Thursday, February 19, 2026 02:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ବ୍ରେନ୍ ମ୍ୟାପିଂ ପାଇଁ ବି ରାଜି ହେଲାନି

ପରୀକୁ ନ୍ୟାୟ ବନାମ ଅଭିଯୁକ୍ତର ସୁରକ୍ଷା

by Our Correspondent
13 Jan, 2021- 10:17 PM
in Crime, Latest News, News
0
ବ୍ରେନ୍ ମ୍ୟାପିଂ ପାଇଁ ବି ରାଜି ହେଲାନି

ଭୁବନେଶ୍ୱର: ପରୀ ହତ୍ୟା ଅଭିଯୁକ୍ତର ବ୍ରେନ୍ ମ୍ୟାପିଂ ପାଇଁ କୋର୍ଟକୁ ଆବେଦନ କରିଥିଲା ଏସଆଇଟି । ମାତ୍ର ଅଭିଯୁକ୍ତ ବ୍ରେନ୍ ମ୍ୟାପିଂକୁ ଆଜି ମନା କରିଦେଲା । ଫଳରେ କୋର୍ଟ ଅନୁମତି ଦେଇନାହାନ୍ତି । ପୂର୍ବରୁ ପଲିଗ୍ରାଫ୍ ଏବଂ ନାର୍କୋ ଟେଷ୍ଟକୁ ମନା କରିଥିଲା ଅଭିଯୁକ୍ତ । ସୁତରାଂ ଏସଆଇଟି ତଦନ୍ତରେ ଅଭିଯୁକ୍ତ ସହଯୋଗ କରୁନାହିଁ । ଆଇନର ଫାଙ୍କରେ ଖସିଯିବାକୁ ଉଦ୍ୟମ କରିଛି ।

ଅନ୍ୟପକ୍ଷରେ, ଅଭିଯୁକ୍ତର ବିଭତ୍ସ କାଣ୍ଡ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ମୁହଁରୁ ଶୁଣିଲା ପରେ ବି ପରୀର ବାପାମାଆଙ୍କୁ ଘୃଣା କି କଷ୍ଟ ଦେଇନାହିଁ । ରାଜନୈତିକ ପଶାପାଲିରେ ସମ୍ଭବତଃ ସେମାନେ ଫସିଯାଇଛନ୍ତି । ସିବିଆଇ ତଦନ୍ତ ଦାବିରେ ପରୀର ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପରୀ ମାଆଙ୍କୁ ସୁପ୍ରିମକୋର୍ଟ ନେବା ପଛରେ କାହାର ହାତ ତାହା ବି ଦାଣ୍ଡରେ ଗଡୁଛି ।

ପରୀକୁ ଜାମୁକୋଳି ଦେବାକୁ ଡାକି ଅଭିଯୁକ୍ତ ତଣ୍ଟି ଚିପି ହତ୍ୟା କଲା ପରେ ଶବ ସହ ଦୁଷ୍କର୍ମ କଲା । ଏକଥା ଏସଆଇଟି ଆଗରେ ସେ ପୂରାପୂରି ମାନିସାରିଛି । ଅଭିଯୁକ୍ତର ବୟାନ ଆଧାରରେ ପୋଖରୀରୁ ପରୀର ଲେଗିନ୍ସ ବି ମିଳିଛି । ସବୁଠାରୁ ବଡ଼କଥା ହେଲା, ଏସଆଇଟି ତଦନ୍ତ ଉପରେ ଗତକାଲି ଓଡିଶା ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଥିଲେ ।

ମାତ୍ର ହତ୍ୟାର ନିର୍ଦ୍ଦିଷ୍ଟ ଥିଓରି ଘୋଷିଥିବା ପରୀର ବାପାମାଆ ଏସଆଇଟି ତଦନ୍ତ କି ହାଇକୋର୍ଟର ଟିପ୍ପଣୀକୁ ବିଶ୍ୱାସ କରିବା ଅବସ୍ଥାରେ ନାହାନ୍ତି । ସିବିଆଇ ତଦନ୍ତରେ ପରୀକୁ ନ୍ୟାୟ ମିଳିବ ବୋଲି ସେମାନଙ୍କୁ ବୁଝାଇ ଦିଆଯାଇଛି ।

୫ ବର୍ଷର ଝିଅର ହତ୍ୟାକାରୀକୁ କଠୋର ଦଣ୍ଡ ମିଳୁ ଏହା ସମସ୍ତେ ଚାହିଁବେ । ମାତ୍ର ଗୁରୁତ୍ୱପୂର୍ଣ୍ଣ କଥା କି ଏସଆଇଟି ଟିମ୍ ତଦନ୍ତ କରି ଯାହାକୁ ଅଭିଯୁକ୍ତ ବୋଲି ଚିହ୍ନଟ କରିଛି ସେ ତଦନ୍ତରେ ସହଯୋଗ କରୁନାହିଁ । ପଲିଗ୍ରାଫ୍, ନାର୍କୋ ଟେଷ୍ଟ ଏବଂ ବ୍ରେନ୍ ମ୍ୟାପିଂ ପାଇଁ ରାଜି ହୋଇ ନ ଥିବାରୁ ସେ ଯେ ଅପରାଧୀ ତାହା ଅଧିକ ବିଶ୍ୱାସ କରିବା କଥା । ମାତ୍ର ପରୀର ବାପାମାଆ ଏସଆଇଟି ତଦନ୍ତକୁ ଅଗ୍ରାହ୍ୟ କରି ସିବିଆଇ ତଦନ୍ତ ଦାବିରେ ଅଟଳ ରହିବା ସମସ୍ତଙ୍କୁ ଚକିତ କରିଛି ।

Previous Post

ଅଫେରା ରାଇଜରେ ଡି. ପ୍ରକାଶ ରାଓ

Next Post

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଅଧଘଣ୍ଟିଆ କାର୍ଯ୍ୟକ୍ରମ

Next Post
କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଅଧଘଣ୍ଟିଆ କାର୍ଯ୍ୟକ୍ରମ

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଅଧଘଣ୍ଟିଆ କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA