Wednesday, March 4, 2026 07:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News International

‘କରୋନା ଆଣୁଛି ଉତ୍କଟ ଦାରିଦ୍ର୍ୟ’

by Our Correspondent
14 May, 2020- 11:33 PM
in International, Latest News, News
1 min read
0
‘କରୋନା ଆଣୁଛି ଉତ୍କଟ ଦାରିଦ୍ର୍ୟ’
କରୋନା ମାଡ଼ରେ ଭୟଙ୍କର ହେବ ବିଶ୍ୱର ଆର୍ଥିକ ଦୁସ୍ଥିତି । ଦାରିଦ୍ର୍ୟ ଅତି ମାତ୍ରାରେ ଉତ୍କଟ ହେବ । ଭୋକ ଉପାସରେ ଡହଳ ବିକଳ ହେବେ ଲୋକେ । 2030 ବେଳକୁ ବିଶ୍ୱର 130 ନିୟୂତ ଲୋକ, ଦାରିଦ୍ର୍ୟର ସର୍ବନିମ୍ନ ସୀମାରେଖା ତଳକୁ ଚାଲି ଯାଇଥିବେ । କେବଳ 2020ରେ 34.3 ନିୟୂତ ଲୋକଙ୍କର ଏମିତି ଭୟଙ୍କର ଅବସ୍ଥା ହୋଇଯିବ । ଆଫ୍ରିକୀୟ ଦେଶରେ 56 ପ୍ରତିଶତ ଦାରିଦ୍ର୍ୟ ବୃଦ୍ଧି ପାଇବ ।  କରୋନା ପ୍ରଭାବରେ ହ୍ରାସ ପାଉଥିବା ବିଭିନ୍ନ ଦେଶର ଅଭିବୃଦ୍ଧି ହାରକୁ ଅନୁଶୀଳନ ପରେ ଏମିତି ରିପୋର୍ଟ ଦେଇଛନ୍ତି ଜାତିସଂଘ ।
କରୋନା ପ୍ରଭାବରେ ବିଶ୍ୱ ଅର୍ଥନୀତିର 4 ବର୍ଷର ଅଭିବୃଦ୍ଧି ବା ଜିଡିପି, ପୋଛି ହୋଇଯିବ, ଯାହାକି 8.5 ଟ୍ରଲିଅନ୍ ଡଲାର୍ । ଏପ୍ରିଲ ମାସ ସୁଦ୍ଧା ବିଶ୍ୱ ଅର୍ଥନୀତିରେ 3 ପ୍ରତିଶତ ହ୍ରାସ ହୋଇଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା IMF  କହିଥିଲେ । କିନ୍ତୁ ଏବେ World Economic Situation and Prospects reportରେ କୁହାଗଲାଣି ଯେ, କେବଳ 2020ରେ ବିଶ୍ୱ ଆର୍ଥିକ ଅଭିବୃଦ୍ଧି ହାରରେ 3.2 ପ୍ରତିଶତ ହ୍ରାସ ହେବ । ଆଗକୁ ଏହା ଆହୁରି କମ୍ ହୋଇପାରେ ବୋଲି ମଧ୍ୟ କହିଛନ୍ତି IMF ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିଆନା ଜର୍ଜିଏଭା ।
କରୋନା ମାଡ଼ରେ ଅଧିକାଂଶ କ୍ଷେତ୍ର ଡିଜିଟାଲ୍ ଏବଂ ଅଟୋମେସନ୍ ମୋଡ୍ କୁ ଚାଲି ଆସିଲାଣି । ଯାହା ଆଗକୁ ଆହୁରି ତ୍ୱରାନ୍ୱିତ ହେବ । ଫଳରେ ଅଧିକରୁ ଅଧିକ ଲୋକେ ସେମାନଙ୍କ ଜୀବୀକା ହରାଇବେ । ପ୍ରକାରାନ୍ତରେ ଏହା ମଧ୍ୟ ନିଯୁକ୍ତିକୁ ସିଧାସଳଖ ଏବଂ ଦରମାକୁ ପରୋକ୍ଷରେ ପ୍ରଭାବିତ କରିବ । ଯାହା ସମାଜରେ ଆର୍ଥିକ ଅସମାନତା ବଢ଼ାଇବ ।
ଜାତିସମଘ ପକ୍ଷରୁ ଏହି ଅନୁଶୀଳନ ରିପୋର୍ଟ ପ୍ରସ୍ତୁତ କରିଥିବା ହମିଦ୍ ରସିଦଙ୍କ ମତରେ, ଅତୀତରେ ସଙ୍କଟ ସମୟରେ, ଆର୍ଥିକ ପ୍ୟାକେଜ୍ ବା ସହାୟତା, ନିବେଶକୁ ସେଭଳି ଆକୃଷ୍ଟ କରିପାରିନି । ତେଣୁ ଏଭଳି ସ୍ଥିତିରେ ଲୋକଙ୍କ ନିଯୁକ୍ତି ବା ଜୀବୀକା ଯେମିତି ସୁରକ୍ଷିତ ରହିପାରିବ, ସେନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ରୋଜଗାରରେ ବୃଦ୍ଧି ହେବାକୁ ଯାଉଥିବା ଅସମାନତାକୁ ରୋକିବାକୁ ପଡ଼ିବ । କାରଣ, ମହାମାରୀ ଭଳି ଦୀର୍ଘକାଳୀନ ବିପର୍ଯ୍ୟୟ, କମ୍ କୁଶଳୀ ଏବଂ କମ୍ ରୋଜଗାର କରୁଥିବା ବର୍ଗର ଲୋକଙ୍କୁ ହିଁ ଅଧିକ ପ୍ରଭାବିତ କରିଥାଏ ।
(ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ)
Previous Post

ସପ୍ତମ ଦିନରେ ରଥ ନିର୍ମାଣ; ସରିଲା ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ

Next Post

ଖୁବ୍ ଶୀଘ୍ର କରୋନା ଟୀକା !

Next Post
ଖୁବ୍ ଶୀଘ୍ର କରୋନା ଟୀକା !

ଖୁବ୍ ଶୀଘ୍ର କରୋନା ଟୀକା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA