Thursday, April 16, 2026 09:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ସଞ୍ଜୟ ପ୍ରାଇଭେଟ୍‌ ଲିମିଟେଡ଼…

by Our Correspondent
08 Apr, 2016- 12:45 PM
in News
1 min read
0
ସଞ୍ଜୟ ପ୍ରାଇଭେଟ୍‌ ଲିମିଟେଡ଼…

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିବାଦ ପିଛା ଛାଡୁନି । ତାଙ୍କର ବିଶାଳ ସମ୍ପତ୍ତିବାଡ଼ି ବି ଏବେ ସର୍ବସାଧାରଣଙ୍କ ନଜରକୁ ଆସିଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ମାଲିକାନାରେ ସଞ୍ଜୟଙ୍କ “ସର୍ବସାଧାରଣ’’ ଖବରକାଗଜ ସଂସ୍ଥା ଛଡ଼ା ଅନ୍ୟ ୬ ଟି ସଂସ୍ଥା ରହିଛି । ସେ ଓ ତାଙ୍କ ସମ୍ପର୍କୀୟମାନଙ୍କ ନାଁରେ ଏହି ସଂସ୍ଥାଗୁଡ଼ିକ କାର୍ଯ୍ୟ କରୁଛି । ରେଜିଷ୍ଟ୍ରିଭୁକ୍ତ ଏହି ସଂସ୍ଥାଗୁଡ଼ିକ ହେଉଛି (୧) ଟିମ୍‌ ମିଡିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍‌ ଲିମିଟେଡ (୨) ନୀଳାଚଳ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ଼ (୩) ନୀଳାଚଳ ଗ୍ରାନାଇଟସ୍‌ ପ୍ରାଇଭେଟ୍‌ ଲିମିଟେଡ (୪)ଟେକ୍‌ନୋଶ୍ରାଇନ୍‌ ଇନଫୋସଲୁସନ୍‌  ପ୍ରାଇଭେଟ୍‌ ଲିମିଟେଡ଼ (୫)ନୀଳାଚଳ ବିଲଡର୍ସ ପ୍ରାଇଭେଟ୍‌ ଲିମିଟେଡ଼ ଏବଂ (୬) ନଇନା ମାଇନିଂ ପ୍ରାଇଭେଟ୍‌ ଲିମିଟେଡ଼ । ଏହି ସଂସ୍ଥାଗୁଡ଼ିକର ନିର୍ଦେଶକମଣ୍ଡଳୀରେ ବାପା,ପତ୍ନୀ, ସଳା ଏବଂ ଅନ୍ୟ ସମ୍ପର୍କୀୟ ଅଛନ୍ତି । ସଂସ୍ଥାଗୁଡ଼ିକର ଅଫିସ୍‌ ଆଡ୍ରେସ୍‌ ରହିଛି ଏଲ-୩/୨,ଲେବର୍‌ କଲୋନୀ, ଖାରବେଳନଗର ଯାହାକି ସଞ୍ଜୟଙ୍କ ନିଜସ୍ୱ ବାସଭବନ । ବ୍ରାଞ୍ଚ ଅଫିସ୍‌ ଆଡ୍ରେସ ଅଛି ଏଚଆଇଜି-୨/୩୧୮, ସତ୍ୟସାଇ ଏନକ୍ଲେଭ୍‌,କୋଳଥିଆ, ଭୁବନେଶ୍ୱର ।

ପାଜେରୋ ବିବାଦରେ ଫସିଥିବା ସଞ୍ଜୟଙ୍କର ଏତେଗୁଡ଼ାଏ ସଂସ୍ଥାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।  ବିରୋଧୀ ପ୍ରତିପକ୍ଷ ଲୁଲୁ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୫ ଟି ସଂସ୍ଥାର ତଥ୍ୟ ଉପସ୍ଥାପନ କରି ସଞ୍ଜୟଙ୍କୁ ପୁଣି ଘେରିଛନ୍ତି । ସେ ଏହି ସଂସ୍ଥାଗୁଡ଼ିକରେ ଚିଟ୍‌ଫଣ୍ଡ ପଇସା ଲାଗିଥିବା ଅନୁମାନ ଲଗାଇଛନ୍ତି । ବାସ୍ତବରେ ଏତେଗୁଡ଼ାଏ ସଂସ୍ଥା ପଛରେ କେଉଁ ପଇସା ଲାଗିଛି ତାହା ତଦନ୍ତ କଲେ ଜଣାପଡ଼ିବ । ତେବେ ଏହା ସତ ଯେ, ୨୦୦୯ ସାଧାରଣ ନିର୍ବାଚନ ପ୍ରାର୍ଥୀପତ୍ର ଆଫିଡେଭିଟ୍‌ରେ ସଞ୍ଜୟ ନିଜର ସମ୍ପତ୍ତି ମାତ୍ର କେଇ ଲକ୍ଷ ଦର୍ଶାଇଥିଲେ । ତେଣୁ ଏତେ କମ୍‌ ସମୟ ମଧ୍ୟରେ ସେ ଏତେଗୁଡ଼ାଏ ସମ୍ପତ୍ତି କୁଆଡୁ ଅର୍ଜିଲେ ତାହା ପ୍ରଶ୍ନ ସୃଷ୍ଟି କରିଛି ।

Previous Post

ସଞ୍ଜୟ ବଞ୍ଚାଓ: ମୁଖ୍ୟମନ୍ତ୍ରୀଙ୍କ ପାଖେ ଫେରାଦ ହେଲେ ଯୁବ ବିଗ୍ରେଡ୍‌

Next Post

ପୁଣି ଆସୁଛି ସର୍ବସାଧାରଣ ଝଡ଼

Next Post
ପୁଣି ଆସୁଛି ସର୍ବସାଧାରଣ ଝଡ଼

ପୁଣି ଆସୁଛି ସର୍ବସାଧାରଣ ଝଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA