Monday, May 25, 2026 03:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭାଙ୍ଗିଲା କଲେଜ ଗଭର୍ଣ୍ଣିଂ ବଡି

by Our Correspondent
24 Jan, 2020- 10:44 PM
in Latest News, News
1 min read
0
ଭାଙ୍ଗିଲା କଲେଜ ଗଭର୍ଣ୍ଣିଂ ବଡି
ଭୁବନେଶ୍ୱର: କଲେଜ ପରିଚାଳନା ବା ଗଭର୍ଣ୍ଣଂ ବଡିରୁ ନେତାଙ୍କୁ ହଟାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଗତକାଲି ସୂଚନା ଦେଇଥିଲେ । ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ତାହାର କାର୍ଯ୍ୟକାରିତା ଆରମ୍ଭ ହୋଇଛି । ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜଗୁଡ଼ିକର ଗଭର୍ଣ୍ଣିଂ ବଡିକୁ ଭାଙ୍ଗି ଦିଆଯାଇଛି । ଏହାକୁ ତତକ୍ଷଣାତ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡିଗ୍ରୀ କଲେଜଗୁଡ଼ିକର ଗଭର୍ଣ୍ଣିଂ ବଡିର ସଭାପତି ଭାବେ ଏଡ଼ିଏମ୍ ଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ଜିଲ୍ଲା ସଦର ମହକୁମା ବାହାରେ ଥିବା କଲେଗଜୁଡ଼ିକରେ ଉପ ଜିଲ୍ଲାପାଳ ଗଭର୍ଣ୍ଣିଂ ବଡିର ସଭାପତି ରହିବେ । ତେବେ ସ୍ୱୟଂଶାସିତ କଲେଜ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।
ତେବେ କଲେଜ ଗଭର୍ଣ୍ଣିଂ ବଡିରୁ ନେତାଙ୍କ ଅପସାରଣ ନେଇ ମନ୍ତ୍ରୀଙ୍କ ଘୋଷଣା ରାଜନୈତିକ ତୁମ୍ବିତୋଫାନ ସୃଷ୍ଟି କରିଛି । ଖୋଦ୍ ଶାସକ ଦଳରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଆସିଛି । ମନ୍ତ୍ରୀ ସୁଶାନ୍ତ ସିଂ ଆଜି ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । କଲେଜ ଗଭର୍ଣ୍ଣଂ ବଡ଼ିର ସଭାପତି ପଦରେ ବିଧାୟକ ନରହିବା ସ୍ୱାଗତଯୋଗ୍ୟ ହୋଇଥିଲେ ମଧ୍ୟ ବିଧାୟକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦେବା ନିଷ୍ପତ୍ତି ସହ ଏକମତ ହୋଇନାହାନ୍ତି । କଲେଜର ଭିତ୍ତିଭୂମି ଉନ୍ନୟନ ଓ ଅନ୍ୟାନ୍ୟ ବିକାଶ ପାଇଁ ବିଧାୟକଙ୍କୁ ଗଭର୍ଣ୍ଣିଂ ବଡ଼ିରେ ରଖିବା ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସିଂ ମତ ଦେଇଛନ୍ତି ।
ସେପଟେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ପଛରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ ଦଳ । କଂଗ୍ରେସ ବିଧାୟକମାନେ ଏଭଳି ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରୁଥିଲା ବେଳେ ବିଜେପି ରାଜନୈତିକ ହମଲା ଆରମ୍ଭ କରିଛି ।
Previous Post

ଅରୁଣଙ୍କ ଛାଟ: କଲେଜ ପରିଚାଳନାରୁ ହଟିବେ ନେତା

Next Post

ବିଜୟ ଶର୍ମାଙ୍କ ଫାୟାର୍ ଡକ୍ୟୁମେଣ୍ଟ ଛାନଭିନ୍

Next Post
ବିଜୟ ଶର୍ମାଙ୍କ ଫାୟାର୍ ଡକ୍ୟୁମେଣ୍ଟ ଛାନଭିନ୍

ବିଜୟ ଶର୍ମାଙ୍କ ଫାୟାର୍ ଡକ୍ୟୁମେଣ୍ଟ ଛାନଭିନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA