Wednesday, March 11, 2026 08:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ପାଟିଲ୍‌ ଭାଙ୍ଗିଲେ ରେକର୍ଡ

by Our Correspondent
20 May, 2016- 04:08 PM
in News
1 min read
0
ପାଟିଲ୍‌ ଭାଙ୍ଗିଲେ ରେକର୍ଡ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପାଟିଲ ରାଜେଶ ପ୍ରଭାକର । ୨୦୦୫ ବ୍ୟାଚର୍‌ ଏହି ଯୁବ ଆଇଏଏସ୍‌ ସମଗ୍ର ଓଡ଼ିଶାବାସୀଙ୍କ ପାଖରେ ବେଶ୍‌ ପରିଚିତ । ୨୦୦୯ ସାଧାରଣ ନିର୍ବାଚନ ବେଳେ ଆଠଗଡ଼ ଆସନରେ ବିଜେଡ଼ି ପ୍ରାର୍ଥୀ ରାଜା ସ୍ୱାଇଁଙ୍କ ପ୍ରାର୍ଥୀପତ୍ର ନାକଚ କରି ବେଶ୍‌ ଚର୍ଚ୍ଚାକୁ ଆସିଥିଲେ ତତ୍କାଳୀନ ଉପଜିଲ୍ଲାପାଳ ପାଟିଲ୍‌ । ଇତିମଧ୍ୟରେ କୋରାପୁଟ ଓ କନ୍ଧମାଳରେ ଜିଲ୍ଲାପାଳ ଦାୟିତ୍ୱ ତୁଲାଇ ସାରିଥିବା ପାଟିଲ୍‌ ଏବେ ମୟୁରଭଞ୍ଜରେ ଜିଲ୍ଲାପାଳ । ବର୍ଷେ କି ଦି ବର୍ଷ ନୁହେଁ ଏକକାଳୀନ ୪ ବର୍ଷ ଭାବେ ଗୋଟିଏ ଜିଲ୍ଲାରେ ରହି ସେ ରେକର୍ଡ ସୃଷ୍ଟି କରିଛନ୍ତି ।

୨୭.୦୭.୨୦୧୨ ରେ ମୟୁରଭଞ୍ଜ ଜିଲ୍ଲାପାଳ ଭାବେ ଯୋଗଦେଇଥିଲେ ପାଟିଲ୍‌ ରାଜେଶ ପ୍ରଭାକର । ସେବେଠାରୁ ତାଙ୍କୁ ରାଜ୍ୟ ସରକାର ଡିଷ୍ଟ୍ରବ୍‌ କରିନାହାନ୍ତି । ଏହି ସମୟ ମଧ୍ୟରେ ଅନେକବାର ଆଇଏଏସ୍‌ ଅଦଳବଦଳ ହୋଇଛି । ଜିଲ୍ଲାପାଳସ୍ତରରେ ରୁଟିନ୍‌ ବଦଳି ହୋଇଛି । ମାତ୍ର ପାଟିଲ୍‌ ଙ୍କୁ ସରକାର ହାତ ମାରିନାହାନ୍ତି । ଗୋଟିଏ ପଦରେ ଜଣେ ଆଇଏଏସ୍‌ ଅଧିକାରୀ ସର୍ବାଧିକ ୩ ବର୍ଷ ରହିବାର ନିୟମ ରହିଛି । ମାତ୍ର ପାଟିଲ୍‌ଙ୍କ କ୍ଷେତ୍ରରେ ସରକାର ଏହି ନିୟମକୁ କାହିଁକି ଆଖି ବୁଜି ଦେଇଛନ୍ତି ବୁଝାପଡୁନାହିଁ ।

ପାଟିଲ୍‌ଙ୍କ କାର୍ଯ୍ୟଦକ୍ଷତାକୁ ସରକାର ମୟୁରଭଞ୍ଜ ଭଳି ଅନୁନ୍ନତ ଜିଲ୍ଲାରେ କାର୍ଯ୍ୟରେ ଲଗାଇ ସଫଳତା ପାଇଥିବା କେହି ଅସ୍ୱୀକାର କରୁନାହାନ୍ତି । ତେବେ ସରକାର ଯଦି ଭାବୁଥାଆନ୍ତି ପାଟିଲ୍‌ ସେଠାରୁ ବଦଳି ହୋଇଗଲେ ମୟୁରଭଞ୍ଜ ଜିଲ୍ଲାର ବିକାଶ ବାଧାପ୍ରାପ୍ତ ହେବ ତେବେ ତାହାଠାରୁ ଭଳି ସାଂଘାତିକ କଥା କିଛି ନାହିଁ । ଏହାଦ୍ୱାରା ସରକାର ଅନ୍ୟ ଆଇଏଏସ୍‌ ଅଫିସରଙ୍କ ଦକ୍ଷତାକୁ ନ୍ୟୁନ ଦୃଷ୍ଟିରେ ଦେଖୁଛନ୍ତି ଅଥବା ସେମାନଙ୍କର ଦକ୍ଷତା ନାହିଁ । ତେବେ ସେ ଯାହା ହେଉନା କାହିଁକି ପାଟିଲ ଗୋଟିଏ ଜିଲ୍ଲାରେ ଏତେବର୍ଷ ଧରି ରହିବା ପଛର ରହସ୍ୟକୁ ନେଇ ଆଇଏଏସ୍‌ କରିଡରରେ ବେଶ୍‌ ଚର୍ଚ୍ଚା ।

Previous Post

୨୫ କିମି ବେଗରେ ମାଡ଼ି ଆସୁଛି ରୁଆନୁ

Next Post

ବଡ଼ମାଛ ଉପରେ ସିବିଆଇ ଜାଲ୍‌ !

Next Post
ବଡ଼ମାଛ ଉପରେ ସିବିଆଇ ଜାଲ୍‌ !

ବଡ଼ମାଛ ଉପରେ ସିବିଆଇ ଜାଲ୍‌ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA