Monday, May 25, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭାରତ ମାଟିରେ ରାଫେଲ୍

by Our Correspondent
29 Jul, 2020- 04:56 PM
in Latest News
1 min read
0
ଭାରତ ମାଟିରେ ରାଫେଲ୍
ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଫ୍ରାନ୍ସ ନିର୍ମିତ ରାଫେଲ୍ ଏବେ ଭାରତୀୟ ବାୟୁସେନାର ଲଢ଼ୁଆ ସୈନିକ । ଦୀର୍ଘ ୭୦୦୦ କିମି ଉଡ଼ାଣ ପରେ ଭାରତ ମାଟି ଛୁଇଁଛନ୍ତି ୫ଟି ଫାଇଟର୍ ଜେଟ୍ ରାଫେଲ୍ । ଆଜି ଅପରାହ୍ନ ପ୍ରାୟ ୩.୧୫ ମିନିଟ୍ ରେ ହରିଆନାର ଅମ୍ବାଲା ଏୟାର ଫୋର୍ସ ବେସ୍ ରେ ଅବତରଣ କରାଯାଇଛି ।
ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଗେମ୍ ଚେଞ୍ଜର୍ କୁହାଯାଉଥିବା ଏହି ଶକ୍ତିଶାଳୀ ଯୁଦ୍ଧ ବିମାନକୁ ପାଇ ସାରା ଦେଶରେ ଖୁସି ଓ ଉତ୍ସାହ ର ଲହରୀ ଖେଳିଯାଇଛି । ଭାରତୀୟ ପ୍ରତିରକ୍ଷା ଇତିହାସରେ ଏକ ନୂଆ ଯୁଗର ଆରମ୍ଭ ହେଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରିଛନ୍ତି । ଅମ୍ବଲା ଏୟାର ବେସ୍ ରେ ରାଫେଲ୍ କୁ ସ୍ୱାଗତ କରିଥିଲେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ । ୧୭ ନଂ ସ୍କ୍ୱାର୍ଡନ୍ ‘ଗୋଲଡେନ୍ ଆରୋସ୍’ ରେ ଏଗୁଡ଼ିକ ସାମିଲ ହେବେ ।
ଗତ ସୋମବାର ଦିନ ସିଙ୍ଗଲ୍ ସିଟର୍ ୩ ଟି ଏବଂ ଡବଲ୍ ସିଟର୍ ଦୁଇଟି ରାଫେଲ୍ ବିମାନ ଫ୍ରାନ୍ସର ମେରିଗନାକ୍ ଏୟାରବେସ୍ ରୁ ଉଡାଣ ଆରମ୍ଭ କରିଥିଲା । ଫ୍ରାନ୍ସ ଛାଡ଼ିବା ପରେ ୩୦ ହଜାର ଫୁଟ୍ ଉଚ୍ଚରେ ସମସ୍ତ ବିମାନରେ ଫ୍ରାନ୍ସ ଟ୍ୟାଙ୍କର ଦ୍ୱାରା ଇନ୍ଧନ ଭର୍ତ୍ତି କରାଯାଇଥିଲା । ଲମ୍ବା ଉଡ଼ାଣରେ ଆସୁଥିବା ଏହି ବିମାନଗୁଡ଼ିକ ପାଇଁ ଗତକାଲି ସଂଧ୍ୟାରେ ୟୁଏଇରେ ଏକ ଷ୍ଟପ୍ ଓଭର୍ ରଖାଯାଇଥିଲା । ଧ୍ରାଫ୍ରା ଏୟରବେସ୍ ରେ ଏହା ବିରତି ନେବା ପରେ ଆରବ ସାଗର ଉପର ଦେଇ ଭାରତ ମାଟିକୁ ଆସିଥିଲା ।
ମିରାଜ, ସୁଖୋଇ ପରେ ସର୍ବାଧିକ ଶକ୍ତିଶାଳୀ ଯୁଦ୍ଧ ବିମାନ ହୋଇଛି ରାଫେଲ୍ । ଚୀନ୍ ପାଖରେ ଥିବା ଜେ-୨୦ ଏବଂ ପାକିସ୍ଥାନ ପାଖରେ ଥିବା ଜେଏଫ୍-୧୭ ର ମୁକାବିଲା ପାଇଁ ରାଫେଲ୍ ଲଢ଼ୁଆ ବିମାନ ଯଥେଷ୍ଟ ବୋଲି କୁହାଯାଉଛି । ରାଫେଲ୍ ଘଣ୍ଟାକୁ ସର୍ବାଧିକ ୨୨୨୨.୬ କିମି ବେଗରେ ଉଡିପାରିବା ସହ ଶତ୍ରୁ ପକ୍ଷର ଆକ୍ରମଣ ବେଳେ ୫୪ ହଜାର ଫୁଟକୁ ଉଠିପାରିବାର କ୍ଷମତା ରଖିଛି । ଥରେ ଜାଲେଣି ଭର୍ତ୍ତି ହେଲେ ରାଫେଲ୍ ୩୭୦୦ କିମି ଯାଏ ଯାଇପାରିବ । ଆକାଶରେ ଜାଲେଣି ଭର୍ତ୍ତି ହେଲେ ସେହି ଅନୁସାରେ ଅଧିକ ପଥ ଅତିକ୍ରମ କରିପାରିବ ।
ରାଫେଲ୍ ଜରିଆରେ ଶତ୍ରୁଦେଶ ଚୀନ୍ ଓ ପାକିସ୍ଥାନକୁ ଭାରତ ଉଚିତ ଜବାବ ଦେଇପାରିବ । ରାଫେଲ୍ ଜେଟ୍ ଗୁଡ଼ିକୁ ଚୀନ୍ ସହିତ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ମୁତୟନ କରାଯିବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଭାରତ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ୍ ପାଇଛି । ସମୁଦାୟ ୩୬ଟି ରାଫେଲ ବିମାନ କିଣିବା ପାଇଁ ଭାରତ ସରକାର ଫ୍ରାନ୍ସ ସହିତ ୫୯ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି ।
Previous Post

୧୦୬୮ ନୂଆ ପଜିଟିଭ୍, ୫ ମୃତ

Next Post

କୋଭିଡ୍ ନିୟମ ଉଲ୍ଲଂଘନ: ଅମାନିଆ ଜୟନାରାୟଣଙ୍କୁ ଦଳର ସମର୍ଥନ

Next Post
କୋଭିଡ୍ ନିୟମ ଉଲ୍ଲଂଘନ: ଅମାନିଆ ଜୟନାରାୟଣଙ୍କୁ ଦଳର ସମର୍ଥନ

କୋଭିଡ୍ ନିୟମ ଉଲ୍ଲଂଘନ: ଅମାନିଆ ଜୟନାରାୟଣଙ୍କୁ ଦଳର ସମର୍ଥନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA