Friday, January 16, 2026 11:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅମିତାଭ-ଅଭିଷେକ ବଚ୍ଚନଙ୍କୁ କରୋନା

by Our Correspondent
11 Jul, 2020- 11:54 PM
in Latest News, National, News
1 min read
0
ଅମିତାଭ-ଅଭିଷେକ ବଚ୍ଚନଙ୍କୁ କରୋନା
ମୁମ୍ବାଇ: ବଲିଉଡ୍ ଶେହେନସାହ ବିଗ୍ ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକଙ୍କୁ କରୋନା । ଦୁହିଁଙ୍କର କୋଭିଡ୍ ଟେଷ୍ଟ ପଜିଟିଭ୍ ଆସିଥିବାରୁ ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ଲୀଳାବତୀ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି । ଆଜି ରାତିରେ ପ୍ରଥମେ ବିଗ୍ ବି ଏବଂ ପରେ ଜୁନିୟର୍ ବଚନ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି । ତାଙ୍କ ପରିବାରବର୍ଗ ଏବଂ ଘରୋଇ ଷ୍ଟାଫ୍ ଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବା ସେମାନେ ସୂଚନା ଦେବା ସହ ୧୦ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ ନିଜର କୋଭିଡ୍ ଟେଷ୍ଟ କରାଇ ନେବାକୁ ବିଗ୍ ବି ଅନୁରୋଧ କରିଛନ୍ତି ।

ଅତ୍ୟନ୍ତ ଶୃଙ୍ଖଳିତ ଜୀବନଯାପନ କରୁଥିବା ୭୭ ବର୍ଷୀୟ ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହେବାର ଖବର ଆଲୋଡ଼ନ ସୃଷ୍ଟି କରିଛି । କରୋନା ଭାଇରସ୍ କୁ ଦୂରେଇ ରଖିବା ପାଇଁ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନାର ବାର୍ତ୍ତା ଦେଉଥିବା ବଲିଉଡ୍ ର ଏହି କିମ୍ବଦନ୍ତୀ ପୁରୁଷ ନିଜେ କଠୋର ଶୃଙ୍ଖଳିତ ଜୀବନଯାପନ କରୁଥିଲେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାର ଖବର ସମସ୍ତଙ୍କୁ ତାଜୁବ କରିଛି । କରୋନା ଭାଇରସ୍ ଭୟାବହତାର ଏହା ଜ୍ୱଳନ୍ତ ଉଦାହରଣ ବୋଲି କୁହାଯାଉଛି ।

ତାଙ୍କ ପରିବାରବର୍ଗଙ୍କ ରକ୍ତ ଓ ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିଲେ ମଧ୍ୟ ରିପୋର୍ଟ ଆସିନାହିଁ । ବିଗ୍ ବି ଙ୍କ ଆଶୁ ଆରୋଗ୍ୟ ପାଇଁ ଦେଶବାସୀ ପ୍ରାର୍ଥନା କରିଛନ୍ତି । ସମସ୍ତେ ନିରାପଦରେ ରୁହନ୍ତୁ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କେହି ଭୟଭୀତ ନ ହେବାକୁ ଅଭିଷେକ ଅନୁରୋଧ କରିଛନ୍ତି । ଉଭୟଙ୍କର ସାମାନ୍ୟ ଲକ୍ଷଣ ରହିଥିବା ତାଙ୍କ ଟ୍ୱିଟ୍ ରେ ଦର୍ଶାଇଛନ୍ତି ଅଭିଷେକ ।
ସେପଟେ ମେଗାଷ୍ଟାର୍ ରେଖାଙ୍କ ସିକୁ୍ୟରିଟି ଗାର୍ଡ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଛି ।
Previous Post

ଫାଇନ୍ ଦେବୁ ପଛେ ନିୟମ ଅଲବତ୍ ଭାଙ୍ଗିବୁ !

Next Post

ଆଜି ୫୯୫ ପଜିଟିଭ୍, ଗଞ୍ଜାମରୁ ଆଉ ୩ ମୃତ୍ୟୁ

Next Post
ଆଜି ୫୯୫ ପଜିଟିଭ୍, ଗଞ୍ଜାମରୁ ଆଉ ୩ ମୃତ୍ୟୁ

ଆଜି ୫୯୫ ପଜିଟିଭ୍, ଗଞ୍ଜାମରୁ ଆଉ ୩ ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA