Monday, May 18, 2026 06:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାଂସଦ ପଦ ଛାଡ଼ିଲେ ବୈଜୟନ୍ତ

by Our Correspondent
12 Jun, 2018- 06:23 PM
in Latest News, News
1 min read
0
ସାଂସଦ ପଦ ଛାଡ଼ିଲେ ବୈଜୟନ୍ତ
ଭୁବନେଶ୍ୱର: ଲୋକସଭା ସଦସ୍ୟ ପଦ ଛାଡ଼ିଲେ ବୈଜୟନ୍ତ ପଣ୍ଡା । ବାଚସ୍ପତିଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଥିବା ଟୁଇଟ୍ କରି ଜଣାଇଛନ୍ତି । ଗତ ମାସ ୨୮ ତାରିଖରେ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖି ନିଜର ଇସ୍ତଫା ଜଣାଇଥିଲେ । ବାପାଙ୍କ ଶୁଦ୍ଧିକ୍ରିୟା ପରେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବେ ବୋଲି ସେହି ଚିଠିରେ ଉଲ୍ଲେଖ କରିଥିଲେ । ତେବେ ଶୁଦ୍ଧିକ୍ରିୟା ସରିବାର ୧୦ ଦିନ ପରେ ଆଜି ସେ ଲୋକସଭାରୁ ଇସ୍ତଫା ଦେଇଛନ୍ତି ।
ନିଜ ଟୁଇଟ୍ ରେ ବୈଜୟନ୍ତ ଲେଖିଛନ୍ତି ବାପାଙ୍କ ଶୁଦ୍ଧିକ୍ରିୟା ପରେ ସେ ବାଚସ୍ପତିଙ୍କୁ ଭେଟି ଇସ୍ତଫାପତ୍ର ଦେବାକୁ ଚାହିଁଥିଲେ । ମାତ୍ର ବାଚସ୍ପତି ବିଦେଶରେ ଥିବାରୁ ସେ ଭେଟିବା ସମ୍ଭବ ହୋଇନାହିଁ । ତେଣୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି ।
ବ୍ୟବସାୟରୁ ରାଜନୀତିକୁ ଆସିଥିବା ବୈଜୟନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ରାଜ୍ୟସଭାକୁ ପଠାଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ତାଙ୍କୁ କେନ୍ଦ୍ରାପଡ଼ା ଆସନରୁ ଟିକେଟ ଦେଇଥିଲେ । ୨୦୧୪ ମସିହାରେ ପୁନଶ୍ଚ ସେହି କେନ୍ଦ୍ରାପଡ଼ା ଆସନରୁ ବିଜେଡ଼ି ଟିକେଟ ପାଇ ନିର୍ବାଚିତ ହୋଇଥିଲେ ବୈଜୟନ୍ତ । ତେବେ ୨୦୧୪ ନିର୍ବାଚନ ଜିତିବା ପରଠାରୁ ବୈଜୟନ୍ତ ବିଜେଡ଼ି ଉପରେ ବିତୃଷ୍ଣା ହୋଇଥିଲେ । ଦଳର କାର୍ଯ୍ୟକଳାପ ତାଙ୍କୁ ଭଲ ଲାଗି ନ ଥିଲା । ଲୋକସଭାରେ ଫାଇନାନସ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ହାତେଇବାକୁ ଉଦ୍ୟମ କରି ବୈଜୟନ୍ତ ବିଫଳ ହୋଇଥିବାରୁ ବିଜେଡ଼ି ଉପରେ ତାଙ୍କର ରାଗ ବଢ଼ିଥିବା ଦଳ ପକ୍ଷରୁ କୁହାଯାଇଥିଲା । ବୈଜୟନ୍ତଙ୍କ ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତ ଜାନୁଆରୀ ୨୪ ତାରିଖରେ ବିଜେଡି ସଭାପତି ତାଙ୍କୁ ନିଲମ୍ବିତ କରିଥିଲେ । ୪ ମାସ ପରେ ଗତ ୨୮ ତାରିଖରେ ବୈଜୟନ୍ତ ବିଜେଡ଼ିରୁ ଇସ୍ତଫା ଦେଇଥିଲେ ।
Previous Post

ତଥାଗତଙ୍କ ପରିବର୍ତ୍ତନ !

Next Post

୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସମସ୍ତଙ୍କୁ ମାଗଣାରେ ସରକାରୀ ଚିକିତ୍ସା

Next Post
୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସମସ୍ତଙ୍କୁ ମାଗଣାରେ ସରକାରୀ ଚିକିତ୍ସା

୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସମସ୍ତଙ୍କୁ ମାଗଣାରେ ସରକାରୀ ଚିକିତ୍ସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA