Month: May 2021

ତୃତୀୟ ଲହର କରୋନାରୁ ରକ୍ଷା ପାଇବାର ଏକମାତ୍ର ରାସ୍ତା ‘ଟିକାକରଣ’

ତୃତୀୟ ଲହର କରୋନାରୁ ରକ୍ଷା ପାଇବାର ଏକମାତ୍ର ରାସ୍ତା ‘ଟିକାକରଣ’

ନୂଆଦିଲ୍ଲୀ/ଭୁୁବନେଶ୍ୱର: କରୋନା ମହାମାରୀର ଏକମାତ୍ର ସଞ୍ଜିବନୀ ହେଉଛି ଟିକା । ଭାରତକୁ ତୃତୀୟ ଲହରରୁ ରକ୍ଷା କରିବାକୁ ହେଲେ ୫୧ କୋଟି ଲୋକଙ୍କୁ ଟିକାକରଣର ଆବଶ୍ୟକତା ରହିଛି ...

କରୋନାରେ ପ୍ରାଣ ହରାଇଲେ କେନ୍ଦୁଝର ଡିଭିଜନାଲ ଟ୍ରାଫିକ୍ ଇନସପେକ୍ଟର

କରୋନାରେ ପ୍ରାଣ ହରାଇଲେ କେନ୍ଦୁଝର ଡିଭିଜନାଲ ଟ୍ରାଫିକ୍ ଇନସପେକ୍ଟର

ଭୁବନେଶ୍ୱର: କରୋନାରେ ଜୀବନ ହରାଇଛନ୍ତି କେନ୍ଦୁଝର ଡିଭିଜନାଲ ଟ୍ରାଫିକ ଇନସପେକ୍ଟର ପ୍ରଦୀପ କୁମାର ମହାନ୍ତି (୫୩) । ଇଷ୍ଟକୋଷ୍ଟ ରେଳବାଇର କେନ୍ଦୁଝର ରେଳଷ୍ଟେସନରେ ଡିଭିଜନାଲ ଟ୍ରାଫିକ ଇନସପେକ୍ଟର ...

‘ଅର୍ଗସ୍’ ପାଇଁ ପ୍ରଚାର କଲେ ବିଜେପି ନେତ୍ରୀ !

‘ଅର୍ଗସ୍’ ପାଇଁ ପ୍ରଚାର କଲେ ବିଜେପି ନେତ୍ରୀ !

ଭୁୁବନେଶ୍ୱର: ଡିଜିଟାଲ୍ ୱେବ୍ ଚାନେଲ ଅର୍ଗସ୍ ନ୍ୟୁଜ୍ ଆଜିଠାରୁ ଟିଭି ପରଦାରେ ସାଟେଲାଇଟ୍ ଚାନେଲ୍ ରୂପରେ ଆତ୍ମପ୍ରକାଶ କରୁଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ...

୪୨ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୯୨୦ କୋଟି ‘କାଳିଆ’ ଟଙ୍କା

୪୨ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୯୨୦ କୋଟି ‘କାଳିଆ’ ଟଙ୍କା

ଭୁୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଆସିଛ ୯୨୦ କୋଟି 'କାଳିଆ' ଟଙ୍କା । ୨୦୨୧ ...

Page 7 of 12 1 … 6 7 8 … 12

BROWSE BY CATEGORIES

BROWSE BY TOPICS