Monday, January 19, 2026 12:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟରେ ୯ ହଜାର ଟପିଲା କରୋନା

by Our Correspondent
05 Jul, 2020- 12:42 PM
in Latest News, News
1 min read
0
ରାଜ୍ୟରେ ୯ ହଜାର ଟପିଲା କରୋନା
ଭୁବନେଶ୍ୱର: ଜୁଲାଇ ମାସ ଆରମ୍ଭରୁ ରାଜ୍ୟରେ ଭୟଙ୍କର ରୂପ ନେଇଛି କରୋନା । ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଆଉ ଘରେ ସୀମିତ ନାହିଁ କରୋନା । ଦୋକାନ, ଅଫିସ୍, ଥାନା, ହସ୍ପିଟାଲ୍ ସବୁଠି ପଶିଲାଣି । ଶୁକ୍ରବାର ଦିନ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୬୧ ପଜିଟିଭ୍ ବାହାରିଥିବା ବେଳେ ଗତକାଲି ବାହାରିଥିଲେ ୪୯୫ । ଆଜି ଆଉ ୪୬୯ ପଜିଟିଭ୍ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ପାର୍ ହୋଇଛି ।
ଖାଲି ସଂକ୍ରମଣ ନୁହେଁ, କରୋନା ମୃତ୍ୟୁ ସଂଖ୍ୟା ବି ବଢ଼ିଲାଣି । ଗତକାଲି ୫ ଜଣଙ୍କର ଜୀବନ ନେଇଥିବା କରୋନା ଆଜି ଆଉ ୨ ଜଣଙ୍କର ଜୀବନ ନେଇଛି । ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀ ଆଖି ବୁଜିଛନ୍ତି । ରାଜ୍ୟରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ପାଇଛି ।
ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଗଞ୍ଜାମ ଜିଲ୍ଲା ଏକ ନମ୍ବରରେ ରହିଛି । ଆଜି ମଧ୍ୟ ଗଞ୍ଜାମରୁ ଆସିଛନ୍ତି ସର୍ବାଧିକ ୧୧୬ ପଜିଟିଭ୍ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୮୨ ହୋଇଥିବା ବେଳେ ୨୦ ଜଣ ମୃତ୍ୟୁ ବରଣ କଲେଣି ।
ଆଜି କେଉଁ ଜିଲ୍ଲାରୁ କେତେ
ଅନୁଗୁଳ-୧୧, ବାଲେଶ୍ୱର-୮, ଭଦ୍ରକ-୧୬, ବଲାଙ୍ଗୀର-୩, କଟକ-୯୪, ଗଜପତି-୧୨, ଗଞ୍ଜାମ-୧୧୬, ଯାଜପୁର-୨୫, କଳାହାଣ୍ଡି-୨, କନ୍ଧମାଳ-୧, କେନ୍ଦ୍ରାପଡ଼ା-୫, କେନ୍ଦୁଝର-୨୫, ଖୋର୍ଦ୍ଧା-୨୭, ମାଲକାନଗିରି-୧, ମୟୁରଭଞ୍ଜ-୬, ନବରଙ୍ଗପୁର-୨, ନୟାଗଡ଼-୨୪, ପୁରୀ-୮, ସମ୍ବଲପୁର-୧୩, ସୁନ୍ଦରଗଡ଼-୬୬ । ଅମ୍ଫନ୍ ବାତ୍ୟା ଉଦ୍ଧାର କାର୍ଯ୍ୟରେ କୋଲକତା ଯାଇଥିବା ଆଉ ୪ ଏନଡିଆରଏଫ୍ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ତେବେ ଗତ ୨୪ ଘଣ୍ଟାରେ ୪୬୯ ନୂଆ ଆକ୍ରାନ୍ତ ଆସିଥିଲେ ମଧ୍ୟ ୨୨୯ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହିଭଳି ରାଜ୍ୟରେ ଏବେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ ହୋଇଥିଲା ବେଳେ ୫୯୩୪ ସୁସ୍ଥ ହେଲେଣି । ଆକ୍ଟିଭ୍ କେସ୍ ଏବେ ଅଛନ୍ତି ୩୦୯୦ ।
Previous Post

ରତ୍ନବେଦୀକୁ ଫେରିଲେ ମହାପ୍ରଭୁ

Next Post

ଶୃଙ୍ଖଳିତ ରଥଯାତ୍ରାର ଶ୍ରେୟ ମିଳିଲା

Next Post
ଶୃଙ୍ଖଳିତ ରଥଯାତ୍ରାର ଶ୍ରେୟ ମିଳିଲା

ଶୃଙ୍ଖଳିତ ରଥଯାତ୍ରାର ଶ୍ରେୟ ମିଳିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19147 shares
    Share 7659 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA