ଭୁବନେଶ୍ୱର: କରୋନା ଲକଡାଉନ୍ ପାଇଁ ଦେଶର ଅର୍ଥନୀତି ମନ୍ଥର ହୋଇଥିବା ବେଳେ ହୋଇଥିବା ଜୀବିକା ସନ୍ଧାନରେ ସଫଳ ହୋଇଛନ୍ତି କିଟ୍ ରୁ ଉତ୍ତୀର୍ଣ୍ଣ ଇଂଜିନିୟରିଂ ଛାତ୍ରଛାତ୍ରୀ । ୩୬୫୦ ଚାକିରି ଧରି କିଟ୍ କୁ କ୍ୟାମ୍ପସ୍ ଚୟନରେ ଆସିଥିଲେ ୧୫୦ କମ୍ପାନୀ । ଯେଉଁଥିରେ ୧୧୦୦ ଛାତ୍ରଛାତ୍ରୀଙ୍କୁ ଏକାଧିକ ଚାକିରି ଅଫର୍ ମିଳିଛି । ୩୦ ଲକ୍ଷ ଦରମା ପ୍ୟାକେଜ୍ ରେ ବି ନିଯୁକ୍ତି ଅଫର୍ ପାଇଛନ୍ତି ଛାତ୍ରଛାତ୍ରୀ ।








