Wednesday, March 4, 2026 03:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଫନି’ ବିପର୍ଯ୍ୟୟ ସଜଡ଼ା: ସପ୍ତାହ ପରେ ଡୋର୍ ଟୁ ଡୋର୍, ଛୁଟି ବାତିଲ

by Our Correspondent
10 May, 2019- 06:22 PM
in Latest News, News
1 min read
0
‘ଫନି’ ବିପର୍ଯ୍ୟୟ ସଜଡ଼ା: ସପ୍ତାହ ପରେ ଡୋର୍ ଟୁ ଡୋର୍, ଛୁଟି ବାତିଲ
ଭୁବନେଶ୍ୱର: ଗୋଟିଏ ସପ୍ତାହ ବିତିଗଲା ପରେ ବି ପ୍ରଳୟଙ୍କରୀ ‘ଫନି’ ରେ ଧ୍ୱସ୍ତ ବିଧ୍ୱସ୍ତ ପୁରୀ ଓ ଭୁବନେଶ୍ୱର ସହର ସଜାଡି ହୋଇପାରିନାହିଁ । ପୁରୀ ଅବସ୍ଥା ନିକଟ ଭବିଷ୍ୟତରେ ସଜାଡ଼ି ହେବାର ସମ୍ଭାବନା ଦିଶୁ ନ ଥିଲା ବେଳେ ଭୁବନେଶ୍ୱରରେ ସ୍ଥିତି କ୍ରମେ ସ୍ୱାଭାବିକ ହେଉଛି । ତେବେ ସହରର ଅନେକ ଜାଗା ଏବେ ବି ଅନ୍ଧାରରେ । ବିଜୁଳି ଓ ପାଣି ବିନା ଲୋକ ଛଟପଟ ଅବସ୍ଥାରେ ପଡ଼ିଛନ୍ତି । ୧୨ ତାରିଖ ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ସଂଯୋଗ ହୋଇଯିବ ବୋଲି ରାଜ୍ୟ ସରକାର ଦମ୍ଭ ମାରିଥିବାରୁ ରାଜଧାନୀବାସୀ ଅନେଇ ବସିଛନ୍ତି । ଗତକାଲି ରାତି ଯାଏଁ ସହରର ଅଣ ଭିଆଇପି ଅଞ୍ଚଳରୁ ଗଛ ଓ ଭଙ୍ଗା ବିଜୁଳି ଖୁଣ୍ଟ ଉଠି ନ ଥିବାରୁ ପ୍ରଶାସନ ଉପରେ ଲୋକଙ୍କ ଅସନ୍ତୋଷ ବଢ଼ିଯାଇଥିଲା । ଆଜି ପ୍ରଶାସନର ଚେତା ପଶିଛି । ରାଜଧାନୀରେ ଡୋର୍ ଟୁ ଡୋର୍ କାମ ଆରମ୍ଭ କରିଛି । ଓଲଡ୍ ଟାଉନ, ଲକ୍ଷ୍ମୀସାଗର ଆଦି ଅଞ୍ଚଳରେ ଯୁଦ୍ଧ ବଳ ଖଟେଇ ଦେଇଛି ।
ଅଣଦେଖା ଅନୁଭବ ହେଉଥିବା ଏହିସବୁ ଅଞ୍ଚଳରେ ଆଜି ସକାଳୁ ସକାଳୁ ଗଛସଫା କାମ ଆରମ୍ଭ ହୋଇଥିଲା । ଏନଡିଆରଏଫ ଓ ଓଡ୍ରାଫ ଟିମ୍ ରାସ୍ତାଘାଟ ଓ ଘର ଆଗରେ ପଡ଼ିରହିଥିବା ଗଛଗୁଡ଼ିକୁ କାଟି ସଫା କରିଥିଲେ । ରାସ୍ତା ଅବରୋଧ କରିଥିବା ବିଜୁଳି ଖୁଣ୍ଟିଗୁଡ଼ିକୁ ବିଦୁ୍ୟତ କର୍ମଚାରୀମାନେ କ୍ଲିଅର୍ କରିଥିଲେ । ଆଜି ଗୋଟିଏ ଦିନରେ ୮୦ ପ୍ରତିଶତ କାମ ହୋଇଥିବା କୁହାଯାଉଛି ।
ସେପଟେ ବାତ୍ୟା ଦ୍ୱାରା ବିଶେଷ ପ୍ରଭାବିତ ୫ଟି ଜିଲ୍ଲା କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ସରକାରୀ ଅଫିସଗୁଡ଼ିକ ଦ୍ୱିତୀୟ ଶନିବାର ଓ ରବିବାରରେ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି । ବାବୁ ଓ କର୍ମଚାରୀଙ୍କ ଏହି ଦୁଇଦିନର ଛୁଟିକୁ ବାତିଲ କରାଯାଇଛି । ରିଲିଫ୍ ଓ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Previous Post

‘ଫନି’ ମୁକାବିଲା: ଭୁବନେଶ୍ୱର ପାଇଁ ମଲ୍ଟି ଏଜେନ୍ସୀ ଟିମ୍

Next Post

ବାତ୍ୟା ଉଜାଡ଼ିଲା କୁନି ସଂସାର, ୫ ପିଲାଙ୍କୁ ଧରି ସ୍କୁଲ ବାରଣ୍ଡାରେ

Next Post
ବାତ୍ୟା ଉଜାଡ଼ିଲା କୁନି ସଂସାର, ୫ ପିଲାଙ୍କୁ ଧରି ସ୍କୁଲ ବାରଣ୍ଡାରେ

ବାତ୍ୟା ଉଜାଡ଼ିଲା କୁନି ସଂସାର, ୫ ପିଲାଙ୍କୁ ଧରି ସ୍କୁଲ ବାରଣ୍ଡାରେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA