ’ ଆୟୋଜନ କରାଯାଇଛି । ଲକଡାଉନ୍ କଟକଣା ଦୃଷ୍ଟିରୁ ସାମାଜିକ ଦୂରତ୍ୱ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
କାର୍ଯ୍ୟକ୍ରମରେ ରାମଧୂନ ଗାନ ସହ ସ୍ୱର୍ଗତ ସଂଗ୍ରାମୀଙ୍କ ଫଟୋ ଚିତ୍ରରେ କେବଳ ମାଲ୍ୟାର୍ପଣ କରାଯିବ । ପରବର୍ତ୍ତୀ ସମୟରେ ବର୍ଷବ୍ୟାପୀ ରାଜ୍ୟ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ଏଥିଲାଗି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ସ୍ମୃତି କମିଟି ଗଠନ କରାଯାଇଛି ।
ଆଜି ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ଅନୁଷ୍ଠିତ ବୈଠକରେ ରାଜ୍ୟସ୍ତରୀୟ କମିଟି ଘୋଷଣା କରାଯାଇଛି ।

ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀଙ୍କ ଆବାହକତ୍ୱରେ ଗଠନ କରାଯାଇଥିବା ଏହି କମିଟିରେ ଉପଦେଷ୍ଟା ଅଛନ୍ତି ଗାନ୍ଧୀବାଦୀ ଶ୍ରୀମତୀ କୃଷ୍ଣା ମହାନ୍ତି, ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଓ ନକୁଳ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଉପସଭାପତି : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସମୀର ରଞ୍ଜନ ଦାଶ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସିପିଏମ ନେତା ସୁରେଶ ପାଣିଗ୍ରାହୀ, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ଗାନ୍ଧୀବାଦୀ ପ୍ରହ୍ଲାଦ ସିଂ, ଅରୁନ୍ଧତୀ ଦେବୀ, ବିଧାୟକ ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ।
ସାଧାରଣ ସମ୍ପାଦକ: ରାଜ୍ୟ ଯୁବକଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ଶିକ୍ଷାବିତ ମନୀନ୍ଦ୍ର କୁମାର ସାମଲ, ଉପେନ୍ଦ୍ର ପାଢ଼ୀ, ଗାନ୍ଧୀବାଦୀ କାର୍ଯ୍ୟକର୍ତ୍ତା ଅଭୟ ବଡ଼ଜେନା, ମଧୁ ଭାଇ, ମନୋଜ ଜେନା, ପ୍ରମେଶ ମହାନ୍ତି, ମିହିର ପ୍ରତାପ ଦାସ, ରବି ସାମଲ, ଶ୍ରୀକାନ୍ତ ସାମଲ, ଜଗନ୍ନାଥ ପାଢ଼ୀ, ବିଚିତ୍ରାନନ୍ଦ ନାୟକ, ଶ୍ୟାମାପ୍ରସାଦ ପଟ୍ଟନାୟକ, ହେବଣଉଧର ସେନାପତି, ଡକ୍ଟର ଅତୁଲ୍ୟ ପ୍ରଧାନ, ସଂଗ୍ରାମ କେଶରୀ ପାଇକରାୟ, ଶିବନାରାୟଣ ମିଶ୍ର, ଦେବପ୍ରସାଦ ପରିଜା ।
Previous Post

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

Next Post

ଆହତ ବାପାଙ୍କୁ ୧୨୦୦ କିମି ସାଇକେଲରେ ବୋହି ଆଣିଥିବା ଝିଅ

Next Post
ଆହତ ବାପାଙ୍କୁ ୧୨୦୦ କିମି ସାଇକେଲରେ ବୋହି ଆଣିଥିବା ଝିଅ

ଆହତ ବାପାଙ୍କୁ ୧୨୦୦ କିମି ସାଇକେଲରେ ବୋହି ଆଣିଥିବା ଝିଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA