Wednesday, March 11, 2026 08:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଭିଜିଲାନ୍ସ ସ୍କାନରରେ ମୋତିଲାଲ୍‌

by Our Correspondent
28 Jun, 2016- 09:18 AM
in News
1 min read
0
ଭିଜିଲାନ୍ସ ସ୍କାନରରେ ମୋତିଲାଲ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଡାକ୍ତର ମୋତିଲାଲ ଗୌଡ଼ଙ୍କ ସମ୍ପତ୍ତି ବାଡ଼ିର ଖୋଳତାଡ଼ କରିବ ଭିଜିଲାନ୍‌ସ । ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗକୁ ଡେପୁଟେସନ୍‌ରେ ଯାଇଥିବା ମୋତିଲାଲଙ୍କ ବିରୋଧରେ ଭିଜିଲାନସ୍‌ ତଦନ୍ତ ପାଇଁ ଆଜି ଶ୍ରମ ବିଭାଗ ସୁପାରିଶ କରିଛନ୍ତି । ରାଜ୍ୟ ସରକାର ଏହାକୁ ତୁରନ୍ତ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଜାଲ୍‌ ମାଷ୍ଟର ମୋତିଲାଲଙ୍କ ଜାଲିଆତିର ଗୋଟିକ ପରେ ଗୋଟିଏ ଫର୍ଦ୍ଦ ବାହାରୁଥିବା ବେଳେ ଅସାଧୁ ଉପାୟରେ ସେ ପ୍ରଚୁର ସମ୍ପତ୍ତି ଠୁଳ କରିଥିବା ସୁରାକ୍‌ ମିଳିଛି । ସରକାରଙ୍କ ନିର୍ଦ୍ଦେଶ ପରେ ଭିଜିଲାନସ୍‌ ଆସନ୍ତାକାଲିଠାରୁ ତାହାର ଖୋଳତାଡ଼ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି ।

ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ପଦରେ ଥିବା ମୋତିଲାଲ ଗତ ମେ ୨୯ ତାରିଖରେ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ଜାଲ୍‌ ସରକାରୀ ବିଜ୍ଞପ୍ତି ଜାରି କରି ସେ କୋଟିଏରୁ ଅଧିକ ଟଙ୍କା ଠକି ନେବା ଅଭିଯୋଗ ଆସିଛି । ଜୁନ୍‌ ୬ ତାରିଖରେ ରାଜ୍ୟ ସରକାର ତାଙ୍କ ବିରୋଧରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ତାଙ୍କ ଆଗୁଆ ଜାମିନ୍‌ ଆବେଦନକୁ ଖାରଜ କଲା ପରେ ବର୍ତ୍ତମାନ ମୋତିଲାଲ ଫେରାର ହୋଇଯାଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନ ଖାନତଲାସୀ ଚଳାଇଥିବା ବେଳେ ନଗଦ ଯୋଡିହୋଇଛି ଭିଜିଲାନସ୍‌ କୀଳା ।

ଠକେଇରେ ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ମୁନ୍ନା ଭାଇ ଏମ୍‌ବିବିଏସ୍‌ ଡାକ୍ତର ମୋତିଲାଲ ଗୌଡ଼ ସରକାରଙ୍କୁ ଚୂନ ମାରି ତିନି ତିନିଟି ପ୍ରକାଣ୍ଡ ଜାଲିଆତି କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁ ଓ ଛାତ୍ର ବିଜେଡ଼ି ସଭାପତି ବାପି ରାୟଙ୍କ ଅତ୍ୟନ୍ତ ବିଶ୍ୱସ୍ତ ମୋତିଲାଲଙ୍କ ଏହି କଳା କାରନାମା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହ ତାଙ୍କ ଗହନ ସମ୍ପର୍କର ବି ପର୍ଦ୍ଦାଫାସ ହୋଇଛି । ଏହି ପ୍ରଭାବଶାଳୀ ମନ୍ତ୍ରୀ ଓ ବିଧାୟକଙ୍କ ଛତ୍ରଛାୟା ତଳେ ରହି ଅସମ୍ଭବକୁ ସମ୍ଭବ କରିଥିବା ମୋତିଲାଲଙ୍କ ଅପରାଧିକ ଓ ଜାଲିଆତି କାର୍ଯ୍ୟକଳାପର ଛାନଭିନ୍‌ କ୍ରାଇମ୍‌ବ୍ରାଞ୍ଚ ଆରମ୍ଭ କଲାବେଳକୁ ସମ୍ପତ୍ତିବାଡ଼ିର ଖୋଳତାଡ଼ କରିବ ଭିଜିଲାନସ୍‌ ।

Previous Post

ମୋତିଙ୍କ ବଡ଼ବାପା ଥିଲେ ମନ୍ତ୍ରୀ ପୁଷ୍ପେନ୍ଦ୍ର

Next Post

ଆରଡିସି ତଦନ୍ତ ଭେଳିକି, ଅଭିଯୁକ୍ତଙ୍କୁ ପୁରସ୍କାର

Next Post
ଆରଡିସି ତଦନ୍ତ ଭେଳିକି, ଅଭିଯୁକ୍ତଙ୍କୁ ପୁରସ୍କାର

ଆରଡିସି ତଦନ୍ତ ଭେଳିକି, ଅଭିଯୁକ୍ତଙ୍କୁ ପୁରସ୍କାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA